Browsing Tag

#india

ଆଜି ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି

ଶୁକ୍ରବାର ରାଖୀ ପୂର୍ଣ୍ଣିମା ଅବସରରେ ମିଳିବ ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି । ଏଥର ନୟାଗଡ଼ରେ ରାଜ୍ୟସ୍ତରୀୟ ଉତ୍ସବରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସହାୟତା ରାଶି ପ୍ରଦାନ କରାଯିବ। ଏଥିପାଇଁ ନୟାଗଡ଼ ବ୍ଳକ୍ ଲାଠିପଡ଼ା ଗ୍ରାମ ଖେଳପଡ଼ିଆଠାରେ ରାଜ୍ୟସ୍ତରୀୟ…

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ,ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର…

ଆଜି ପବିତ୍ର ଗହ୍ମାପୂର୍ଣ୍ଣମୀ ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ । ଏଥିପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି । ମଧ୍ୟାହ୍ନଧୂପ ପରେ ଭଉଣୀ ସୁଭଦ୍ରା ଦୁଇଭାଇ ପ୍ରଭୁ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାଖି ପିନ୍ଧାଇବେ । ଭାଇ ଭଉଣୀର ପବିତ୍ର ସମ୍ପର୍କର ନିଦର୍ଶନ ସ୍ଵରୁପ…

ଏହି ରାଶିଙ୍କୁ ମିଳିବ ପରିଶ୍ରମର ଫଳ

ମେଷ : ଆଜି ମେଷ ରାଶି ପାଇଁ ଦିନଟି ସାଧାରଣ ରହିବ । କାର୍ଯ୍ୟଭାର ବଢ଼ିଲେ ମଧ୍ୟ ପରିଶ୍ରମର ଫଳ ମିଳିବ । ବ୍ୟବସାୟ ବିସ୍ତାର ନେଇ ଯୋଜନା କରିପାରନ୍ତି । ନୂଆ ପ୍ରକଳ୍ପ ଆରମ୍ଭରେ ସତର୍କ ରୁହନ୍ତୁ । ପରିବାରରେ ମତଭେଦ ହୋଇପାରେ । ଯୁକ୍ତିତର୍କ ଏଡ଼ାନ୍ତୁ । ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ରୁହନ୍ତୁ…

ଆସନ୍ତା ସେପ୍ଟେମ୍ବର ୯ ତାରିଖରେ iPhone 18 Pro ଲଞ୍ଚ ହେବ

Apple ଶେଷରେ ନିଜର ବଡ଼ ଲଞ୍ଚ ଇଭେଣ୍ଟର ତାରିଖ ଘୋଷଣା କରିଛି । କମ୍ପାନୀ ଆସନ୍ତା ସେପ୍ଟେମ୍ବର ୯ ତାରିଖରେ Apple Event ଆୟୋଜନ କରିବ । ଗତ କିଛି ସପ୍ତାହ ଧରି ଇଭେଣ୍ଟର ତାରିଖ ଏବଂ ଏଥିରେ ଲଞ୍ଚ ହେବାକୁ ଥିବା ଡିଭାଇସ୍‌କୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଥିଲା। ଏବେ Appleର ଘୋଷଣା ପରେ…

CJP କୁ ୪୩ ପ୍ରତିଶତ ଭୋଟରଙ୍କ ’ନା’

ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର ୫ ତାରିଖରେ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିରୋଧ ମାର୍ଚ୍ଚର ଆହୱାନ କରାଯାଇଛି। ଏହି ସମୟରେ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ଲୋକଙ୍କୁ…

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ, ଛାତ୍ରୀ ଓ ବିଜେଡି ନେତ୍ରୀ

ରକ୍ଷା ବନ୍ଧନ ଅବସରରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଖୀ ବାନ୍ଧିଲେ ବ୍ରହ୍ମାକୁମାରୀ ଭଉଣୀ, ଛାତ୍ରୀ ଓ ବିଜେଡି ନେତ୍ରୀ । ନବୀନ ନିବାସରେ ଦେଖିବାକୁ ମିଳିଥିଲା ଭିଡ଼। ନବୀନ ପଟ୍ଟନାୟକଙ୍କୁ ବ୍ରହ୍ମାକୁମାରୀ ଭଉଣୀ, ସ୍କୁଲ ଛାତ୍ରୀ, ଗାଇଡ୍, କୁନି ପିଲା…

ହିନ୍ଦୁ କୁଶରେ ଗ୍ଲେସିୟର ତରଳିବା ନେଇ ଚର୍ଚ୍ଚା,ଖୁଲାସା କଲା ICIMOD

ନେପାଳରେ ଭୟଙ୍କର ବନ୍ୟା ପରେ ଆଉ ଏକ ସମସ୍ୟା ଉପୁଜିଛି । ନେପାଳରେ ଆସିଥିବା ବନ୍ୟା ଗ୍ଲେସିୟରର ବଡ଼ ଖଣ୍ଡ ଭାଙ୍ଗିଥିବାରୁ ହୋଇଛି । ଏହି ବନ୍ୟା ସବୁକିଛି ଛାରଖାର କରିଦେଇଛି । ଏହାରି ଭିତରେ ହିନ୍ଦୁ କୁଶରେ ଗ୍ଲେସିୟର ତରଳିବା ନେଇ ଚର୍ଚ୍ଚା ଚାଲିଛି । ଏହାର ଦୁଇଗୁଣା ଭାବେ ତରଳିବାରେ ଲାଗିଛି…

ମଧୁମେହ ରୋଗ:ମହିଳା ଓ ପୁରୁଷ ଠାରେ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଜଟିଳତା ଦେଖାଦେଇଥାଏ

ମଧୁମେହ ରୋଗ ମହିଳା ଓ ପୁରୁଷଙ୍କୁ ସମାନ ଭାବେ ପ୍ରଭାବିତ କରେ ନାହିଁ। ନୂଆ ଅଧ୍ୟୟନରେ ଏହି ରୋଗ ଚିହ୍ନଟ ହେବା ପରେ ଉଭୟଙ୍କଠାରେ ଭିନ୍ନ ଭିନ୍ନ ସ୍ୱାସ୍ଥ୍ୟ ଜଟିଳତା ଦେଖାଦେଉଥିବା ଜଣାପଡ଼ିଛି। ବିଶେଷକରି ମହିଳାଙ୍କଠାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ଆଶଙ୍କା ଅଧିକ ଥିବାବେଳେ ପୁରୁଷଙ୍କଠାରେ…

ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି, ଶେଷରେ IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ସମସ୍ତ କଳ୍ପନା ଜଳ୍ପନା ଅନ୍ତ ଘଟିଛି। ଶେଷରେ IPS ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୨୦୧୩ ବ୍ୟାଚର ଆଇପିଏସ୍ ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କରିବା ସହ ରାଜ୍ୟ ସରକାର ଇସ୍ତଫାପତ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଛନ୍ତି। ସୂଚନାଥାଉକି, ଗତ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ସେ…

ଗୋଳାବନ୍ଧ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି ,୧୩୭୧ ପରିବାରକୁ ୭୫ କୋଟି ୬୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର…

ଗୋଳାବନ୍ଧ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି। ୧୩୭୧ ପରିବାରକୁ ୭୫ କୋଟି ୬୦ଲକ୍ଷ ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ କେଜ୍ ଘୋଷଣା। ଗଞ୍ଜାମ ଜିଲ୍ଲା ଗୋପାଳପୁର ଗସ୍ତରେ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ କେଜର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହା ସହ…