Browsing Tag

#india

ଏୟାର ଇଣ୍ଡିଆ’ର ନୂତନ CEO ହେଲେ ତେୱୋଲଡେ ଗେବ୍ରେମାରିଅମ,ଏୟାର ଇଣ୍ଡିଆ ଭଳି ଏକ ଐତିହାସିକ କମ୍ପାନୀର ନେତୃତ୍ୱ…

କ୍ୟାମ୍ପବେଲ ୱିଲସନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ, 'ଏୟାର ଇଣ୍ଡିଆ'ର ନୂତନ ଚିଫ୍ ଏକଜିକ୍ୟୁଟିଭ୍ ଅଫିସର (CEO) ଏବଂ ମ୍ୟାନେଜିଂ ଡାଇରେକ୍ଟର (MD) ଭାବରେ Tewolde Gebremariam ନିଯୁକ୍ତ ହୋଇଛନ୍ତି। ବୁଧବାର କମ୍ପାନୀର ବୋର୍ଡ ଅଫ୍ ଡାଇରେକ୍ଟର୍ସଙ୍କ ପକ୍ଷରୁ ଏହି ବିଶେଷ ଘୋଷଣା…

୨ୟ ଟେଷ୍ଟ ଜିତି ଶୃଙ୍ଖଳା ଡ୍ର ରଖିଲା ପାକିସ୍ତାନ,୩ ବର୍ଷ ପରେ ବିଦେଶମାଟିରେ ଏହା ପାକିସ୍ତାନର ପ୍ରଥମ ଟେଷ୍ଟମ୍ୟାଚ୍‌…

ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଘରୋଇ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଟେଷ୍ଟମ୍ୟାଚ୍‌କୁ ୮ ୱିକେଟ୍‌ରେ ଜିତିବାରେ ସଫଳ ହୋଇଛି ପାକିସ୍ତାନ। ଫଳରେ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ୧-୧ରେ ଡ୍ର ରହିଛି। ପ୍ରଥମ ଇନିଂସରେ ୪୩ ରନ୍‌ ପଛ​‌େ​ର ରହିଥିବା ୱେଷ୍ଟଇଣ୍ଡିଜ୍‌ ୨ୟ ଇନିଂସରେ ପାକିସ୍ତାନ…

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା,ପ୍ରଥମ ଝଟକା ରିକ୍ଟର ସ୍କେଲରେ ୫.୧ ତୀବ୍ରତା ବିଶିଷ୍ଟ ଥିବାବେଳେ ଦ୍ୱିତୀୟଟିର…

 ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା । ପ୍ରଥମ ଝଟକା ରିକ୍ଟର ସ୍କେଲରେ ୫.୧ ତୀବ୍ରତା ବିଶିଷ୍ଟ ଥିବାବେଳେ ଦ୍ୱିତୀୟଟିର ତୀବ୍ରତା ୩.୫ ରହିଥିଲା । ଏହି ଉଭୟ ଭୂକମ୍ପର କେନ୍ଦ୍ରବିନ୍ଦୁ ରାଜ୍ୟର ଅପର୍ ସିୟାଙ୍ଗ ଜିଲ୍ଲାରେ ଥିବା ଜଣାପଡ଼ିଛି। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ…

ଭୁବନେଶ୍ୱରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ,୧୦୭ ମିମି ବର୍ଷା ରେକର୍ଡ

୩ ଦିନ ହେଲାଣି ଗରମ ଓ ଗୁଳୁଗୁଳି। ରାତିରେ ଶୋଇବା ମୁସ୍କିଲ। ସମସ୍ତେ ଅପେକ୍ଷା ଥିଲା- କେବେ ହେବ ବର୍ଷା। ବୁଧବାର ରାତି ଅଧରେ ଘୋଟାଇ ଆସିଲା କଳା ବାଦଲ। ଆରମ୍ଭ ହୋଇଗଲା ପ୍ରଚଣ୍ଡ ବଜ୍ରପାତ ସହ ପ୍ରବଳ ବର୍ଷା। ଘଡ଼ଘଡ଼ିର ଆବାଦ ପୂରା ଘଣ୍ଟାଏ ଯାଏ ରହିଲା। ରାତି ତମାମ ବର୍ଷିଲା। ସକାଳ ଉଠିଲା…

ଆଜିଠୁ ଆହୁରି ବଢ଼ିବ ବର୍ଷା , ଆସନ୍ତା ୧୨ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା

ଢ଼ାଳୁଛି, ଆହୁରି ଢ଼ାଳିବ । ଆଜିଠୁ ଆହୁରି ବଢ଼ିବ ବର୍ଷା । ଆସନ୍ତା ୧୨ ତାରିଖ ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆକଳନ କରାଯାଉଛି ।…

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ : ଆଜି ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଶୁଭ ରହିବ । କାର୍ଯ୍ୟକ୍ଷେତ୍ରରେ ପରିଶ୍ରମର ଭଲ ଫଳ ମିଳିବ ଏବଂ ଅଧିକାରୀଙ୍କ ସହଯୋଗ ପାଇବେ । ବ୍ୟବସାୟରେ ନୂଆ ସୁଯୋଗ ଆସିପାରେ । ପରିବାରରେ ଖୁସିର ପରିବେଶ ରହିବ ଏବଂ ଜୀବନସାଥୀଙ୍କ ସହ ସମ୍ପର୍କ ଅଧିକ ମଧୁର ହେବ । ଛାତ୍ରଛାତ୍ରୀମାନେ…

ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳିବା ପାଇଁ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି

ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତୀୟ ଦଳ ଶ୍ରୀଲଙ୍କାରେ ପହଞ୍ଚିଛି । ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ପାଇଁ କଲମ୍ବୋରେ ପହଞ୍ଚିଛି ଭାରତୀୟ କ୍ରିକେଟ୍ ଦଳ । ଅଗଷ୍ଟ ୧୫ରୁ ପ୍ରଥମ ଟେଷ୍ଟ ଆରମ୍ଭ ହେବ । ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୨୩ରୁ ଖେଳାଯିବ । ଏହି ଶୃଙ୍ଖଳା ୨୦୨୫-୨୭ ବିଶ୍ୱ ଟେଷ୍ଟ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା , ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ

ପାଠ୍ୟପୁସ୍ତକ ତ୍ରୁଟି ମାମଲା । ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ। ଓଡ଼ିଶାର ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ଏକାଧିକ ତଥ୍ୟଗତ ଓ ବିଷୟବସ୍ତୁଗତ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବହୁଚର୍ଚ୍ଚିତ ମାମଲାରେ ବଡ଼ ଅପଡେଟ୍ । SCERTର ପୂର୍ବତନ ନିର୍ଦ୍ଦେଶକ ମନୋଜ…

ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ କିଙ୍ଗ ର ଶାହରୁଖଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି,ଯାହା ଫ୍ୟାନ୍ସଙ୍କ…

ବଲିଉଡ୍‌ର ବାଦଶାହ ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ କିଙ୍ଗକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯାହା ୨୪ ଡିସେମ୍ବର ୨୦୨୬ରେ ରିଲିଜ ହେବାକୁ ଯାଉଛି । ଫିଲ୍ମ ରିଲିଜ ହେବା ପୂର୍ବରୁ ସୋସିଆଲ ମିଡିଆରେ ଶାହରୁଖଙ୍କ ଏକ ଲୁକ୍ ସାମ୍ନାକୁ ଆସିଛି । ଏହି ଫଟୋକୁ ଫିଲ୍ମର…

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି,ଅପରିବର୍ତ୍ତିତ ରହିଛି ପୂର୍ବର ରେଟ୍

ଯଦି ଆପଣ ହୋମ୍ ଲୋନ୍ କିମ୍ବା କାର୍ ଲୋନ୍ ନେଇଛନ୍ତି ତାହାଲେ ବଢିବନି ଇଏମଆଇ । କାରଣବଦଳିନି ରେପୋ ରେଟ୍ । ଅପରିବର୍ତ୍ତିତ ରହିଛି ପୂର୍ବର ରେଟ୍ । ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ୍ ପକ୍ଷରୁ ରେପୋ ରେଟ୍ ଜାରି କରାଯାଇଛି । ତେବେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।…