Browsing Tag

#metro tv

ସୋସିଆଲ ମିଡିଆକୁ ଫେରିଲେ ରୋମାଣ୍ଟିକ କିଙ୍ଗ

ମେଟ୍ରୋ ଟିଭି ଓଡିଶା,୨୦/୧ : ବଲିଉଡର ବାଦଶାହା କିଙ୍ଗ ଖାନ ପୁଣି ସୋସିଆଲ ମିଡିଆକୁ ଫେରିଛନ୍ତି । ଗତ କିଛି ଦିନ ହେବ ସେ ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ । ତାଙ୍କର ବ୍ୟକ୍ତିଗତ ଜୀବନରେ କିଛି ସମସ୍ୟା ଯୋଗୁ ତାଙ୍କ ସମୟ ବହୁତ ଚ୍ୟାଲେଞ୍ଜିଙ୍ଗ ଥିଲା । ବହୁ ପରିସ୍ଥିତର ସାମ୍ନା କରି କିଙ୍ଗ

ନାହାନ୍ତି ପ୍ରେଞ୍ଚ ସେଲିବ୍ରେଟ୍ ଗ୍ୟାସପର୍ଡ ଉଲିଏଲ

ମେଟ୍ରୋ ଟିଭି ଓଡିଶା,୨୦/୧ : ପ୍ରେଞ୍ଚ ସିନେ ଜଗତର ଅଭିନେତା ଗ୍ୟାସପର୍ଡ ଉଲିଏଲ ଆଉ ନାହାନ୍ତି । ତାଙ୍କ ପ୍ରଶଂସକ ମାନେ ଏହି ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବରଫ ସ୍କେଟ୍ ଦୁର୍ଘଟଣା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ବଡ ବଡ ଅଭିନେତା ଏହି ଖବର ଶୁଣି ଶ୍ରଦ୍ଧାଞ୍ଜଳି

ଗ୍ୟାସ ହେଲା ଶସ୍ତା

ମେଟ୍ରୋ ଟିଭି ଓଡିଶା,୨୦/୧ : କରୋନା ମହାମାରୀ ପରେ ଅର୍ଥନୀତିର ଅବସ୍ଥା ଅସନ୍ତୁଳିତ ହୋଇଯାଇିଛି । ଏହି ସବୁ ମଧ୍ୟରେ ସବୁ ଜିନିଷର ଦରଦାମ ବଢିବାରେ ଲାଗିଛି । ପରିବା ରୋଷେଇ ଗ୍ୟାସ ସିଲିଣ୍ଡର ଆଦିର ଦର ଆକାଶ ଛୁଆଁ ହୋଇଛି । ମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଏଥିରେ ବିଶେଷ ଭାବେ ପ୍ରଭାବିତ

ଭାରତୀୟଙ୍କୁ ଚୀନର ଅପହରଣ:ଉଦବେଗ୍ ପ୍ରକାଶ କଲା ବୈଦେଶିକ ବିଭାଗ

ମେଟ୍ରୋ ଟିଭି ଓଡିଶା,୨୦/୧ : ଭାରତ-ଚୀନ ମଧ୍ୟରେ ସୀମା ବିବାଦ ନେଇ ଉତ୍ତେଜନା ଲାଗିରହିଛି । ଗତବର୍ଷଠାରୁ ଗଲୱାନ ଘାଟିର ସଂଘର୍ଷ ଉଭୟ ଦେଶ ପାଇଁ ଶତୃତା ପରିବେଶ ସୃଷ୍ଟି କରିଛି । ସୀମାନ୍ତରେ ଥିବା ଗ୍ରାମବାସୀ ମାନେ ନିଜ ଜମି ବା ଜାଣି ନପାରି ସୀମା ଅତିକ୍ରମ କଲେ ଡ୍ରାଗନ ସୈନ୍ୟ

ମଝି ଆକାଶରେ ମୁହାଁମୁହିଁ ହୋଇଥାନ୍ତେ ଦୁଇଟି ବିମାନ

ମେଟ୍ରୋ ଟିଭି ଓଡିଶା,୨୦/୧ : ବେଙ୍ଗାଲୁର ବିମାନ ବନ୍ଦରରୁ ଉଡାନ ଭରିଥିବା ୨ଟି ଇଣ୍ଡିଗୋ ବିମାନ ମଝି ଆକାଶରେ ମୁହାଁ ମୁହିଁ ହୋଇଥାନ୍ତେ । ରାଡାର ନିୟନ୍ତ୍ରକ ଆସୁଥିବା ବିପଦକୁ ଦେଖି ସଂଶୋଧନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରେ ବିମାନ ଚଳାଚଳ ହୋଇଥିଲା । ଆଶ୍ଚର୍ଯ୍ୟର କଥା ଦୁଇଟି

ଇସ୍ରାଏଲ କଲା ବାୟୁମଣ୍ଡଳ ବାହାରେ ମିସାଇଲ୍ ଟେଷ୍ଟ

ମେଟ୍ରୋ ଟିଭି ଓଡିଶା,୨୦/୧ : ଶତ୍ରୁ ଦେଶକୁ କଡା ଜବାବ ଦେବାରେ ପ୍ରସ୍ତୁତ ହୋଇଛି ଇସ୍ରାଏଲ । ଅନ୍ୟ ଦେଶ ଯୁଦ୍ଧ କରିବା ପୂର୍ବରେ ହଜାର ବାର ଚିନ୍ତା କରିବେ । ଏହି ପରି ଏକ ଅଭୁଦ ମିସାଇଲ୍ ଟେଷ୍ଟ କରିଛି ଇସ୍ରାଇଲ । ଯାହା ସଫଳତାର ସହ ପରୀକ୍ଷଣ ମଧ୍ୟ ହୋଇଛି । ପୃଥିବୀ ବାୟୁମଣ୍ଡଳ ବାହାରେ

ଆଜିଠୁ ଆରମ୍ଭ ହେଲା ଓଡିଶା ସିଭିଲ ସିର୍ଭିସ ୨୦୨୦ପରୀକ୍ଷା

ମେଟ୍ରୋ ଟିଭି ଓଡିଶା,୨୦/୧ : ଆଜିଠୁ ଆରମ୍ଭ ହୋଇଛି ସିଭିଲ ସିର୍ଭିସ ୨୦୨୦ ପରୀକ୍ଷା । ରାଜ୍ୟରେ ପ୍ରାୟ ୪ହଜାର ୭୫୪ ପ୍ରାର୍ଥୀ ପରୀକ୍ଷା ଦେଉଛନ୍ତି । କୋଭିଡ କଟକଣା ମଧ୍ୟରେ ଚାଲିଛି ପରୀକ୍ଷା। ୨ଟି ସିଟିଂରେ ପ୍ରଥମ ଦିନରେ ଓଡ଼ିଆ ଓ ଇଂରାଜୀ ବିଷୟରେ ପରୀକ୍ଷା ଦେଉଛନ୍ତି । ପ୍ରଥମ ସିଟିଂ

ଦିନିକିଆର ପ୍ରଥମ ମ୍ୟାଚରେ ହାରିଲା ଭାରତ

ମେଟ୍ରୋ ଟିଭି ଓଡିଶା,୨୦/୧ : ଦିନିକିଆର ପ୍ରଥମ ଦିନରେ ହାରିଲା ଭାରତ । ଘରୋଇ ଦଳ ଦକ୍ଷିଣ ଆଫ୍ରିକା ୩୧ରନରେ ଭାରତକୁ ପରାସ୍ତ କରିଛି । ୧-୦ରେ ଅଗ୍ରଣୀ ରହିଛି ଦକ୍ଷିଣ ଆଫ୍ରିକା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୪ ୱିକେଟ୍ ହରାଇ ୨୯୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା ।

ରହସ୍ୟମୟ ବ୍ରିଜ, ଯେଉଁଠି ଆତ୍ମହତ୍ୟା କରନ୍ତି କୁକୁର

ମେଟ୍ରୋ ଟିଭି ଓଡିଶା,୧୯/୧: ଦୁନିଆ ଅଭୁଦ ଓ ରହସ୍ୟରେ ପରିପୂର୍ଣ୍ଣ । ଆମ ଏଇ ଦୁନିଆରେ ଏଭଳି କିଛି ବିଚିତ୍ର ଦେଖିବାକୁ ମିଳେ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ଏହି ବିଚିତ୍ର ଦୁନିଆର ଅଭୁଦ ରହସ୍ୟ ବିଷୟରେ ଜ।ଣିଲେ ଆଚମ୍ବିତ ହୋଇଯିବୋ କେବଳ ମଣିଷ ଯିଏ କି ବିଭିନ୍ନ କାରଣ ଯୋଗୁ

କଂଗ୍ରେସର ଲଡକୀ ଯୋଗ ଦେବେ ବିଜେପିରେ

ମେଟ୍ରୋ ଟିଭି ଓଡିଶା,୧୯/୧: ଉତ୍ତର ପ୍ରଦେଶରେ ପ୍ରତି ଦିନ ରାଜନୀତିରେ ନୂଆ ମୋଡ ଆସୁଛି । ନିର୍ବାଚନ ଯେତିକି ନିକଟତର ହେଉଛି ଦଳ ବଦଳର ଦୃଶ୍ୟ ସେତିକି ଦୃଷ୍ଟିକୁ ଆସୁଛି । ଗତ କିଛି ଦିନ ଧରି ବିଜେପିର ମନ୍ତ୍ରୀ ବିଧାୟକ ସମାଜବାଦୀ ପାଟିରେ ଯୋଗ ଦେଇଛନ୍ତି । ସମାଜବାଦୀ ପାଟିର ମୁଖ୍ୟ