Browsing Tag

#india

ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ କଲେ କେନ୍ଦ୍ର ସରକାର ,ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ…

ଆସିଲା ବଡ଼ ଖବର । ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗ୍ରହଣ । ଜଗମୋହନ ମୀନାଙ୍କ ଗ୍ରହଣ କଲେ କେନ୍ଦ୍ର ସରକାର ।ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ୨୦୧୩ ବ୍ୟାଚ୍ ଆଇପିଏସ୍ ଜଗମୋହନ ମୀନା IPS ଚାକିରି ଛାଡିବା ପାଇଁ ଆବେଦନ କରିଥିଲେ । ଗତ…

ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭାରତ ସମେତ ୫୨ ଦେଶର କମ୍ପାନୀ କରିବେ ଅଂଶଗ୍ରହଣ

ନୂଆଦିଲ୍ଲୀର ଯଶୋଭୂମିରେ ଚାଲିଥିବା ସେମିକନ୍ ଇଣ୍ଡିଆ ୨୦୨୬ର ଉଦ୍ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପ୍ଟେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନିଦିନିଆ ଗ୍ଲୋବାଲ୍ ଇଭେଣ୍ଟରେ ୫୨ଟି ଦେଶର ୬୦୦ରୁ ଅଧିକ କମ୍ପାନୀ ଓ ଷ୍ଟାର୍ଟଅପ୍ ଅଂଶଗ୍ରହଣ କରୁଛନ୍ତି ।…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ,ଦେଶବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ। ଦୃଢ଼ ସଂକଳ୍ପ ଓ ନିରନ୍ତର କର୍ମଯୋଗର ପ୍ରତୀକ ନରେନ୍ଦ୍ର ମୋଦ ନିଜ ଜୀବନର ୭୬ତମ ବର୍ଷରେ ପଦାର୍ପଣ କରିଛନ୍ତି । ‘ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ’ର ମୂଳମନ୍ତ୍ର ନେଇ ଭାରତକୁ ବିଶ୍ୱ ଦରବାରରେ ଏକ…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ , ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟରେ ପୁଣି ସକ୍ରିୟ ହେବାକୁ ଯାଉଛି ମୌସୁମୀ ବାୟୁ । ବଙ୍ଗୋପସାଗରରେ ଆଗାମୀ ୧୯ ତାରିଖ ବେଳକୁ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩…

ଆଜି ପବିତ୍ର ବିଶ୍ବକର୍ମା ପୂଜା , ଦେବଶିଳ୍ପୀଙ୍କ ଆବାହାନ ପାଇଁ ଚଳଚଞ୍ଚଳ ଶିଳ୍ପାଞ୍ଚଳ

ଆଜି ପବିତ୍ର ବିଶ୍ବକର୍ମା ପୂଜା । ଦେବଶିଳ୍ପୀଙ୍କ ଆବାହାନ ପାଇଁ ଚଳଚଞ୍ଚଳ ଶିଳ୍ପାଞ୍ଚଳ । ଉତ୍ସବ ମୁଖର ବନ୍ଦର ନଗରୀ ପାରାଦୀପ । ମୋଟ ୩୦ଟି ମଣ୍ଡପରେ ପୂଜା ପାଉଛନ୍ତି ଦେବଶିଳ୍ପୀ ବିଶ୍ବକର୍ମା । ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ । ଆଜି ସକାଳୁ ବିଭିନ୍ନ ଅନୁଷ୍ଠାନ…

ଏହି ରାଶିଙ୍କ ପାଇଁ ଆଜି ରହିଛି ଅଶୁଭ ଫଳ

ମେଷ : ପିଲା କିମ୍ବା ସମ୍ପର୍କୀୟଙ୍କ ସହ ମତଭେଦ ହୋଇପାରେ । ବନ୍ଧୁଙ୍କ ସହଯୋଗରେ ଚାକିରି ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅନୁକୂଳ ରହିବ ଏବଂ ପାଠପଢ଼ାରେ ଭଲ ଫଳ ମିଳିପାରେ । ନିଜ ଖାଦ୍ୟପେୟ ପ୍ରତି ବିଶେଷ ଯତ୍ନ ନିଅନ୍ତୁ । ଅନାବଶ୍ୟକ ଯାତ୍ରାରୁ ଦୂରେଇ…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ୱଲପୁର ଗସ୍ତ : ଦେଶର ୫୧ତମ ଓ ରାଜ୍ୟର ୩ୟ ଡଫଲର ରାଡାର ଉଦଘାଟନ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ସମ୍ୱଲପୁର ଗସ୍ତ ଅବସରରେ ଦେଶର ୫୧ତମ ଓ ରାଜ୍ୟର ୩ୟ ଡଫଲର ରାଡାର ଉଦଘାଟନ କରିଛନ୍ତି । ସ୍ଥାନୀୟ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ, ସମ୍ୱଲପୁର ଠାରେ…

ଭାରତ ଓ ବ୍ରାଜିଲ ମଧ୍ୟରେ ଅକ୍ଟୋବର ୩ରେ ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳାଯିବ

ଭାରତ ଓ ବ୍ରାଜିଲ ମଧ୍ୟରେ କଲକାତାରେ ଅକ୍ଟୋବର ୩ରେ ଫିଫା ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲ ମ୍ୟାଚ ଖେଳାଯିବ। ଏହା ପୂର୍ବରୁ କୋଚିରେ ଚଳିତ ସେପ୍ଟେମ୍ବର ୨୩ରେ ପୂର୍ବତନ ଖେଳାଳିମାନଙ୍କୁ ନେଇ ଭାରତ ଓ ବ୍ରାଜିଲ ଲିଜେଣ୍ଡ ଫୁଟବଲ ମ୍ୟାଚ ଖେଳାଯିବ। ଉକ୍ତ ମ୍ୟାଚ ଲାଗି ବ୍ରାଜିଲ ଲିଜେଣ୍ଡ…

ଦହିବରା ଖାଇ ୨ଶହ ଲୋକ ଅସୁସ୍ଥ,ଚିକିତ୍ସା ପାଇଁ ବାଙ୍ଗୁରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ଭିଡ଼

ଦହିବରା ଖାଇ ୨ଶହ ଲୋକ ଅସୁସ୍ଥ । କାକଟପୁର ବ୍ଲକ ବାଙ୍ଗୁରିଗାଁ ଅଞ୍ଚଳରେ ଦହିବରା ବିକାଳୀଠାରୁ ଦହିବରା ଖାଇଁ ୫ ଖଣ୍ଡ ଗାଁର ୨ ଶହରୁ ଅଧିକ ଗ୍ରାମବାସୀ ଅସୁସ୍ଥ । ଦହିବାର ଖାଇବାର କିଛି ଘଣ୍ଟା ପରେ ସେମାନଙ୍କ ଦେହ ଖରାପ ହୋଇଥିଲା । ବାନ୍ତି, ଝାଡ଼ା,ଏବଂ ଜ୍ବରରେ ଆକ୍ରାନ୍ତ ହୋଇଥିଲେ ।…

ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ରାଷ୍ଟ୍ରପତିଙ୍କ ଭବନରେ ନୂଆଁଖାଇ ଝଲକ । ରାଷ୍ଟ୍ରପତି ଭବନରେ ଲାଞ୍ଜିଆ ସଉରାଙ୍କ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ରାୟଗଡ଼ା ଜିଲା ଗୁଣୁପୁର ବ୍ଲକରେଜିଙ୍ଗତାଲ ଅଞ୍ଚଳର ଜନଜାତି ଲାଞ୍ଜିଆ ସଉରାଙ୍କ ଏକ ୧୫ଜଣିଆ ସାଂସ୍କୃତିକ ଗ୍ରୁପ୍ ବୀର ଦଳ ବେହେରା ଏବଂ ସାଥୀ ଜୁନେଶ ଶବର କାର୍ଯ୍ୟକ୍ରମରେ ଭାଗ…