Browsing Tag

#metro tv

ଶ୍ରୀଲଙ୍କାରେ ପରିବା ଦର ଆକାଶଛୁଆଁ

ମେଟ୍ରୋ ଟିଭି ଓଡିଶା,୧୨/୧: ଶ୍ରୀଲଙ୍କାରେ ହାହାକାର ପରିସ୍ଥିତି। ଖାଦ୍ୟପଦାର୍ଥ ଦାମ୍ ଆକାଶଛୁଆଁ ହେଲାଣି । ଆଳୁର କିଲୋ ପିଛା ଦାମ୍ ୨୦୦ ଟଙ୍କାରେ ପହଞ୍ଚିଥିବା ବେଳେ କଞ୍ଚା ଲଙ୍କା ୭୦୦ ଟଙ୍କାରୁ ଅଧିକ ଦାମ୍ରେ ବିକ୍ରି ହେଉଛି। କିଛି ଦିନ ପୂର୍ବେ ଶ୍ରୀଲଙ୍କାରେ ୧୦୦ ଗ୍ରାମ ଲଙ୍କାର ଦାମ୍

ଆଇସିୟୁରେ ସୁସ୍ଥ ଅଛନ୍ତି ଲତା ମଙ୍ଗେଶକର

ମେଟ୍ରୋ ଟିଭି ଓଡିଶା,୧୨/୧: ବଲିଉଡର ସ୍ୱର୍ କୋକିଳ ନାମରେ ପରିଚିତ ଲତା ମଙ୍ଗେଶକର ଆଇସିୟୁରେ ଅଛନ୍ତି । କରୋନା ଜୀବାଣୁ ସଂକ୍ରମିତ ହେବା ପରେ ତାଙ୍କୁ ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର କହିଛନ୍ତି ତାଙ୍କ ଝିଆରୀ ରଚନା । ବର୍ତ୍ତମାନ ତାଙ୍କ ଅବସ୍ଥା ବିଷୟରେ

ଆଜି ୧୩ ଜିଲ୍ଲାରେ କୁଆପଥର ସାଙ୍ଗକୁ ବର୍ଷା ସମ୍ବାବନା

ମେଟ୍ରୋ ଟିଭି ଓଡିଶା,୧୨/୧: ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଆରମ୍ଭ ହୋଇଛି। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ଗତକାଲି ବିଭିନ୍ନ ସ୍ଥାନରେ ଘଡଘଡି ସହ କୁଆପଥର

ଆଜି ପବିତ୍ର ଶାମ୍ବ ଦଶମୀ

ମେଟ୍ରୋ ଟିଭି ଓଡିଶା,୧୨/୧: ପୌଷମାସ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ ଏହି ଶାମ୍ବ ପର୍ବ । ଏହି ଶାମ୍ବ ଦଶମୀରେ ବିଶେଷ କରି ସୂର୍ଯ୍ୟଙ୍କୁ ପୂଜା କରାଯାଇଥାଏ । ରୀତି ନୀତି ପରମ୍ପରା ସହ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ସୂର୍ଯ୍ୟଙ୍କୁ ଅର୍ପଣ କରାଯାଏ । ସନ୍ତାନ ସନ୍ତତିଙ୍କ ମଙ୍ଗଳ

ବାଲୁକାକଳାରେ ମିହିର ଦାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ମେଟ୍ରୋ ଟିଭି ଓଡିଶା,୧୨/୧: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଓଡିଶାର ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ତାଙ୍କ ଦେହାନ୍ତରେ ଓଲିଉଡ ଜଗତର ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ଗତକାଲି

ପଞ୍ଚଭୂତରେ ବିଲୀନ ହେଲେ ମିହିର ଦାସ

ମେଟ୍ରୋ ଟିଭି ଓଡିଶା,୧୨/୧: ପଞ୍ଚଭୂତରେ ବିଲୀନ ହେଲା ମିହିର ଦାସଙ୍କ ପାର୍ଥିବ ଶରୀର। କଟକ ସତୀଚୌରା ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଛି। ବଡ ପୁଅ ଅମ୍ଲାନ ମୁଖାଗ୍ନି ଦେଲେ। ତାଙ୍କ ବାସଭବନରୁ ପାର୍ଥିବ ଶରୀର ବାହାରି କଟକ ରାମଗଡ଼ରେ

ବିଶ୍ୱର ୨ୟ ସର୍ବୋଚ୍ଚ ଟାୱାର

ମେଟ୍ରୋ ଟିଭି ଓଡିଶା,୧୦/୧: ବିଶ୍ୱର ସର୍ବୋଚ୍ଚ ଟାୱାର ହେଉଛି ବୁର୍ଜ ଖଲିଫା । ଯାହାର ଉଚ୍ଚତା ୮୨୯.୮ମିଟର ଅର୍ଥାତ ୨,୭୨୨ଫୁଟ କେବଳ ଏହି ଟାୱାରକୁ ଦେଖିବା ପାଇ ବର୍ଷକୁ ଲକ୍ଷ ଲକ୍ଷ ଲୋକ ଆସିଥାନ୍ତି । ଲୋକ ମାନେ ଅତ୍ୟଧିକ ଟଙ୍କା ଖର୍ଚ୍ଚ କରି ଏହି ଟାୱରକୁ ଦେଖିବା ପାଇଁ ଦୁବାଇ ଯାଇଥାନ୍ତି

ପାଣିର ମୂଲ୍ୟ ୪୫ଲକ୍ଷ ଟଙ୍କା

ମେଟ୍ରୋ ଟିଭି ଓଡିଶା,୧୦/୧: ମନୁଷ୍ୟ ବଞ୍ଚିବା ପାଇଁ ପାଣିର ଆବଶ୍ୟକତା ରହିଛି । ପାଣି ବିନା ଜୀବନ ଧରିବା ଅସମ୍ବବ ଅଟେ । କେଉଠି ପାଣି ଶସ୍ତାରେ ମିଳେ ତ ଆଉ କେଉଠି ପାଣି ମହଙ୍ଗା ମିଳେ । ସାଧରଣ ଠାରୁ ବଡ ଲୋକ ଯାଏ ସମସ୍ତେ ପାଣି ପିଅନ୍ତି କିନ୍ତୁ ଏପରି ପାଣି ରହିଛି ଯାହାକୁ ସାଧରଣ ଲୋକ

ଏନ୍‌ପିପି ଡେଇଁ ପଦ୍ମ ଧରିଲେ କ୍ରୀଡାମନ୍ତ୍ରୀ

ମେଟ୍ରୋ ଟିଭି ଓଡିଶା,୧୦/୧: ମଣିପୁରର କ୍ରୀଡ଼ା ତଥା ଯୁବ ବ୍ୟାପାର ମନ୍ତ୍ରୀ ଲେଟ୍ପାଓ ହାଓକିପ୍ ନ୍ୟାଶନାଲ ପିପୁଲ୍ସ୍ ପାର୍ଟିର ବାଡ଼ ଡେଇଁଛନ୍ତି। ରାଜଧାନୀ ଦିଲ୍ଲୀରେ ସେ ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତରପୂର୍ବାଞ୍ଚଳ ଏବଂ ମଣିପୁରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ

ବ୍ରାଜିଲ ବୋଟ ଟ୍ରାଜେଡରେ ୧୦କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା

ମେଟ୍ରୋ ଟିଭି ଓଡିଶା,୧୦/୧: ବ୍ରାଜିଲ ବୋଟ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୦ରେ ପହଞ୍ଚିଲା । ଗତକାଲି ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ନିଖୋଜ ୩ ଜଣଙ୍କ ମୃତ୍ୟୁ ହୋଇଛି । ଜଳପ୍ରପାତ ତଳେ ବୋଟିଂ ବେଳେ ଅଘଟଣ ଘଟିଥିଲା । ପାହାଡ଼ର ଏକ ଅଂଶ ଧସିବାରୁ ମୃତ୍ୟୁ ହୋଇଛି । ଦକ୍ଷିଣପୂର୍ବ