Browsing Tag

#metro tv

ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା

ସବୁ କଳ୍ପନାଜଳ୍ପନାର ଘଟିଲା ଅନ୍ତ । ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବାଲେଶ୍ୱର ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ରବୀନ୍ଦ୍ର ବିଜେପିରେ ଯୋଗଦେଲେ । ଏହି…

ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବ ଆଇପିଏଲ,ପ୍ରଥମ ୨୦ ମ୍ୟାଚ୍‌ ଲାଗି ସୂଚୀ ଘୋଷିତ

ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ପ୍ରଥମ ୨୦ ମ୍ୟାଚ୍‌ ଲାଗି ସୂଚୀ ବୁଧବାର ଘୋଷିତ ହୋଇଛି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ‌୧୦ ଦଳ ଭାଗ‌ନେଉଥିଲା ‌ବେଳେ ମୋଟ ୮୪ ମ୍ୟାଚ୍‌ ଖେଳାଯିବ। ଆସାମ, ପଶ୍ଚିମବଙ୍ଗ, ତାମିଲନାଡ଼ୁ, କେରଳର…

ଛିଣ୍ଡିଲା ନୀଳଚକ୍ର ବାନା ,ଭକ୍ତ ଓ ବୁଦ୍ଧିଜୀବିଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା

ପୁଣି ଶ୍ରୀମନ୍ଦିର ନୀଳଚକ୍ରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ନୀଳଚକ୍ରରୁ ଅଁଳା ବେଢ଼ା ଯାଏଁ ବାନା ବନ୍ଧା ଯାଉଥିବା ବେଳେ ବାନା ଛିଣ୍ଡି ଯାଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଭକ୍ତ ଓ ବୁଦ୍ଧିଜୀବିଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ଆଜି…

ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ମେହେନ୍ଦି ଫଟୋ

ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ବିବାହ ପରେ ଏବେ ସେମାନଙ୍କର ମେହେନ୍ଦି ଫଟୋ ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍ କରୁଛି । ଏବେ ଫ୍ୟାନ୍ସ ସେମାନଙ୍କ ଯୋଡ଼ିକୁ ଖୁବ୍ ଭଲପାଇବା ଦେଉଛନ୍ତି । ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ୨୬ ଫେବୃଆରୀରେ ବିବାହ…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବିମାନ ଇନ୍ଧନ ମହଙ୍ଗା ହେବାରେ ଲାଗିଛି, ଟିକଟ ମୂଲ୍ୟ ବୃଦ୍ଧି କଲେ ବିଭିନ୍ନ ପ୍ରାନ୍ତର…

ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ବିମାନ ଇନ୍ଧନ ମହଙ୍ଗା ହେବାରେ ଲାଗିଛି। ତାହାର ପ୍ରଭାବରେ ବିଶ୍ବର ବିଭିନ୍ନ ପ୍ରାନ୍ତର ଏୟାରଲାଇନ୍ସ ଟିକଟ ମୂଲ୍ୟ ବଢ଼ାଇବା ଆରମ୍ଭ କରିଛନ୍ତି। ଆଭିଏସନ ଟର୍ବାଇନ୍‌ ଫୁଏଲ୍‌ (ଏଟିଏଫ୍‌) ମୂଲ୍ୟ ହଠାତ୍‌ ବଢ଼ିଯିବା କାରଣରୁ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ…

ଇରାନର ରାଜଧାନୀ ତେହେରାନରେ ତେଲ ବର୍ଷା, ଆସନ୍ତୁ ଜାଣିବା ଏହି ତେଲ ବର୍ଷା କଣ , ଜୀବନ ପ୍ରତି କେତେ ବିପଦ

ମଧ୍ୟପ୍ରାଚ୍ୟରେ ଚାଲିଛି ଯୁଦ୍ଧ। ଆମେ କିନ୍ତୁ ଏହି ଯୁଦ୍ଧରେ ତୈଳ ଓ ଗ୍ୟାସକୁ ନେଇ ସଙ୍କଟ ଦେଖୁଛେ। କିନ୍ତୁ ଯୁଦ୍ଧର ପରିଣାମ ଆମ ସ୍ୱାସ୍ଥ୍ୟ ଉପରେ କେତେ ପ୍ରଭାବ ପଡ଼ିପାରେ, ତାହାକୁ ଉଲ୍ଲେଖ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। WHO ରିପୋର୍ଟ ଯାହା କହୁଛି, ତାହା ଇରାନ ପାଇଁ ବଡ଼ ବିପଦ…

ଏହି କାରଣରୁ କୋରିଆକୁ ଆମେରିକୀୟ ସୈନ୍ୟ ପଠାଇଲେ ଟ୍ରମ୍ପ

ମଧ୍ୟପ୍ରାଚ୍ୟରେ ଚାଲିଛି ସଂଘର୍ଷ। ଯୁଦ୍ଧ ନୁହେଁ ତ ମହାଯୁଦ୍ଧର ସଙ୍କେତ। ଇରାନ୍ ଉପରେ ଏକକାଳୀନ ଆଟାକ୍ କରୁଛି ଇସ୍ରାଏଲ ଓ ଆମେରିକା। ପାଲଟା ଜବାବ ଦେଉଛି ତେହରାନ। କୁହାଯାଉଛି ଯେ ମଧ୍ୟପ୍ରାଚ୍ୟର ଯୁଦ୍ଧରେ ଗୋଟେ ପରେ ଆଉ ଗୋଟିଏ ଦେଶକୁ ବ୍ୟାପିବାରେ ଲାଗିଛି। ଏବେ କୋରିଆ ଉପଦ୍ୱୀପରେ ବଢ଼ୁଛି…

ବାଲେଶ୍ୱରରେ ଧୀରେ ଧୀରେ ବିଜେଡି ଛାଡୁଛନ୍ତି ନେତା,ଦଳ ଛାଡ଼ିଲେ ଦୁଇ ବ୍ଲକର ଅଧ୍ୟକ୍ଷା

ଭୁଶୁଡୁଛି ଗଡ଼, ଭାଙ୍ଗୁଛି ସଂଗଠନ । ବାଲେଶ୍ୱରରେ ଧୀରେ ଧୀରେ ବିଜେଡି ଛାଡୁଛନ୍ତି ନେତା । ମଙ୍ଗଳବାର ଦିନ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ରବିନ୍ଦ୍ର ଜେନା ଦଳ ଛାଡ଼ିଛନ୍ତି । ଆଉ ଏବେ ବାଲେଶ୍ୱର ଜିଲ୍ଲାରେ ଦୁଇ ବ୍ଲକର ଅଧ୍ୟକ୍ଷା ଦଳ ଛାଡ଼ିଛନ୍ତି । ବସ୍ତା ବ୍ଲକ ଅଧ୍ୟକ୍ଷ ଅଞ୍ଜଳୀ ଦାସ…

ଜିତିଲା ମୃତ୍ୟୁ,ହରିଶ ରାଣାଙ୍କୁ ‘ଇଚ୍ଛାମୃତ୍ୟୁ’ ପାଇଁ ମଞ୍ଜୁରୀ ଦେଲେ  ସୁପ୍ରିମକୋର୍ଟ

ଶେଷରେ ହାରିଲା ଜୀବନ, ଜିତିଲା ମୃତ୍ୟୁ। ଦେଶରେ ପ୍ରଥମ ଇଚ୍ଛାମୃତ୍ୟୁକୁ ମିଳିଲା ମଞ୍ଜୁରୀ। ଗତ ୧୩ ବର୍ଷ ଧରି ଶଯ୍ୟାଶାୟୀ ଥିବା ଗାଜିଆବାଦ ବାସିନ୍ଦା ହରିଶ ରାଣାଙ୍କୁ 'ଇଚ୍ଛାମୃତ୍ୟୁ' ପାଇଁ ମଞ୍ଜୁରୀ ଦେଇଛନ୍ତି ସୁପ୍ରିମକୋର୍ଟ। ଆମେ ଆଉ ଏହି ଯୁବକଙ୍କୁ ଯନ୍ତ୍ରଣାରେ ରଖିପାରିବୁ ନାହିଁ…

ନନ୍ଦନକାନନ ପାଇଁ ଖୁସି ଖବର,୫ ପ୍ରଜାତିର ୧୧ ଜୀବଜନ୍ତୁ ଆସିଛନ୍ତି ,ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼

ନନ୍ଦନକାନନ ପାଇଁ ଖୁସି ଖବର । ଯାଇଥିଲେ ପୁରୁଣା, ଆସିଲେ ନୂଆ । ୧୫ ବଦଳରେ ଆସିଲେ ୧୧ । ଦେଖିବାକୁ ଲାଗିବ ପର୍ଯ୍ୟଟଙ୍କ ଭିଡ଼ । ସଂଗରୋଧରେ ରହିବା ପରେ ଛଡ଼ାଯିବ ଖୁଆଡ଼ରେ । କର୍ତ୍ତୃପକ୍ଷଙ୍କ ଖୁସି କହିଲେ ନସରେ । ପର୍ଯ୍ୟଟକଙ୍କ ମଧ୍ୟରେ ରହିଛି ବେଶ୍ ଉତ୍କଣ୍ଠା । ନନ୍ଦନକାନନ ପ୍ରାଣୀ…