Browsing Tag

#india

ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହେଲେ ମନୋଜ ଆହୁଜା

ଖବର ବାଜିଲା, ଚିଠି ବଦଳିଲା। ପୂର୍ବ ଚିଠିକୁ ସଂଶୋଧନ କଲେ ରାଜ୍ୟ ସରକାର। ସଂଶୋଧନ ପରେ ମନୋଜ ଆହୁଜା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି। ପୂର୍ବ ଚିଠିରେ ଜି.ଏ କମିଟି ମନୋଜ ଆହୁଜାଙ୍କୁ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦେଇଥିଲା। ହେଲେ…

ଏଣିକି ବିନା ଟାଓ୍ବାରରେ ବି ମିଳିବ ମୋବାଇଲ ସେବା

ସ୍ପେସ ଏକ୍ସର ସିଇଓ ମସ୍କ ନିକଟରେ ଏକ ନିଶ୍ଚିତତା ପ୍ରଦାନ କରିଛନ୍ତି ।  ସେ କହିଛନ୍ତି କି ଏଣିକି ବିନା ଟାଓ୍ବାରରେ ବି ମିଳିବ ମୋବାଇଲ ସେବା । ଏହାର ବିଟା ଟେଷ୍ଟିଂ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏକ୍ସ ପ୍ଳାଟଫର୍ମରେ ହୋଇଥିବା ଏକ ପୋଷ୍ଟିଂ ଅନୁସାରେ ଆଜିଠାରୁ ଷ୍ଟାରଲିନଙ୍କର…

ଓ୍ଵାକଫ୍ ସଂଶୋଧନ ବିଲକୁ ଜେପିସିର ମଂଜୁରୀ

ସଂସଦର ଯୁଗ୍ମ କମିଟି (ଜେପିସି) ସୋମବାର ଓ୍ଵାକଫ୍ ବିଲରେ ହୋଇଥିବା ପରିବର୍ତ୍ତନକୁ ଅନୁମୋଦନ କରିଛି। ସୋମବାର ବସିଥିବା ଚୂଡ଼ାନ୍ତ ବୈଠକରେ ସମସ୍ତ ୪୪ଟି ସଂଶୋଧନ ଉପରେ ଆଲୋଚନା ହୋଇଥିବା ଜେପିସି ସଭାପତି ଜଗଦମ୍ବିକା ପାଲ କହିଛନ୍ତି। ସେଥିମଧ୍ୟରୁ ଏନଡିଏ ସାଂସଦଙ୍କ ୧୪ଟି ପ୍ରସ୍ତାବକୁ ଅନୁମୋଦନ…

ପୁଣେରେ ପ୍ରାଣନେଉଛି ‘ଜିବିଏସ

ପୁଣେରେ ଚିନ୍ତା ବଢାଇଲାଣି ଗୁଇଲେନ-ବାରେ ସିଣ୍ଡ୍ରୋମ । ପୁଣେରେ ପାଖାପାଖି ୧୦୦ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୬ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତାର ଅଧିସୂଚନା ଜାରି

ଉତ୍ତରାଖଣ୍ଡରେ ସମାନ ନାଗରିକ ସଂହିତାର ଅଧିସୂଚନା ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ଏହା ଏକ ଐତିହାସିକ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହି ଆଇନ ପାଇଁ ଦିନରାତି କଠିନ ପରିଶ୍ରମ କରିଛନ୍ତି । ସମସ୍ତେ ସମନ୍ବୟ ରଖି କାମ…

ଏହା କେଜରିୱାଲଙ୍କ ଗ୍ୟାରେଣ୍ଟି, ମୋଦୀଙ୍କ ‘ନକଲି’ ଗ୍ୟାରେଣ୍ଟି ନୁହେଁ – କେଜ୍ରିୱାଲ୍‌

ଆଗକୁ ହେବାକୁ ଥିବା ଦିଲ୍ଲୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ନେତୃତ୍ବାଧୀନ ଦଳ ଆମ ଆଦମୀ ପାର୍ଟି (ଆପ୍‌) ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି। ଏହି ଇସ୍ତାହାରରେ କେଜ୍ରିୱାଲ୍‌ ୧୫ଟି ଗ୍ୟାରେଣ୍ଟି ଉଲ୍ଲେଖ କରିଛନ୍ତି।…

ପାୟଲ ଏବଂ କୃତିକାଙ୍କ ମଧ୍ୟରେ ସମ୍ପର୍କରେ ଫାଟ

ବିଗ ବସ୍‌ ଓଟିଟି ପରେ ୟୁଟ୍ୟୁବର ଅରମାନ ମଲ୍ଲିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଅରମାନ ଦୁଇଜଣଙ୍କୁ ବିବାହ କରିଥିବାରୁ ସବୁବେଳେ ଟ୍ରୋଲ ହୋଇଥାନ୍ତି। ତାଙ୍କର ଦୁଇ ସ୍ତ୍ରୀ ପାୟଲ ଏବଂ କୃତିକା ଏକାଠି ରୁହନ୍ତି। ଦୁହେଁ ଭଉଣୀ ପରି ଚଳନ୍ତି। ପାୟଲ ଏବଂ କୃତିକା ମିଶି ଘର ଏବଂ ବ୍ୟବସାୟର ଯତ୍ନ…

କୁମ୍ଭ ମେଳାରେ ବୁଡ଼ ପକାଇବ‌େ ସହ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ ପହଞ୍ଚି ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର 'ତ୍ରିବେଣୀ ସଙ୍ଗମ'ର ପବିତ୍ର ଜଳରେ ବୁଡ଼ ପକାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହ। ବୁଡ଼ ପକାଇବ‌େ ସହ ସାଧୁସନ୍ଥଙ୍କଠାରୁ ଆଶୀର୍ବାଦ ନେଇଛନ୍ତି ଶାହ।  ପବିତ୍ର ବୁଡ଼ ପକାଇବା ପରେ, ଶାହ ତାଙ୍କ ପତ୍ନୀ ସୋନାଲ ଶାହ…

ଜାମନଗରରେ ହେବ ବିଶ୍ବର ସର୍ବବୃହତ ଏଆଇ ଡ଼ାଟା ସେଣ୍ଟର

ଗୁଜରାଟର ଜାମନଗରରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ବିଶ୍ବର ସର୍ବବୃହତ୍ କୃତ୍ରିମ ବୁଦ୍ଧିମତା (ଏଆଇ) ଡାଟା ସେଣ୍ଟର ସ୍ଥାପନ କରିବ। ଏହାର କ୍ଷମତା ୩ ଗିଗାୱାଟ୍‌ ରହିବ। ବିଶ୍ବରେ ଏଆଇର ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି କମ୍ପାନି ଏଭଳି ଯୋଜନା କରିଛି। ଏନ୍‌ଭିଡିଆ…

ଜାନୁଆରୀ ୨୮ରେ ଶୁକ୍ର ମୀନ ରାଶିରେ ଚଳନ କରିବେ

ଜାନୁଆରୀ ୨୮ରେ ଶୁକ୍ର ମୀନ ରାଶିରେ ଚଳନ କରିବେ । ଶୁକ୍ରଙ୍କ ଚଳନ ଫଳରେ ମାଲବ୍ୟ ରାଜଯୋଗ ସୃଷ୍ଟି ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହଙ୍କୁ ପ୍ରେମ, ସୌନ୍ଦର୍ଯ୍ୟ ଓ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ । ଏହାସହ ଶୁକ୍ରଙ୍କ କୃପାରୁ ଜୀବନରେ ଉନ୍ନତି ଓ ଧନ ସମ୍ପତ୍ତି ବୃଦ୍ଧି…