Browsing Tag

#india

କେକେଆର୍‌କୁ ୪୯ ରନ୍‌ରେ ପରାସ୍ତ କଲା ସି‌ଏସ୍‌କେ

କୋଲ୍‌କାତା: କୋଲ୍‌କାତା ନାଇଟ୍‌ ରାଇଡର୍ସ କୁ ୪୯ ରନ୍‌ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ  ପଞ୍ଚମ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି। ସିଏସ୍‌କେ ୨୩୫ ରନ୍‌ କରିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ସିଏସ୍‌କେ ପାଳିରେ ଅଜିଙ୍କ୍ୟ ରାହାଣେ ୭୧, ଡେଭନ କନ୍‌ୱେ…

ଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତ

ଭୁବନେଶ୍ୱର : ଓଡ଼ିଶାର ଭୂମିରେ କଳା, ସାହିତ୍ୟ, ସଂସ୍କୃତି ଓ ବାଣିଜ୍ୟରେ ଦକ୍ଷତାର ପରାକାଷ୍ଠା ରହିଛି ।  ଭୁବନେଶ୍ୱର ସ୍ଥିତ ଆଇଏମଏମଟି ପରିସରରେ ଜି-୨୦ ଶିକ୍ଷା ଓ୍ୱାର୍କିଂ ଗ୍ରୁପ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ”ର ଉଦଘାଟନ କରିବା ଅବସରରେ…

ମନୀଷ ସିସୋଦିଆଙ୍କ ଅଡ଼ୁଆ ବଢ଼ୁଛି!

ନୂଆଦିଲ୍ଲୀ: ମଦ ଦୁର୍ନୀତିକୁ ନେଇ ଏବେ ସାରା ଦେଶରେ ଚର୍ଚା । କଟର ଇମାନଦାରୀ ଦଳ କୁହାଯାଇଥିବା ଆପ ଏବେ ମଦ ଦୁର୍ନୀତିରେ ଛନ୍ଦି ହୋଇଯାଇଛି । ହାଇକୋର୍ଟରେ ଜାମିନ ପାଇଁ ମନୀଷ ସିସୋଦିଆ ଗୁହାରି କରିଥିବା ବେଳେ ସିବିଆଇ କିନ୍ତୁ ମନିଷଙ୍କୁ ଜାମିନ ନଦେବା ପାଇଁ ବଳିଷ୍ଠ ଯୁକ୍ତି ରଖିଛି ।…

ଝଡ଼ ଆସୁଛି ସତର୍କ ରହିବା ଜରୁରୀ

ଭୁବନେଶ୍ୱର: କିଛି ଦିନ ଧରି ପ୍ରବଳ ତାତି ପରେ ଏବେ ଝଡ଼ ବର୍ଷା ଆସୁଛି । ଏଥିପାଇଁ  ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ବିଶେଷ କରି ବିଜୁଳି ଘଡ଼ଘଡ଼ି ସମୟରେ ସତର୍କ ରହିବା ପାଇଁ କୁହାଯାଇଛି । ରାଜ୍ୟରେ ପଶ୍ଚିମା ଝଡ ସକ୍ରିୟ ରହିଥିବାରୁ କିଛି ସ୍ଥାନରେ…

ଶ୍ରୀଜୀଉଙ୍କ ରଥ ଅନୁକୂଳ

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜି ପବିତ୍ର  ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ଅନୁକୂଳ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରମ୍ପରା ଅନୁଯାୟୀ ରଥ ଖଳାରେ ୩ଟି ୧୨ଫୁଟିଆ ଧଉରା କାଠ ରଖାଯାଇଛି । ରଥଖଳାରେ  ହୋମ ଯଜ୍ଞ ପରେ ରଥ ନିର୍ମାଣ ଅନୁକୂଳ ହେବ ।…

ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କ ପାଇଁ ପବିତ୍ର ଦିବସ ପବିତ୍ର ଅକ୍ଷୟ ତୃତୀୟା । ସାରା ଓଡ଼ିଶାରେ ଆଜି ଅକ୍ଷୟ ତୃତୀୟା ପାଳନ କରାଯାଉଛି । ଚାଷୀମାନେ ଆଜିର ଦିନରେ ଅଖିମୁଖି ଅନୁକୂଳ କରିଥାନ୍ତି । ଏହି ଅବସରରେ  ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଲକ୍ଷ୍ନୌକୁ ୭ ରନରେ ହରାଇଲା ଗୁଜରାଟ

ଲକ୍ଷ୍ନୌ : ହାରୁ ହାରୁ ଜିତିଛି ଗୁଜରାଟ । ସୋସିଆଲ ମିଡିଆରେ ଏନେଇ ପ୍ରଶଂସକମାନେ ଲକ୍ଷ୍ନୈାକୁ ଦୋଷ ଦେଉଛନ୍ତି । ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୭ ରନରେ ପରାସ୍ତ କରିଛି ଗୁଜରାଟ ଟାଇଟନ୍ସ । ଶେଷ ଓଭରରେ ଲକ୍ଷ୍ନୌ ୧୨ ରନ ଆବଶ୍ୟକ କରୁଥିବାବେଳେ ମୋହିତ ଶର୍ମା ଚମତ୍କାର ବୋଲିଂ କରି ମ୍ୟାଚ ଛଡ଼ାଇ…

ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ ଥିବା ଚିଠି

ତିରୁଅନନ୍ତପୁରମ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ । କେରଳ ଗସ୍ତ ସମୟରେ ତାଙ୍କୁ ହତ୍ୟା କରାଯିବ ବୋଲି ଚିଠି ଆସିଛି । କେରଳରୁ ଏହି ଚିଠି ଆସିବା ପାଇଁ ସମଗ୍ର କେରଳରେ ହାଇଆଲର୍ଟ ଜାରି କରାଯାଇଛି।  ଚିଠିରେ ଧମକ ଦିଆଯାଇଛି ଯେ, ଏପ୍ରିଲ୍‌ ୨୪ ତାରିଖ ପାଇଁ ନିର୍ଦ୍ଧାରିତ…

ବିଜୟ ପଟ୍ଟନାୟକ ହେଲେ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ

 କଂଗ୍ରେସରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିଜୟ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ।ସେହିପରି ରାଜ୍ୟ କଂଗ୍ରେସର ୨୭ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠିତ ହୋଇଛି। କମିଟିରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ…

ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ  ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ। ତାଙ୍କ ବିରୋଧରେ ୯ କୋଟି ୧୮ଲକ୍ଷ ୧୩ ହଜାର ୭ ଟଙ୍କାର ଆୟ ବହିର୍ଭୂତ ଟଙ୍କା ଠାବ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ…