‘ଫାଦର୍ସ ଡେ’ କଣ ଦେବେ ଉପହାର, ଆସନ୍ତୁ ଜାଣିବା ChatGPT ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ନିଆରା ଏବଂ…
ପ୍ରତିବର୍ଷ 'ଫାଦର୍ସ ଡେ'ରେ ସମସ୍ତଙ୍କ ସାମ୍ନାରେ ଗୋଟିଏ ପ୍ରଶ୍ନ ଆସେ- ବାପାଙ୍କୁ କ'ଣ ଉପହାର ଦେବା? ଏବଂ ବାପାମାନଙ୍କର ସାଧାରଣ ଉତ୍ତର ଥାଏ, "ମୋର କିଛି ଦରକାର ନାହିଁ।"
କିନ୍ତୁ ଏହାର ପ୍ରକୃତ ଅର୍ଥ ହେଉଛି ସେମାନେ କୌଣସି ଦାମିକିଆ ଉପହାର ଚାହାଁନ୍ତି ନାହିଁ। ବରଂ ସେମାନେ ନିଜ…