Browsing Tag

#india

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାୟାକମ୍‌୧୮ ଓ ଡିଜ୍‌ନିର ମିଶ୍ରଣରୁ ୭୦,୩୫୨ କୋଟି ଟଙ୍କାର ଯୌଥ ଉଦ୍ୟୋଗ ସୃଷ୍ଟି

ଦେଶର ଗଣମାଧ୍ୟମ ଓ ମନୋରଞ୍ଜନ ଜଗତର ସର୍ବବୃହତ ମିଶ୍ରଣ ସମ୍ପୂର୍ଣ୍ଣ ହୋଇଛି। ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଭାୟାକମ୍‌୧୮ ଓ ଡିଜ୍‌ନିର ମିଶ୍ରଣରୁ ୭୦,୩୫୨ କୋଟି ଟଙ୍କାର ଏକ ବିଶାଳ ଯୌଥ ଉଦ୍ୟୋଗ ସୃଷ୍ଟି ହୋଇଛି। ସେଥିରେ ରିଲାଏନ୍ସର ୧୬.୩୪ ପ୍ରତିଶତ, ଭାୟାକମ୍‌୧୮ର…

ଆଜି ଜନ ଜାତୀୟ ଗୌରବ ଦିବସ,ଆଦିବାସୀଙ୍କ ବିକାଶ ପାଇଁ ୬ ହଜାର କୋଟି ପ୍ରକଳ୍ପର ଘୋଷଣା

ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବିହାର ଜମୁଇରେ ଜନ ଜାତୀୟ ଗୌରବ ଦିବସ ପାଳିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  । ଏହି ସମୟରେ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟରେ ନାଚିଛନ୍ତି ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ନାମର ଡାକ ଟିକଟ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚନ…

ରାଗିଗଲେ ସାଂସଦ ଚିରିଦେଲେ ବିଲ୍

ନ୍ୟୁଜିଲ୍ୟାଣ୍ଡ ସଂସଦରେ ଅଜଗ ଘଟଣା ଦେଖିବାକୁ ମିଳିଛି । ସର୍ବକନିଷ୍ଠ ସାଂସଦ ହାନା ରାବିତି କ୍ଲର୍କଙ୍କ କାରାନାମା ଏବେ ସବୁଠି ଚର୍ଚ୍ଚା ସାଉଁଟିଛି । ଏକ ବିଲକୁ ସେ ଏଭଳି ଏକ ଢ଼ଙ୍ଗରେ ବିରୋଧ କରିଛନ୍ତି ଯାହା ଏବେ ଟ୍ରେଣ୍ଡିଂ ଖବରରେ ରହିଛି । ବିଲକୁ ପ୍ରଥମେ ବିରୋଧ କଲେ ମାରୋଇ ସାଂସଦ, ପରେ…

ବାଳିକା ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ପାଞ୍ଚ ବର୍ଷର କାର୍ଯ୍ୟକାଳ ବେତନ ଦାନ କଲେ ଯୁବ ସାଂସଦ

ବାଳିକାମାନଙ୍କ ଶିକ୍ଷା ପାଇଁ ଦେଶରେ ସରକାର ଅନେକ ଯୋଜନା ଚଳାଉଛନ୍ତି। ଏଥି ସହିତ, ବର୍ତ୍ତମାନ ବ୍ୟକ୍ତିଗତ ସ୍ତରରେ ନେତାମାନେ ଝିଅମାନଙ୍କ ପାଇଁ ମଧ୍ୟ ବଡ ପଦକ୍ଷେପ ଗ୍ରହଣ କରୁଛନ୍ତି | ତେବେ ବିହାରର ଯୁବ ସାଂସଦ ଶମ୍ବାଭୀ ଚୌଧୁରୀ ମଧ୍ୟ ଏଭଳି ପଦକ୍ଷେପ ନେଇଛନ୍ତି। ଲୋକସଭା ପାର୍ଟି (ରାମ…

ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ

ଶିମିଳିପାଳକୁ ବୁଲିବାକୁ ଭାବିଛନ୍ତି କି? ତେବେ ଡେରି କାହିଁକି ଏବେ ଶୀତ ଟିକେ ଆସିଲାଣି । ବୁଲିଆସନ୍ତୁ ଶିମିଳିପାଳ । ଏବେ ଯଦି ଯିବେ ତେବେ ଦେଖିବାକୁ ପାଇବେ ଦ୍ଵିତୀୟ ବାଘୁଣୀ। ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛଡାଯିବା ପରେ  ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ…

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା , ଆ- କା- ମା – ବୈ

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ସକାଳୁ ସକାଳୁ ଡଙ୍ଗାଭସାଇଛନ୍ତି ଓଡ଼ିଶାବାସୀ ।  ବଡ଼ି ଭୋରରୁ ଏଥିପାଇଁ ଚଳଚଂଚଳ ହୋଇଉଠିଛି ସାରା ଓଡ଼ିଶା । ଭୋରରୁ ହଜାର  ହଜାର ଶ୍ରଦ୍ଧାଳୁ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । ପୁରୀ ବେଳାଭୂମି, ମହାନଦୀ, କାଠଯୋଡି, ଭୁବନେଶ୍ୱର…

ପିଆଜର ଦର ଶୁଣିଲେ ଆଖିରୁ ବାହାରୁଛି ଲୁହ

ପିଆଜ କାଟିଲେ ଆଖିରୁ  ଲୁହ ବାହାରୁଥିଲା । ଏବେ କିନ୍ତୁ ପିଆଜର ଦର ଶୁଣିଲେ ଆଖିରୁ ବାହାରୁଛି ଲୁହ । କାରଣ ପିଆଜର  ଉଚ୍ଚଦରରେ କୌଣସି ପରିବର୍ତ୍ତନ ହେବାର ଦେଖା ଯାଉନାହିଁ । ଭାରତର କିଛି ମାସ ହେବ  ପରିବା ଦରରେ ଆକାଶ ଛୁଆଁ ବୃଦ୍ଧି ଘଟିଛି  । ନଭେମ୍ବରରେ କୋବି, ଟମାଟର ଏବଂ ଲାଉର ମୂଲ୍ୟ…

ଡୋମିନିକା ସର୍ବୋଚ୍ଚ ସମ୍ମାନ ପାଇବେ ମାଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଡୋମିନିକା ରାଜ୍ୟଗୋଷ୍ଠୀର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରାଯିବ। ଏ ସମ୍ପର୍କରେ ଡୋମିନିକା ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ସପ୍ତାହରେ ଗୁୟାନାରେ ହେବାକୁ ଥିବା ଇଣ୍ଡିଆ-କାରିକମ୍‌ ସମ୍ମିଳନୀରେ ରାଷ୍ଟ୍ରପତି ସିଲଭାଇନ ବର୍ଟନ ମୋଦୀଙ୍କୁ ଏହି…

ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର

ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର। ପ୍ରତି ଜିଲ୍ଲାରେ ଚାଷୀ ସମାବେଶ କରାଯିବ। ଆସନ୍ତା ୮ ତାରିଖରେ ବରଗଡ଼ ସୋହେଲାରୁ ଚାଷୀ ସମାବେଶ ଜରିଆରେ ଏହି ଉତ୍ସବ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ  ରାଜ୍ୟର ପ୍ରତି ଜିଲ୍ଲାରେ ଚାଷୀ ସମାବେଶ ଜରିଆରେ ଉତ୍ସବ ପାଳନ ହେବ।…

ଫେବ୍ରୁଆରି ୨୧ ରୁ ମାଟ୍ରିକ ପରୀକ୍ଷା

ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସ୍‌ଇ) ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷା-୨୦୨୫ ଆସନ୍ତା ଫେବ୍ରୁଆରି ୨୧ ତାରିଖ ଠାରୁ ଆରମ୍ଭ ହେବ। ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ କ୍ୟାରିୟରର ଏହି ସ୍ମରଣୀୟ ପରୀକ୍ଷା ମାର୍ଚ୍ଚ ୬ ତାରିଖ ଯାଏଁ ଜାରି ରହିବ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା…