Browsing Tag

#india

ଆଜି ଆକାଶରେ ଦିଶିବ କଳା ଜହ୍ନ

ଆଜି ଆକାଶରେ ଦିଶିବ କଳା ଜହ୍ନ। ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ। କଳାଜହ୍ନ କଥା କହିଲେ ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ।…

ଆସନ୍ତାକଲି ଭରତ ବନ୍ଦ ଡକରା ଦେଇଛି ଭାରତ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା

ଆସନ୍ତା କଲି ଭାରତ ବନ୍ଦ ଡାକରା ଦିଆଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ଏବଂ ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ପାଳନ ପାଇଁ ଏକ ପ୍ରେସ ବିବୃତି ମାଧ୍ୟମରେ ସୂଚନା ଦିଅଯାଇଛି। ଛତ୍ରପୁର ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ପଛୁଆ ବର୍ଗ ଓବିସି…

ଆଜି 7 ଜିଲ୍ଲାରେ ବର୍ଷା

ପଶ୍ଚିମାଝଡ଼ ପ୍ରଭାବରେ ଆଜି ସୁନ୍ଦରଗଡ଼ରେ ବର୍ଷା ହୋଇଛି। ଏଠାରେ ସର୍ବାଧିକ ୨.୪ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାଉରକେଲାରେ ୦.୯ ଓ ଝାରସୁଗୁଡ଼ାରେ ୦.୮ ମିମି ବର୍ଷା ହୋଇଛି। ଆସନ୍ତାକାଲି ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ , କେନ୍ଦୁଝର, ମୟୁରଭଞ୍ଜ ,ମ୍ବଲପୁରରେ ବର୍ଷା ହେବା…

ଆଜି ସ୍ପେଡେକ୍ସ ମିଶନ ଲଞ୍ଚ କରିବ ଇସ୍ରୋ

ନୂଆବର୍ଷ ପୂର୍ବରୁ ଚମତ୍କାର କରିବାକୁ ଯାଉଛି ଇସ୍ରୋ । ଯାହା କେବଳ ଚୀନ୍, ଆମେରିକା ଓ ଋଷ କରିପାରିଛନ୍ତି ତାହା କରିବାକୁ ଯାଉଛି ଭାରତ । ଇସ୍ରୋର ଏହି ଅଭିଯାନ ସଫଳ ହେଲେ ଏକରିବାରେ ଚତୁର୍ଥ ଦେଶ ହେବ ଭାରତ। ଏହାକୁ କୁହାଯାଉଛି ସ୍ପେଡେକ୍ସ ମିଶନ। ଆଜି ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍…

ସରକାରଙ୍କୁ ୨୦୦ ଦିନ ପୂରିଲା, ସ୍ୱପ୍ନ ହୋଇଗଲା ଭତ୍ତା ଟଙ୍କା

୨୦୨୪ ବର୍ଷ ସରିବାକୁ ଆଉ ଦୁଇଦିନ ବାକି। ସରକାରଙ୍କୁ ୨୦୦ ଦିନ ପୂରିଲା। ମାତ୍ର ନିର୍ବାଚନ ପୂର୍ବରୁ ବିଜେପି ଘୋଷଣା ପତ୍ରରେ ସ୍ଥାନୀତ ୩୦୦୦ ଟଙ୍କା ଭତ୍ତା ହିତାଧିକାରୀଙ୍କ ପାଇଁ ସ୍ୱପ୍ନ ହୋଇଗଲା। ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦%ରୁ ଊର୍ଦ୍ଧ୍ବ ଅକ୍ଷମଙ୍କୁ ଯେଉଁ ୩୫୦୦ ଟଙ୍କା ଦିଆଯିବା ପାଇଁ…

ଯମୁନା ଘାଟରେ ବିସର୍ଜନ ହେଲା ମନମୋହନଙ୍କ ଅସ୍ଥି

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶେଷକୃତ ଗତକାଲି ନିଗମବୋଧ ଘାଟରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ  ସଂପନ୍ନ ହେବାର ଦିନକ ପରେ ଆଜି ଦିଲ୍ଲୀର ଗୁରୁଦ୍ୱାର ଟିଲା ସାହିବ ନିକଟସ୍ଥ ଯମୁନା ଘାଟରେ ଅସ୍ଥି ବିସର୍ଜନ କରାଯାଇଛି। ଅସ୍ଥି ବିସର୍ଜନ ପରେ ପରିବାର ସଦସ୍ୟମାନେ…

ନନ୍ଦନକାନନ ବୁଲିଲେ 43 ହଜାର ପର୍ଯ୍ୟଟକ

ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବର୍ଷ-୨୦୨୪ର ଶେଷ ରବିବାର ଅବସରରେ ଆଜି ପ୍ରବଳ ପର୍ଯ୍ୟଟକଙ୍କର ଭିଡ଼ ପରିଲକ୍ଷିତ ହୋଇଛି। ସରକାରୀ କାର୍ଯ୍ୟାଳୟ ସମେତ ଅନେକ ଘରୋଇ କଂପାନିର କାର୍ଯ୍ୟାଳୟ ଛୁଟି ଥିବାରୁ ହଜାର ହଜାର ଲୋକ ଆଜି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନନ୍ଦନକାନନରେ…

ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି। ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଉପଲଡ଼ା ଓ ଗୁରାଣ୍ଡି ଗ୍ରାମ ଚାଷୀଙ୍କୁ ଭେଟି ଅଦିନିଆ ବର୍ଷାରେ ନଷ୍ଟ…

ଏଣିକି ସିଂହଦ୍ୱାର ଦେଇ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ, ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେଲେ…

ଏଣିକି ସିଂହଦ୍ୱାର ଦେଇ ପ୍ରବେଶ କରି ପାରିବେ ଶ୍ରଦ୍ଧାଳୁ । ନୂଆବର୍ଷରେ ଭିଡ଼କୁ ଦୃଷ୍ଟିରେ ରଖି ପଦକ୍ଷେପ ନେଲେ ଶ୍ରୀମନ୍ଦିର କର୍ତ୍ତୃପକ୍ଷ । ନୂଆବର୍ଷରେ ଶ୍ରଦ୍ଧାଳୁଙ୍କୁ ସହଯୋଗ କରିବାକୁ ଅନୁମତି ପ୍ରଦାନ କରାଯାଇଛି । ଏବେଠାରୁ ହିଁ ଶ୍ରୀମନ୍ଦିରରେ ହେଲାଣି ଶ୍ରଦ୍ଧାଳୁଙ୍କ ସମାଗମ ।…

ଦକ୍ଷିଣ କରିଆରେ ଭୟଙ୍କର ବିମାନ ଦୁର୍ଘଟଣା, କ୍ରିଉ ମେମ୍ବରଙ୍କ ସମେତ ୧୮୧ ଯାତ୍ରୀଙ୍କ ମୃତ

ଦକ୍ଷିଣ କୋରିଆରେ ଭୟଙ୍କର ବିମାନ ଦୁର୍ଘଟଣା । ପ୍ରଥମେ ପକ୍ଷୀ ସହ ଧକ୍କା ଓ ପରେ ରନୱେରେ ସ୍ଲିପ ହେବା ପରେ ବିମାନଟି ସିଧା ଯାଇ ବିମାନବନ୍ଦରର ଫେନ୍ସିଂରେ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା କ୍ରିଉ ମେମ୍ବରଙ୍କ ସମେତ ୧୮୧ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…