Browsing Tag

#india

ନାଲି ଆଖି ଦେଖାଇ ପୁଣି ଥରେ ଭାରତକୁ ଯୁଦ୍ଧ ଧମକ ଦେଇଛି ପାକିସ୍ତାନ

ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣି ଥରେ ଭାରତ ବିରୁଦ୍ଧରେ ବିଷ ଓଗାଳିଛନ୍ତି। ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ପୁଣି ଥରେ ନାଲି ଆଖି ଦେଖାଇ ଭାରତକୁ ଧମକ ଦେଇଛନ୍ତି। ନିକଟରେ ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ…

ଆମେରିକାରେ ସରକାରୀ କର୍ମଚାରୀଙ୍କୁ ହ୍ୱାଟ୍ସଆପ୍‌ ନିଷେଧ

ଇରାନ ପରେ ଏବେ ଆମେରିକା ସଂସଦ ସମସ୍ତ ସରକାରୀ ଡିଭାଇସରୁ ହ୍ୱାଟ୍ସଆପ୍‌କୁ ନିଷିଦ୍ଧ କରିଛି। ରିପୋର୍ଟ ଅନୁସାରେ, ଡାଟା ସୁରକ୍ଷା ଏବଂ ସାଇବର ସୁରକ୍ଷା ସହ ଜଡ଼ିତ ବିପଦ ଏହି ନିଷ୍ପତ୍ତି ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କ’ଣ ଆମେରିକା ସରକାର ଏବେ ଆଉ ନିଜ…

ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ – ଆଇନ ମନ୍ତ୍ରୀ

ଅଣସର ଘରେ ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  ।  ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ , ମୋଦକ ଗଣାହୁଏନାହିଁ  ବରଂ ଏହି ପ୍ରସଙ୍ଗକୁ ଅଯଥା ଚର୍ଚ୍ଚାକୁ ଅଣାଯାଉଛି । କିଛି ଦଇତା ସେବକ…

ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ କଲେଜ୍, ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ କଲେଜ୍। ଏ ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ ଏବଂ ନବରଙ୍ଗପୁରରେ ଏମବିବିଏସ୍ କଲେଜ୍ ପ୍ରତିଷ୍ଠା ହେବ। ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଏବଂ ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ୪ଟି…

ଆଜିକାଲି ମହିଳାମାନେ ସାମାନ୍ୟ ଘୁଙ୍ଗୁଡ଼ି ମାରିବା ପାଇଁ ବି ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ଦେଉଛନ୍ତି- ସୁପରଷ୍ଟାର ସଲମାନ…

ସୁପରଷ୍ଟାର ସଲମାନ ଖାନ ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ସୋ’ର ସିଜିନ୍ ୩ର ପ୍ରଥମ ଏପିସୋଡ୍‌ରେ ନଜର ଆସିଥିଲେ।  ସଲମାନ ସୁନୀଲ ଗ୍ରୋଭର, କିକୁ ଶାରଦା ଏବଂ କୃଷ୍ଣ ଅଭିଷେକଙ୍କ କମେଡିର ମଜା ନେବା  ସହିତ  କପିଲ୍ ଶର୍ମା, ନବଜୋତ ସିଂହ ସିଦ୍ଧୁ ଏବଂ ଅର୍ଚ୍ଚନା ପୁରନ୍ ସିଂହଙ୍କ ସହ  ମନଖୋଲି କଥା…

ସେନ୍‌ସେକ୍ସ ୫୧୧ ପଏଣ୍ଟ ହ୍ରାସ

ବିଶ୍ବର ଅନ୍ୟତମ ପ୍ରମୁଖ ଜଳପଥ ହୋର୍ମୁଜ ପ୍ରଣାଳୀକୁ ବନ୍ଦ କରିବା ଲାଗି ଇରାନ ନିଷ୍ପତ୍ତି ନେଇଥିବାରୁ ବିଶ୍ବ ଷ୍ଟକ୍ ବଜାର କାରବାର ଉପରେ ତାହାର ପ୍ରଭାବ ପଡ଼ିଛି। ସୋମବାର ଭାରତ ସମେତ ବିଭିନ୍ନ ଦେଶର ଷ୍ଟକ୍ କାରବାର ମାନ୍ଦା ରହିଥିଲା। ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୫୧୧ ପଏଣ୍ଟ…

ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଘୂର୍ଣ୍ଣିବଳୟ ପ୍ରଭାବରେ ବଜ୍ରପାତ ସହ ଝଡ଼ବର୍ଷାର ସମ୍ଭାବନା ଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଦକ୍ଷିଣ ଉତ୍ତର ପ୍ରଦେଶରୁ ଉତ୍ତର ପଶ୍ଚିମ…

ଆଜିର ରାଶିଫଳ

ମେଷ: କର୍ମଚଞ୍ଚଳ ରହିବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ପ୍ରବାହିତ ହେବ। ପରୋପକାରୀ ଓ କରିତ୍‌କର୍ମା ହେବେ। ବୃଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ସଦୁପଯୋଗ…

ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସିକା ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଯୁବ ଶକ୍ତି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟାରେ ଭୁବନେଶ୍ଵରରୁ ବାହାରି ପ୍ରଥମେ ଆସିକା ହରିହର ହାଇସ୍କୁଲରେ ହୋଇଥିବା ଅସ୍ଥାୟୀ…

ଇରାନ ଉପରେ ଆମେରିକାର ଆକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଜ୍ଜନକ

ଆମେରିକାର ଆକ୍ରମଣ ପରେ ଇରାନ ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀକାଳୀନ ବୈଠକ ପାଇଁ ଦାବି କରିଥିଲା । ରବିବାର ବିଳମ୍ବିତ ରାତିରେ ଇସ୍ରାଏଲ, ଇରାନ ଓ ଆମେରିକା ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଥିଲା । ଏହି ବୈଠକରେ ଅନ୍ତର୍ଜାତୀୟ…