Browsing Tag

#india

ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦ୍‍ଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୌରାଷ୍ଟ୍ର ତାମିଲ ସଙ୍ଗମମର ଉଦଯାପନୀ ସମାରୋହକୁ ସମ୍ବୋଧିତ କରିଛନ୍ତି । ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଧ୍ୟାନ ଆକର୍ଷଣ କରିଥିଲେ ଯେ ଅତିଥି ସତ୍କାର କରିବା ଏକ ବିଶେଷ ଅଭିଜ୍ଞତା କିନ୍ତୁ…

ଟିବି ମୁକ୍ତ ଭାରତ ପାଇଁ ନିଜ ପକେଟ୍ ମନି ଦାନ କରିଛନ୍ତି ୭ ବର୍ଷୀୟା ନଳିନୀ

ପିଲାଦିନୁ ସମାଜକୁ ବାର୍ତା ଦେଇଛନ୍ତି କୁନି ଝିଅ ନଳିନୀ । ନିଜ ପିଲା ଖେଳ ବୟସରେ ସମାଜର କଥା ଚିନ୍ତା କରି ଦାନ କରିଛନ୍ତି ତାଙ୍କ ପକେଟ ମନି । ଏଥିପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମଧ୍ୟ କରାଯାଉଛି ।…

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ନିରୀକ୍ଷଣ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ  ମନୋଜ ଶର୍ମା ଆଜି ଭୁବନେଶ୍ୱର-ଭଦ୍ରକ ରେଳ ସେକ୍ସନ ଯାଞ୍ଚ କରି ରେଳ ଚଳାଚଳ ସୁବିଧା ସମୀକ୍ଷା କରିବା ସହିତ ରେଳ ସେକ୍ସନରେ ଭବିଷ୍ୟତରେ ଅଧିକ ଯାତାୟତ ବୃଦ୍ଧି ସମ୍ବନ୍ଧରେ ଆକଳନ କରିଛନ୍ତି | ନୀରିକ୍ଷଣ ସମୟରେ ପୂର୍ବତଟ ରେଳପଥର ପ୍ରମୁଖ…

ବିଜେବି କଲେଜରେ  ଅଣଛାତ୍ରଙ୍କ ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ

ଦିନକୁ ଦିନ ବଦନାମି ହେବା ପରେ ବିଜେବି କଲେଜରେ  ଅଣଛାତ୍ରଙ୍କ ପ୍ରବେଶ ବାରଣ ନେଇ ପୋଷ୍ଟର ମାରିଲେ କର୍ତ୍ତୃପକ୍ଷ । କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ଉତ୍ପାତ ବଢ଼ିଥିବା ବେଳେ ଏହା ଉପରେ  ଅଙ୍କୁଶ ଲଗାଇଛନ୍ତି କଲେଜ କର୍ତ୍ତୃପକ୍ଷ । କ୍ୟାମ୍ପସ ଭିତରେ ମାରପିଟ୍ ଓ ଅଶାନ୍ତ ସ୍ଥିତି ସୃଷ୍ଟି…

ମହାନଦୀ ପାଣି ଶୋଷି ସତ ଲୁଚଉଛି ଛତିଶଗଡ଼

ଭୁବନେଶ୍ବର: ଲୁଚିିଛି ନା ଗୋଡ ଦୁଇଟା ଦିଶୁଛି । ଏହି ଢ଼ଗ ଏବେ ଛତିଶଗଡ଼ ପାଇଁ  ସତ ସାବ୍ୟସ୍ତ ହୋଇଛି । ମହାନଦୀ ପାଣିକି ଲୁଟି ନେଉଛି ଛତିଶଗଡ଼ । ଧରାପଡିଯିବା ଭୟରେ ଶତ ଲୁଚାଉଛି । ମହାନଦୀ ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ ଏପରି କିଛି ସତ ଲୁଚାଉଥିବା ଧରାପଡିଯାଇଛି ।  ସତ ଲୁଚାଇବା…

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ‌ଭେଟିବ କୋଲକତା

ବାଙ୍ଗାଲୋର: ହାର ଜିତ୍ ର ଲଢ଼େଇ ଚାଲିଛି ଆଇପିଏଲରେ । କିଏ ହାରୁଛି ବାଜି ପୁଣି କିଏ ଜିତୁଛି । ଆଜି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ‌ବେଙ୍ଗାଲୁରୁରେ ଭେଟିବ କେକେଆର୍‌  । ପ୍ରତିଶୋଧ ନେବାକୁ ଅପେକ୍ଷାରେ ଅଛି ବାଙ୍ଗାଲୋର । ତେବେ କିଏ ଜିତିବ ତାହା ମ୍ୟାଚ ସରିଲେ ଜଣାପଡିବ । କୋଲକତା…

ମାଓବାଦୀଙ୍କ ଆକ୍ରମଣରେ ସହିଦ୍ ହେଲେ ୧୧ଜଣ ଯବାନ

ରାୟପୁର: ପୁଣି ମାଓବାଦୀଙ୍କ ଉତ୍ପାତ । ପୁଣି ଯାଇଛି ଯବାନଙ୍କ ଜୀବନ ।  ଛତିଶଗଡ଼ର ଦନ୍ତେୱାଡାରେ ମାଓବାଦୀମାନେ ପୁଣି ଖେଳିଛନ୍ତି ରକ୍ତରେ ହୋଲି । ମାଓବାଦୀମାନେ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୦ଜଣ ଯବାନଙ୍କ ସହ ଜଣେ ପୁଲିସ ଡ୍ରାଇଭର ସହିଦ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ…

ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି

ଭୁବନେଶ୍ୱର: ଚାରିଆଡୁ ବିରୋଧ ପରେ ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ କଲା ଓଏସଏସସି । ଗତକାଲି ଏହି ପରୀକ୍ଷା ହୋଇଥିବା ବେଳେ ପରୀକ୍ଷାରେ ଓଡ଼ିଆ ପ୍ରଶ୍ନ ବୁଝିହେଉନଥିବା ଅଭିଯୋଗ ହୋଇଥିଲା । ଫଳରେ ଆଜି ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍‌ ହୋଇଛି। ପ୍ରଶ୍ନପତ୍ରରେ ବ୍ୟାପକ…

ସଚିନ ଙ୍କ ଜନ୍ମଦିନ, ୫୦ ବର୍ଷ ର ସ୍ମୃତି

ସଚିନଙ୍କ ସାରା ବିଶ୍ୱରେ ପ୍ରଶଂସକ ଅଛନ୍ତି । ଆଜି ଜନ୍ମଦିନରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । କ୍ରିକେଟ ଖେଳରୁ ତାଙ୍କୁ ଭଗବାନ କୁହାଯାଉଛି । ଏସବୁ ତାଙ୍କର ଅକ୍ଲାନ୍ତ ପରିଶ୍ରମ ପାଇଁ । ସେ କେବଳ ଖେଳର ନିଷ୍ଠା ପରିଶ୍ରମ ପାଇଁ ଏସବୁ ସାଉଁଟିଛନ୍ତି ।…

ଓଏସଏସସି ପରୀକ୍ଷାର ପ୍ରଶ୍ନପତ୍ର :ଓଡ଼ିଶା ଭାଷାକୁ କଦର୍ଥ କରିବା

ଭୁବନେଶ୍ୱର:  ଓଏସଏସସି ପରୀକ୍ଷାରେ ଓଡ଼ିଆ ପ୍ରଶ୍ନପତ୍ର କରି ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛନ୍ତି ରାଜ୍ୟ ସରକାର ।  ଓଏସଏସସି ପରୀକ୍ଷାର ପ୍ରଶ୍ନପତ୍ର ଦେଖିଲେ ଜଣାପଡୁଛି ଏହାକୁ ପ୍ରସ୍ତୁତ କରୁଥିବା ସଂସ୍ଥା ଓଡ଼ିଆ ସଂସ୍ଥା ନୁହେଁ ଏବଂ ଏହାର ଦାୟିତ୍ୱରେ ଥିବା ଅଧିକାରୀ ମଧ୍ୟ…