Browsing Tag

#metro tv

ଜୁନ୍ 18 ତାରିଖରେ ବଜାରରେ ଲଞ୍ଚ ହେବ OnePlus Turbo 6x

ଖୁବ ଶୀଘ୍ର ଲଞ୍ଚ କରିବ OnePlus ର ଏକ ଜବରଦସ୍ତ ସ୍ମାର୍ଟଫୋନ । କମ୍ପାନୀ ଆନୁଷ୍ଠାନିକ ଭାବରେ OnePlus Turbo 6x ର ଲଞ୍ଚ ଡେଟ କାନଫର୍ମ କରିଛି । ଏହି ଫୋନଟି ଚଳିତ ମାସରେ ଲଞ୍ଚ ହେବ। କମ୍ପାନୀ ଏହାକୁ ରିବ୍ରାଣ୍ଡ କରି ଭାରତରେ ଲଞ୍ଚ କରିପାରେ। ଏହି OnePlus ଫୋନଟି ବଜେଟ ମୂଲ୍ୟ ସୀମାରେ…

ଆଫଗାନିସ୍ତାନକୁ ପ୍ରଥମ ଇନିଂସ ଏବଂ ୩୦୦ ରନରେ ହରାଇଲା ଟିମ୍ ଇଣ୍ଡିଆ

ଆଫଗାନିସ୍ତାନକୁ ପ୍ରଥମ ଇନିଂସ ଏବଂ ୩୦୦ ରନରେ ହରାଇଲା ଟିମ୍ ଇଣ୍ଡିଆ । ଫଲୋଅନ୍‌ ପରେ ଇନିଂସ ପରାଜୟ ଏଡ଼ାଇ ପାରିଲାନି ଆଫଗାନିସ୍ତାନ ।  ଟେଷ୍ଟ କ୍ରିକେଟରେ ସବୁଠାରୁ ଅଧିକ ରନରେ ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ । ମୁଲ୍ଲାନପୁରରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର…

ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ୨ କୋଟି ଟଙ୍କାର ମାନହାନି ମାମଲା ରୁଜୁ କଲେ ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍…

ଏବେ ସାରା ଦେଶରେ ଚର୍ଚ୍ଚାରେ ଥିବା ଖାନ୍ ସାରଙ୍କ ବିରୋଧରେ ଜଣାଶୁଣା ନ୍ୟୁଜ୍ ଆଙ୍କର ଅଞ୍ଜନା ଓମ୍ କଶ୍ୟପଙ୍କ ମକଦ୍ଦମା । ଜଣାଶୁଣା ବରିଷ୍ଠ ସାମ୍ବାଦିକା ଅଞ୍ଜନା ଓମ୍ କଶ୍ୟପ୍ ଏବଂ ଟିଭି ଟୁଡେ ନେଟୱର୍କ (ଆଜ୍ ତକ୍ ) ପକ୍ଷରୁ ଲୋକପ୍ରିୟ ୟୁଟ୍ୟୁବର ତଥା ଶିକ୍ଷକ ‘ଖାନ୍ ସାର୍’ ଓରଫ ଫୈଜଲ୍…

NEET-UG ପରୀକ୍ଷା: ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର ସହାୟତା ନିଆଯିବ

NEET-UG ପରୀକ୍ଷାରେ ହେଉଥିବା ଜାଲିଆତି ଏବଂ ପେପର ଲିକକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା ଜୁନ୍ ୨୧ ତାରିଖରେ ହେବାକୁ ଥିବା NEET-UG 2026 ପୁନଃ-ପରୀକ୍ଷାର ପ୍ରଶ୍ନପତ୍ରଗୁଡ଼ିକୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ଭାରତୀୟ ବାୟୁସେନାର…

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ

ପ୍ରକାଶ ପାଇଲା ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ୨୦୨୬ର ଫଳାଫଳ । ଚଳିତବର୍ଷ ମୋଟ ୧ ଲକ୍ଷ ୩ ହଜାର ୪୩୪ ଜଣ ପରୀକ୍ଷାର୍ଥୀ ପଞ୍ଜୀକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ହଜାର ୬୨୮ ଜଣ ପରୀକ୍ଷା ଦେଇଛନ୍ତି। ମୋଟ ୮୯.୫୫ ପ୍ରତିଶତ ପରୀକ୍ଷାର୍ଥୀ କମ୍ପ୍ୟୁଟର ଭିତ୍ତିକ ପରୀକ୍ଷାରେ ଅଂଶଗ୍ରହଣ…

ଇସ୍ରାଏଲ ଏବଂ ଇରାନକୁ ପରଷ୍ପର ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଲେ ଟ୍ରମ୍ପ

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ବ୍ୟାପକ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ବୟାନ ଦେଇଛନ୍ତି। ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଇସ୍ରାଏଲ ଏବଂ ଇରାନକୁ ପରଷ୍ପର ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ କଡ଼ା ଚେତାବନୀ ଦେଇଛନ୍ତି। ନିଜର ସୋସିଆଲ ମିଡିଆ…

ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ଲୋକପ୍ରିୟ ଅଭିନେତ୍ରୀ ଜେନିଫର ,ଖୋଜୁଛନ୍ତି ବାହାଘର ଭେନ୍ୟୁ

ହିନ୍ଦୀ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟଙ୍କୁ ନେଇ ଏକ ଖୁସି ଖବର ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ, ସେ ଦ୍ୱିତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ସେ ଖୁବଶୀଘ୍ର ସିଙ୍ଗାପୁରର ବ୍ୟବସାୟୀ ଇସ୍ମାଏଲ ୱିଲିୟମଙ୍କ ସହ ଜୀବନର ଏକ ନୂଆ ଅଧ୍ୟାୟର…

ଚଳିତ ବର୍ଷ ମେ ମାସରେ ୨୫,୩୧,୦୬୭ଟି କାର୍‌ ବିକ୍ରି

ଚଳିତ ବର୍ଷ ମେ ମାସରେ ରେକର୍ଡ ସଂଖ୍ୟକ ଗାଡ଼ି ବିକ୍ରି ହୋଇଛି। ଅଟୋମୋବାଇଲ୍‌ ଡିଲର ମହାସଂଘ ଏଫ୍ଏଡିଏ ଜାରି କରିଥିବା ତଥ୍ୟ ଅନୁସାରେ ଏହି ମାସରେ ୨୫,୩୧,୦୬୭ଟି କାର୍‌ ବିକ୍ରି ହୋଇଛି। ଏହା ଗତବର୍ଷ ମେରେ ବିକ୍ରି ହୋଇଥିବା ୨୩,୧୦,୪୫୧ଟି ଗାଡ଼ି ତୁଳନାରେ ୯.୫୫ ପ୍ରତିଶତ ଅଧିକ।…

ହଠାତ୍‌ ସୃଷ୍ଟିହୋଇଥିବା ବର୍ଷା ଓ ପବନ ‌ଯୋଗୁଁ ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ହେଲିକପ୍ଟରର ଜରୁରୀ ଅବତରଣ

ଭୁବନେଶ୍ବରରେ ହଠାତ୍‌ ସୃଷ୍ଟିହୋଇଥିବା ବର୍ଷା ଓ ପବନ ‌ଯୋଗୁଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ମୟୂରଭଞ୍ଜରୁ ଭୁବନେଶ୍ବର ନେଇ ଆସୁଥିବା ହେଲିକପ୍ଟର ପୁରୀର ସମଙ୍ଗ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ନିକଟ ହେଲରିପ୍ୟାଡ୍‌ରେ ଜରୁରୀ ଅବତରଣ କରିଛନ୍ତି।ସୁରକ୍ଷିତ ଭାବେ ଅବତରଣ କରିଛନ୍ତି ଠାରୁ…

୪୯ ଦିନରେ ଚଳଚଞ୍ଚଳ ରଥଖଳା , ଆଜି ରଥ ଉପରକୁ ଉଠିଛି, ଛଅ କାଠ , ଭୋଇ ସେବକ ପକାଇଛନ୍ତି ଚତୁର୍ଥ ହରିବୋଲ୍

୪୯ ଦିନରେ ଚଳଚଞ୍ଚଳ ରଥଖଳା । ଆଜି ରଥ ଉପରକୁ ଉଠିଛି, ଛଅ କାଠ ।ଭୋଇ ସେବକ ପକାଇଛନ୍ତି ଚତୁର୍ଥ ହରିବୋଲ୍ ।୨୦୪ ସେବକଙ୍କ ଉପସ୍ଥିତିରେ ଚାଲିଛି ନିର୍ମାଣ କାର୍ଯ୍ୟ ।ତିନି ରଥରେ ରଥରେ ଛନ୍ଦ ଗୟଳ ମୋଡା କାର୍ଯ୍ୟ ଶେଷ ହୋଇ  ଯୋଖା ଫିଟିଙ୍ଗ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଛି  । ୩ ଟି ରଥରେ…