Browsing Tag

#india

ଭୁବନେଶ୍ବରରେ ତାଣ୍ଡବ ରଚିଛି କାଳବୈଶାଖୀ

ରାଜ୍ୟର ବିଭିନ୍ନ ସ୍ଥାନରେ ଗତକାଲି ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଜି ସନ୍ଧ୍ୟାରେ ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ ରଚିଛି। ଅଚାନକ ପାଗ ପରିବର୍ତ୍ତନ ସହିତ ଝଡ଼ ତୋଫାନ ଓ ବର୍ଷା ହୋଇଥିଲା। ପାତ୍ରପଡ଼ା ଆଇଗିଣିଆ ଦୁର୍ଗାମଣ୍ଡପ ପାଖରେ ଏକ ବଡ଼ ହୋର୍ଡିଂ ଭୁଶୁଡ଼ି ପଡ଼ିବାରୁ…

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ ରହିବେ ଦୁଇଟି ଟିମ୍,ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି…

ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ପାଇଁ ରହିବେ ଦୁଇଟି ଟିମ୍ । ଏହି ଦୁଇଟି ଟିମ୍ ହେଲେ ତଦାରଖ ଦଳ ଓ କାର୍ଯ୍ୟାଵାହୀ ଦଳ ।  ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଗଣତି ମଣତି ବୈଠକ । ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦିତ ଏସଓପି ଆସିଛି । ୧୪ ପୃଷ୍ଠା ବିଶିଷ୍ଟ ରହିଛି ଏସଓପି । ଶ୍ରୀମନ୍ଦିର…

ସୁପର ମାର୍କେଟର ତୃତୀୟ ମହଲାରେ ଲାଗିଛି ନିଆଁ,ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ

ପାଣି ଦ୍ଵାରା ନୁହେଁ, ଫୋମ ଦ୍ଵାରା ନିଆଁକୁ ଆୟତ କରାଯିବ । ନିଆଁକୁ ଆୟତ କରିବା ବର୍ତ୍ତମାନ ସମ୍ଭବ ହେଉନାହିଁ । ତେଣୁ ଫୋମର ସହାୟତା ନିଆଯିବ । ଅଗ୍ନିଶମ ଗାଡ଼ି ସମ୍ପୂର୍ଣ ଭାବରେ ମହଜୁଦ ଅଛି । ପାଣି ଦ୍ଵାରା ନିଆଁ ଲିଭିଭା ସମ୍ଭବ ହେଉ ନାହିଁ । ଘରର ଚତୁର୍ଥ ମହଲାକୁ ପ୍ରବେଶ କରିବା ସମ୍ଭବ…

ଇରାନର ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ , ପାଇଲଟ ସମେତ ୪ ମୃତ

ଇରାନ ଏବଂ ଆମେରିକା ମଧ୍ୟରେ କେତେବେଳେ ବି ଲାଗିପାରେ ଯୁଦ୍ଧ । ଆମେରିକା ଚାରି ଆଡୁ ଘେରି ସାରିଲାଣି । ସାଧାରଣ ଜନତାଙ୍କ ଫୋନକୁ ମେସେଜ୍ ବି ଗଲାଣି । ଏହାରି ଭିତରେ ଏକ ବଡ ଘଟଣା ସାମ୍ନାକୁ ଆସିଛି । ଇରାନର ଏକ ସାମରିକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ ଜଣ ପ୍ରାଣ…

ଚାଷୀଙ୍କ ସମସ୍ୟା ସମାଧାନ ନକଲେ ବିଜେଡି ଏ ସରକାରର କୁମ୍ଭ କର୍ଣ୍ଣ ନିଦ ହଜେଇଦେବ – ବିରୋଧୀ ଦଳ ନେତା ନବୀନ…

ଚାଷୀଙ୍କ ପାଇଁ ଆଜି ରାଜରାସ୍ତାକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ୱରର ଲୋୟର ପିଏମଜିରେ ବଡ ଚାଷୀ ସମାବେଶ କରି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ନବୀନ କହିଛନ୍ତି ଏ ସରକାର ସ୍ଲୋଗାନ ଦେଉଛି ଜୟ କିଷାନ କିନ୍ତୁ କାମରେ ଭାଗୋ କିଷାନ । ସରକାର…

କେରଳ ହେଲା “କେରଳମ୍‌”

ଆଜି କେନ୍ଦ୍ର କ୍ୟାବିନେଟ କେରଳର ନାମ ପରିବର୍ତ୍ତନ କରି “କେରଳମ୍‌” କରିବାକୁ ଅନୁମୋଦନ କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଭାଷା ଭିତ୍ତିରେ ରାଜ୍ୟ ସୃଷ୍ଟି ହେବା ପରଠାରୁ କେରଳର ନାମକରଣ “କେରଳମ୍‌” କରାଯିବାକୁ ଦାବି ହୋଇଆସୁଛି। କେନ୍ଦ୍ର କ୍ୟାବିନେଟ ଏହି ଦାବିକୁ…

ଦେଶରେ ମୋଟ ଷ୍ଟୋନ ସମସ୍ୟା ମାମଲା ମଧ୍ୟରୁ ସତୁରି ପ୍ରତିଶତ ଉତ୍ତର ଏବଂ ପଶ୍ଚିମ ଭାରତରରେ ସାମ୍ନାକୁ ଆସିଛି

ଦେଶରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଷ୍ଟୋନକୁ ଗମ୍ଭୀରତାର ସହ ନିଅନ୍ତି ନାହିଁ । କିନ୍ତୁ ଏହି ଛୋଟ ସମସ୍ୟା ହୃଦରୋଗ, କ୍ରନିକ ବୃକକ୍ ରୋଗ ଏବଂ କିଡନୀ ଫେଲ୍ୟୁଅର ମଧ୍ୟ ହୋଇପାରେ । ଏହି ସମସ୍ୟାର ଯନ୍ତ୍ରଣା ଅସହ୍ୟ । ଆଜିକାଲି ୨୦ ରୁ ୪୦ ବର୍ଷ ବୟସର ଯୁବକମାନଙ୍କ ମଧ୍ୟରେ ଷ୍ଟୋନର ଅନେକ ମାମଲା…

ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ଜିଲାରେ ବର୍ଷା ସହିତ ଘଡ଼ଘଡ଼ି, ବିଜୁଳି ହେବା ନେଇ ୟେଲୋ ଓ୍ବାର୍ନିଂ ଜାରି

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି। ଏଥିସହ ଗାଙ୍ଗେୟ ପଶ୍ଚିମବଙ୍ଗରୁ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶକୁ ଏକ ଟ୍ରଫ୍‌ ଲାଇନ୍‌ ସମୁଦ୍ର ପତ୍ତନଠାରୁ ୦.୯ କିମି ଉଚ୍ଚତାରେ ଓଡ଼ିଶା ଦେଇ ଗତି କରୁଛି। ଏହା ପ୍ରଭାବରେ ସୋମବାର ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ…

ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ,ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା…

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଶେଷ ହୋଇଛି। ଏଥିରେ କେହି ପରୀକ୍ଷାର୍ଥୀ କପି ଅଭିଯୋଗରେ ବୁକ୍ ବା ଏମ୍ପି ହୋଇନଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ, ସଂସ୍କୃତ ବିଷୟ ପରୀକ୍ଷା ଶେଷ ହେବା ପରେ ଏହି ତିନୋଟି ବିଷୟର ଉତ୍ତର ଖାତା ମଙ୍ଗଳବାରଠୁ…

ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ 12 ଘଣ୍ଟିଆ ନୟାଗଡ ବନ୍ଦ ଡାକରା

ନୟାଗଡ ସଦର ମହକୁମାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ନୟାଗଡ ବନ୍ଦ ଡାକରା ଦିଆଯାଇଛି । ଜୟ ନୟାଗଡ ଫାଉଣ୍ଡେସନ ତରଫରୁ ଦିଆଯାଇଥିବା ଡାକରାରେ କେବଳ ଦୋକାନବଜାର ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦୃଷ୍ଟିରୁ ଗାଡି ଚଳାଚଳ ଚାଲୁ ରହିବ ।ନୟାଗଡ…