Browsing Tag

#india

ଆମର ଲକ୍ଷ୍ୟ ଆତଙ୍କବାଦୀଙ୍କ ଅସ୍ତିତ୍ୱକୁ ମୂଳପୋଛ କରିବା

କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଜମ୍ମୁ-କଶ୍ମୀରର ସୁରକ୍ଷା ସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା, କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋର…

ରାମଲଲ୍ଲାଙ୍କ ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ , ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏହି ନିଷ୍ପତ୍ତି…

ଉତ୍ତରପ୍ରଦେଶର ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟ ରାମ ମନ୍ଦିର ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ କରିଛି। ସୂଚନା ଅନୁଯାୟୀ, ଅଯୋଧ୍ୟାରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରୟାଗରାଜର ମହାକୁମ୍ଭକୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ରାମ ମନ୍ଦିରକୁ ପ୍ରଭୁ…

ରାଜ୍ୟର ବିକାଶ ପାଇଁ ଅର୍ଥ କମିସନଙ୍କୁ ପ୍ରସ୍ତାବ ଦିଆଯାଇଛି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଷୋଡ଼ଶ ଅର୍ଥ କମିସନ ଡ଼କ୍ଟର ଅରବିନ୍ଦ ପାନଗେରିୟାଙ୍କର ବୈଠକ ହୋଇଛି । ସାକ୍ଷାତ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି ଯେ, ଅର୍ଥ କମିସନଙ୍କ  ସହିତ ହୋଇଥିବା ବୈଠକରେ ରାଜ୍ୟର ଆର୍ଥିକ ଦିଗ ଉପରେ ବିସ୍ତୃତ…

ଟସ ଜିତି ବ୍ୟାଟିଂ କରୁଛି ଇଂଲଣ୍ଡ

ଭାରତ ଓ ଇଂଲଣ୍ଡ ମଧ୍ୟ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ୍ । ପ୍ରଥମ ମ୍ୟାଚ୍‌ ନାଗପୁର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳା ଯାଉଛି ସିରିଜ୍‌ର ପ୍ରଥମ ମ୍ୟାଚ୍ । ପ୍ରଥମ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ଇଂଲଣ୍ଡ ଦଳ । ଆଜିର ମ୍ୟାଚ୍‌ ପାଇଁ…

ଏକଜିଟ ପୋଲ ଫଳାଫଳ, ବିଜେପିକୁ ଅଧିକ ଆସନ

କିଏ ଜିତିବ ଦିଲ୍ଲୀ ବିଧାନସଭା ନିର୍ବାଚନ । ମତଦାନ ଶେଷ ହୋଇଛି । ଦିଲ୍ଲୀ 70 ଟି ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି । ଯାହାର ଫଳାଫଳ ଫ୍ରେବ୍ରୁଆରି 8 ତାରିଖରେ ଘୋଷଣା କରାଯିବ ।  ଅନୁମାନ କରାଯାଇଛି ଯେ ଦିଲ୍ଲୀରେ ଏଥର ବିଜେପି…

ଔଷଧ ଭଳି କାମ କରେ କଦଳୀ ଚୋପା

କଦଳୀ ଖାଇ ସାରିବା ପରେ କିମ୍ବା ପୂଜାରେ ଭୋଗ ଲଗେଇ ସାରିବା ପରେ ଆମେ କଦଳୀ ଚୋପାକୁ ଫିଙ୍ଗି ଦେଇଥାଉ । ଅନେକ ଲୋକ ଏମିତି କରନ୍ତି । ଏହା ପ୍ରାୟ ସମସ୍ତଙ୍କ ଅଭ୍ୟାସ । ହେଲେ ଆପଣ ଜାଣନ୍ତି କି କଦଳୀ ଚୋପାରେ ବି ଅନେକ ଚମତ୍କାରିତା ଅଛି । ଯାହା ଆମ ଶରୀର ପାଇଁ ବେଶ ଭଲ ଏବଂ ଉପଯୋଗୀ । ତେବେ…

୪୯ ବର୍ଷ ରେ ପାଦ ଥାପିଲେ ଅଭିଷେକ , ଭାବପ୍ରବଣ ପୋଷ୍ଟ ସେୟାର କଲେ ପିତା ଅମିତାଭ

ମେଗାଷ୍ଟାର ଅମିତାଭ ବଚ୍ଚନ ପୁଅ ତଥା ଅଭିନେତା ଅଭିଷେକଙ୍କୁ ୪୯ତମ ଜନ୍ମଦିନରେ ଏକ ସ୍ବତନ୍ତ୍ର ଫଟୋ ସହିତ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ସକ୍ରିୟ ଥିବା ଅମିତାଭ ତାଙ୍କ ବ୍ଲଗରେ ଏକ କଳାଧଳା ଫଟୋ ଶେୟାର କରି ଭାବପ୍ରବଣ ହୋପଡ଼ିଛନ୍ତି। ଫଟୋରେ, ଅମିତାଭ ପ୍ରସୂତି…

ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି,ସେନ୍‌ସେକ୍ସ ୧୩୯୭ ପଏଣ୍ଟ ବୃଦ୍ଧି ସହ ୭୮,୬୫୮ ପଏଣ୍ଟରେ ବନ୍ଦ ହୋଇଛି

ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି। ଯେଉଁ ଟାଣରେ ଟ୍ରମ୍ପ ହୁଙ୍କାର ଦେଉଛନ୍ତି, ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରିବାରେ ତାଙ୍କ କ୍ଷମତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ଏକ ବଡ଼ ଧରଣର ବାଣିଜ୍ୟ ଲଢ଼େଇକୁ ନେଇ ଆଶଙ୍କାରେ ଥିବା ନିବେଶକମାନେ ଆଶ୍ବସ୍ତ ହେବା ସହ ଉତ୍ସାହର ସହ…

ଗାଁର ବିକାଶ ହେଲେ ଦେଶର ବିକାଶ ହେବ

ବିକଶିତ ଗାଁ ବିକଶିତ ଓଡ଼ିଶାର ଆଜି ଶୁଭାରମ୍ଭ। ଏନେଇ ପୂର୍ବରୁ ରାଜ୍ୟ ସରକାର ବିସ୍ତୃତ ମାର୍ଗଦର୍ଶିକା ଜାରି କରିସାରିଛନ୍ତି।  ଜିଲ୍ଲାପାଳ ଓ ବିଡିଓଙ୍କୁ ଏହି ମାର୍ଗଦର୍ଶିକା ପଠାଯାଇସାରିଛି । ଫେବ୍ରୁଆରୀ ମାସ ୧୫ ତାରିଖ ସୁଦ୍ଧା ପ୍ରତି ଗାଁ ସେହି ଅନୁସାରେ ୫ ବର୍ଷିଆ ଯୋଜନା ତାଲିକା…

ଚଳିତ ବର୍ଷ ଫେବୃଆରୀ ପୂର୍ବରୁ ତାପମାତ୍ରା ବୃଦ୍ଧି ସମସ୍ତଙ୍କୁ ଚକିତ କରିଛି

ଗତ ମାସ ୨୭ ତାରିଖରେ କୋରାପୁଟର ତାତି ଦୀର୍ଘ ୫୨ ବର୍ଷର ରେକର୍ଡ ଭାଙ୍ଗିଛି। ଜାନୁଆରୀ ମାସରେ କୋରାପୁଟ ତାତି ୩୩.୪ ଡିଗ୍ରୀରେ ପହଞ୍ଚିଛି। ୧୯୭୩ ପରେ ପ୍ରଥମ ଥର ପାଇଁ ଜାନୁଆରୀରେ ଏଭଳି ତାତି ଅନୁଭୂତ ହୋଇଛି। ଜାନୁଆରୀ ୩୧ରେ ଭବାନୀପାଟଣାରେ ରେକର୍ଡ ୩୪ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି।…