Browsing Tag

#metro tv

ଓଡିଆ ଅର୍ନିଥୋଲୋଜିଷ୍ଟ ଏବଂ ସାନଖେମୁଣ୍ଡି ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କର ୮୬ ବର୍ଷ ବୟସରେ ଦେହାନ୍ତ

ମେଟ୍ରୋ ଟିଭି ଓଡିଶା,୩/୨ : ବିଶିଷ୍ଟ ଅର୍ନିଥୋଲୋଜିଷ୍ଟ, ସାନଖେମୁଣ୍ଡି ପୂର୍ବତନ ବିଧାୟକ ଉଦୟ ନାରାୟଣ ଦେବଙ୍କର ବୁଧବାର ହୃଦଘାତ ପରେ ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା । ଦେବ ବୁଧବାର ରାତିରେ ହୃଦଘାତରେ ପୀଡିତ ଥିବା ଅଭିଯୋଗ କରି ତାଙ୍କୁ SUM ଡାକ୍ତରଖାନାରେ ଭର୍ତ୍ତି

ଆତ୍ମନିର୍ଭର ଭାରତ ଓ ନାଗରିକ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ମେଟ୍ରୋ ଟିଭି ଓଡିଶା,୩/୨ : ଆଜି କାକଟପୁର ବୀଣାପାଣି ମଣ୍ଡପ ପରିସରରେ ନେହେରୁ ଯୁବ କେନ୍ଦ୍ର ପୁରୀ ଓ ଆନୁକୂଲ୍ୟରେ ଏକ ଆତ୍ମନିର୍ଭର ଭାରତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି lଏଥିରେ ପ୍ରାୟ ୮୦ରୁ ଉର୍ଦ୍ଧ ଯୁବକ ଯୋଗ ଦେଇଥିବା ବେଳେ କୋଭିଡ ନିୟମ ପାଳନ କରି କାର୍ଯ୍ୟକ୍ରମ

ଧନରେ , ତୁ ବି ହାତ ଯୋଡି ତୋ ପାଇଁ ଭିକ ମାଗ

ମେଟ୍ରୋ ଟିଭି ଓଡିଶା,୩/୨ : ମାଅ ଆଗରେ ପୁଅର ମୃତ୍ୟୁ ପାଖେଇ ଆସୁଛି । ମୃତ୍ୟୁ ଯେମିତି କହୁଛି , ମୁଁ ପାଖେଇ ଆସିଲିଣି । କେଉଁ ମାଆ ବା ସହିବ ଏତେ ନିକଟରେ ପୁଅର ମୃତ୍ୟୁକୁ ଦେଖି । ଏବେ ମୃତ୍ୟୁ ମାଆ-ପୁଅ ମଝିରେ ପାଚେରୀ ହୋଇ ଠିଆ ହୋଇଛି । ହେଲେ ମୃତ୍ୟୁକୁ ହରାଇବା ପାଇଁ ମାଆ ବି ମମତାର

ବଢୁଛି ୟୁକ୍ରେନ-ଋଷ ବିବାଦ ତ୍ରିବ୍ର ହେବାରେ ଲାଗିଛି ୟୁକ୍ରେନ ରୁଷ ବିବାଦ ,ବିଦେଶ ମାଟିରେ ଆମେରିକା ସୈନିକ ବୃଦ୍ଧି…

ମେଟ୍ରୋ ଟିଭି ଓଡିଶା,୩/୨ : ପୁଣି ଥରେ ବିଦେଶ ମାଟିରେ ଆମେରିକା ସୈନିକ ଉପସ୍ଥିତି ବୃଦ୍ଧି ପାଇବାକୁ ଯାଉଛି । କିଛି ମାସ ପୂର୍ବେ ଲଜ୍ଜାଜନକ ଭାବେ ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ପ୍ରତ୍ୟାହାର କରି ଅପବାଦ ମୁଣ୍ଡାଇଥିବା ଆମେରିକା ପୁଣି ଥରେ ପୂର୍ବ ୟୁରୋପରେ ସୈନ୍ୟ ସଂଖ୍ୟା ବୃଦ୍ଧି

ବିଲେଇ ଛୁଆର ଅନାବିଳ ବାତ୍ସଲ୍ୟ ପ୍ରେମରେ ହାରିଛି କୁକୁର

ମେଟ୍ରୋ ଟିଭି ଓଡିଶା,୩/୨ : ପୃଥିବୀରେ ଈଶ୍ୱରଙ୍କ ସୃଷ୍ଟି ଅତି ବିଚିତ୍ର । ମଣିଷ ହେଉ ଅବା ପଶୁ । ମାଆ ଟିଏ ନିଜ ଛୁଆକୁ ଜନ୍ମଗ୍ରହଣ କରିବା ପରେ ସ୍ତନ୍ୟପାନ କରାଇଥାନ୍ତି । ମାଆର ମମତା ଆଗରେ ହାର ମାନିଥାଏ ସମସ୍ତଙ୍କ ମମତା । ମାଆ ଆଗରେ ସବୁ ପିଲା ସମାନ । ଆଜିର ଦୁନିଆଁରେ ପଶୁ ପକ୍ଷୀକୁ

ଧରାପଡିଲା ଚୀନର ଚାଲାଖି , ଗଲୱାନ ସଂର୍ଘଷରେ ପ୍ରାଣ ହରାଇଛନ୍ତି ୩୮ କିନ୍ତୁ ଦର୍ଶାଇଛି ମାତ୍ର ୪

ମେଟ୍ରୋ ଟିଭି ଓଡିଶା,୩/୨ : ୨୦୨୦ ଜୁନ୍ ରେ, ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ୩୮ ଜଣ ଚୀନ୍ ସୈନିକ ନିହତ ହୋଇଥିଲେ । ଅଷ୍ଟ୍ରେଲୀୟ ଖବରକାଗଜ ‘ଦ କ୍ଲାକ୍ସନ୍’ରେ ପ୍ରକାଶିତ ଅନୁସନ୍ଧାନ ରିପୋର୍ଟରୁ ଏହା ଜଣା ପଡିଛି । ଏହି ସଂଖ୍ୟା

ହୋଲି ବଜାରକୁ ରଙ୍ଗୀନ କରିବ ପ୍ରଭାସଙ୍କ ରାଧେ ଶ୍ୟାମ

ମେଟ୍ରୋ ଟିଭି ଓଡିଶା,୨/୨ : ହୋଲି ବଜାରକୁ ରଙ୍ଗୀନ କରିବାକୁ ସିନେମା ହଲରେ ରିଲିଜ ହେବ ପ୍ରଭାସଙ୍କ ଅଫକମିଂ ଫିଲ୍ମ ରାଧେ ଶ୍ୟାମ । ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ଅଭିନେତ୍ରୀ ପୂଜା ହେଗଡେଙ୍କ ଅପକମିଂ ଫିଲ୍ମ ‘ରାଧେ ଶ୍ୟାମ୍’କୁ ନେଇ ଦର୍ଶକ ବେଶ୍ ଉତ୍ସାହିତ ଅଛନ୍ତି ଓ ଏହାର ଟ୍ରେଲରକୁ ବି

ପାଳିତ କୁକୁଡାର ମୃତ୍ୟୁରେ ଶବ ସତ୍କାର : ଭାଇରାଲ ହେଲା ଭିଡିଓ

ମେଟ୍ରୋ ଟିଭି ଓଡିଶା,୨/୨ : ମୃତ୍ୟୁ ପରେ ଶୋକ ପାଳନ କରାଯାଇଥାଏ । ଭଲ ପାଉଥିବା ଜିନିଷକୁ ହରାଇ ଶୋକ ଗ୍ରସ୍ଥ ହୁଏ ମଣିଷ। କିନ୍ତୁ କେବେ କେମିତି ଆମେ ଶୁଣିଛନ୍ତି ଯେ ପାଳିତ ପଶୁ, ପକ୍ଷୀ ଓ ଜନ୍ତୁଙ୍କୁ ହରାଇ ମଣିଷ ବି ଭାଙ୍ଗିପଡ଼େ। ମଣିଷ ଭଗଵାନଙ୍କ ଶ୍ରେଷ୍ଠ ସୃଷ୍ଟି ହୋଇଥିବା ବେଳେ

ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆସନ୍ତା ୨ମାସ ଭିତରେ ଖୋଲିବ ସ୍କୁଲ

ମେଟ୍ରୋ ଟିଭି ଓଡିଶା,୨/୨ : କରୋନାର ତୃତୀୟ ଲହରର ଭୟବହତାକୁ ନଜର ରଖି ସ୍କୁଲ କଲେଜ ବନ୍ଦ ରଖିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏହି କଟକଣାକୁ କୋହଳ କରିଛି କୋର୍ଟ । ଆସନ୍ତା ୨ ମାସ ଭିତରେ ସ୍କୁଲ

କୋହଳ ହୋଇପାରେ ନିର୍ବାଚନ ପ୍ରଚାର

ମେଟ୍ରୋ ଟିଭି ଓଡିଶା,୨/୨ : ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ତଳମୁହାଁ ହେଉଥିବାରୁ ନିର୍ବାଚନୀ ପାଇଁ ପ୍ରଚାର କଟକଣା କୋହଳ ହୋଇପାରେ । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିପାରନ୍ତି ରାଜ୍ୟ ନିର୍ବାଚନ କମିଶନ । କରୋନା ସଂକ୍ରମଣ କମୁଥିବାରୁ ବିଧାନସଭା