ସପ୍ତାହ ସାରା ପ୍ରେମରେ ଭିଜି ଥିବା ପ୍ରେମୀଯୁଗଳ ଆଜି ପାଳୁଛନ୍ତି ଭାଲେଣ୍ଟାଇନ ଡେ’
ପ୍ରେମ ପାର୍ବଣରେ ପଡ଼ିବ ଯବନିକା। ଦେଇସାରିଛନ୍ତି ଗୋଲାପ। ମନର ଅକୁହା କଥାକୁ ବି ବ୍ୟକ୍ତ କରିସାରିଛନ୍ତି। ଚକୋଲେଟ ଦେଇ ସମ୍ପର୍କକୁ ମଧୁର କରିସାରିଛନ୍ତି। ସପ୍ତାହ ସାରା ପ୍ରେମରେ ଭିଜି ଥିବା ପ୍ରେମୀଯୁଗଳ ଆଜି ପାଳୁଛନ୍ତି ପ୍ରେମ ଦିବସ ଅର୍ଥାତ ଭାଲେଣ୍ଟାଇନ ଡେ’। ଏଥିପାଇଁ ପ୍ରେମୀଯୁଗଳଙ୍କ…