Browsing Tag

#india

ସୋଏବ ଅଖତରଙ୍କ ସମେତ ୧୬ ଜଣକ ୟୁଟ୍ୟୁବରଙ୍କର ଚ୍ୟାନେଲ୍‌କୁ ଅବରୋଧ କରିଛନ୍ତି କେନ୍ଦ୍ର ସରକାର

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଗୋଟାଏ ପରେ ଗୋଟାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ଭାରତ ସରକାର। ଏବେ ସରକାର ସୋଏବ ଅଖତରଙ୍କ ସମେତ ୧୬ ଜଣକ ୟୁଟ୍ୟୁବରଙ୍କର ଚ୍ୟାନେଲ୍‌କୁ ଅବରୋଧ କରିଛନ୍ତି। ସରକାରୀ ସୂତ୍ର ଅନୁଯାୟୀ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ…

ମେ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ଏବଂ ପବନ ବହିବା ଦ୍ବାରା ଦିନ ତାପମାତ୍ରା ୪୦ଡିଗ୍ରୀ ତଳକୁ ଖସି ଆସିଛି। ତତଲା ପାଗରେ ପରିବର୍ତ୍ତନ ଆସିଛି। ବିଶେଷ କରି ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଉପରେ ରହୁଥିବା ବେଳେ ଆଜି ତାହା…

ଗୁରୁ ଗ୍ରହ ୧୪ ମେ’ରେ ମିଥୁନ ରାଶିରେ ପ୍ରବେଶ କରିବେ, ଜାଣନ୍ତୁ କେଉଁ ରାଶି ହେବେ ଭାଗ୍ୟବାନ୍‌..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ଅନୁସାରେ ରାଶି ପରିବର୍ତ୍ତନ କରି ଥାନ୍ତି। ଏହାର ପ୍ରଭାବ ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ଜ୍ୟୋତିଷ ଗଣନାନୁସାରେ ଜୁଲାଇରେ ଶନିଦେବ ଓଲଟା ଚଳନ କରିବେ। ଗୁରୁ ଗ୍ରହ ୧୪ ମେ’ରେ ମିଥୁନ ରାଶିରେ ପ୍ରବେଶ କରିବେ । ଏହି ବିଶେଷ…

ଆସନ୍ତାକାଲି ରାଜ୍ୟ କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ

କେନ୍ଦ୍ର ଏବଂ ରାଜ୍ୟରେ ବିଜେପି ସରକାର। କିନ୍ତୁ କେହି ସମ୍ବିଧାନ ମାନୁନାହାନ୍ତି। ଏଥିପାଇଁ ଆସନ୍ତାକାଲି ରାଜ୍ୟ କଂଗ୍ରେସ ତରଫରୁ ସମ୍ବିଧାନ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ କରାଯିବ। ଆଜି ଏନେଇ ସୂଚନା ଦେଇଛନ୍ତି ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ। ସମ୍ବିଧାନ ବଞ୍ଚାଅ ଅଭିଯାନ…

ସର୍ବଦଳୀୟ ବୈଠକରେ ମୋଦୀଙ୍କ ଅନୁପସ୍ଥିତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ – ମଲ୍ଲିକାର୍ଜୁନ ଖଡ଼ଗେ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସାମ୍ପ୍ରତିକ ଆତଙ୍କବାଦୀ ଘଟଣା, ଯେଉଁଥିରେ ପ୍ରାୟ ୨୬ ଜଣ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି, ତାହା…

ଜାମ୍ମୁ-କାଶ୍ମୀରରେ ଆଉ ୩ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା

ଜାମ୍ମୁ-କାଶ୍ମୀରରେ ଆଉ ୩ ଆତଙ୍କବାଦୀଙ୍କ ଘର ଭାଙ୍ଗିଛି ସେନା। ସ୍ଥାନୀୟ ପ୍ରଶାସନ ସହାୟତାରେ ବାନ୍ଦିପୋରା, ପୁଲଓ୍ବାମା ଏବଂ ସୋପିଆନ ଅଞ୍ଚଳରେ ଥିବା ଏହି ୩ ଆତଙ୍କବାଦୀଙ୍କ ଘରକୁ ମାଟିରେ ମିଶାଯାଇଛି। ପହଲଗାଓଁ ଆକ୍ରମଣ ପରେ ପ୍ରଶାସନ ଏବଂ ସେନାର କାର୍ଯ୍ୟାନୁଷ୍ଠାନ ସ୍ଵରୂପ ମୋଟ ୯ ଜଣ…

ଭାଇରସ୍‌ରୁ ମୁକ୍ତି ଦେବ ଚୁଇଂ ଗମ୍‌

କିଛି ଗବେଷଣା କହେ ଚୁଇଂ ଗମ୍‌ ଅଧିକ ଚୋବାଇବା ସ୍ବାସ୍ଥ୍ୟ ପାଇଁ ଭଲ ନୁହେଁ। ହେଲେ ଏବେ ଏମିତି ଚୁଇଂ ଗମ୍‌ ତିଆରି କରାଯାଇଛି, ଯାହାକୁ ଚୋବାଇଲେ କିଛି ଭାଇରସ୍‌ରୁ ମୁକ୍ତି ମିଳିବ। ଆମେରିକା, ପେନ୍‌ସିଲଭାନିଆ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଟିମ୍‌ ଏକ ବିଶେଷ ପ୍ରକାରର ଆଣ୍ଟିଭାଇରାଲ ଚୁଇଂ…

ମେ’ ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ପ୍ରବାହ ସହ କାଳବୈଶାଖୀ ପ୍ରଭାବ ଜାରି ରହିବ ବୋଲି ପାଣିପାଗ…

ରାଜ୍ୟରେ ଖରାଗୁଳଗୁଳି ସହ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳୁଛି। ରବିବାର ରାଜ୍ୟର ବିଭିନ୍ନ ଜିଲାରେ ଗ୍ରୀଷ୍ମ ଲହରି ନେଇ ୟେଲୋ ଓ୍ବାର୍ନିଂ ରହିଥିବାବେଳେ କାଳାବୈଶାଖୀ ଭୟ ମଧ୍ୟ ରହିଛି। ଝାରସୁଗୁଡ଼ା, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର ଆଦି ଜିଲାରେ ଗ୍ରୀଷ୍ମପ୍ରବାହ ସମ୍ଭାବନା ସହ ବାଲେଶ୍ୱର,…

ରୁଷ ଜେନେରାଲଙ୍କୁ ହତ୍ୟା କରିଥିବା ସନ୍ଦିଗ୍ଧ ବ୍ୟକ୍ତି ଗିରଫ

ମସ୍କୋରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ରୁଷକୁ ବଡ଼ ସଫଳତା ମିଳିଛି। ମସ୍କୋ ବାହାରେ ଏକ କାର୍ ବୋମା ବିସ୍ଫୋରଣରେ ଜଣେ ରୁଷ ଜେନେରାଲଙ୍କୁ ହତ୍ୟା କରିଥିବା ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରୁଷିଆର ଗୁଇନ୍ଦା ସେବା ଏ ବିଷୟରେ ସୂଚନା ଦେଇଛି। ମସ୍କୋ କହିଛି ଯେ ବିସ୍ଫୋରଣ ପଛରେ…

ଆଇପିଏଲ ୨୦୨୫ : ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୫୪ ରନରେ ହରାଇଦେଇଛି ମୁମ୍ବାଇ ଇଣ୍ଡିଆନ୍ସ

ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୪୫ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସକୁ ୫୪ ରନରେ ହରାଇଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ୨୧୬ ରନର ଲକ୍ଷ୍ୟ ଜବାବରେ ଲକ୍ଷ୍ନୌ ୧୬୧ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମିଚେଲ ମାର୍ସ ୩୪ ରନ କରିଥିବାବେଳେ…