ଆସନ୍ତାକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ରହିଥିବା ଅବପାତ ଆଜି ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଛତିଶଗଡ଼ ଆଡ଼କୁ ଗତି କରିଛି। ଏହା ଧୀରେ ଧୀରେ ଦୁର୍ବଳ ହେବା ସହ ଶନିବାର ସୁଦ୍ଧା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ଏଥିସହ ଏକ ଟ୍ରଫ୍ ଏହି ଅବପାତର କେନ୍ଦ୍ର ଦେଇ ମଧ୍ୟପ୍ରଦେଶ ଯାଏଁ ଗତି…