Browsing Tag

#india

ଆମେରିକାରେ ରହୁଥିବା ହଜାର ହଜାର ଭାରତୀୟଙ୍କ ନିଜ ହଜାଇଛି ଟେକ୍ ସେକ୍ଟରରେ ଆସିଥିବା ଛଟେଇର ନୂଆ ଲହର

ଆମେରିକାର ଟେକ୍ ସେକ୍ଟରରେ ଆସିଥିବା ଛଟେଇର ନୂଆ ଲହର ସେଠାରେ ରହୁଥିବା ହଜାର ହଜାର ଭାରତୀୟଙ୍କ ନିଜ ହଜାଇଛି । ଭାରତୀୟ ଇଞ୍ଜିନିୟର ଓ ସଫ୍ଟୱେର ଡେଭଲପର୍ସଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଯେଉଁମାନେ ବର୍ଷ ବର୍ଷ ଧରି ଆମେରିକା କାମ କରୁଛନ୍ତି, ଘର କିଣି ସାରିଛନ୍ତି ଓ ନିଜ…

କକରୋଚ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ବ୍ୟାନ , କ୍ଷୋଭ ପ୍ରକାଶ କଲେ ଅଭିଜିତ ଦିପକେ

ଇଣ୍ଟରନେଟରେ ଏବେ କକରୋଚ ଜନତା ପାର୍ଟିକୁ ନେଇ ଖୁବ୍ ଚର୍ଚ୍ଚା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଏକ ବିବୃତ୍ତିରୁ ସଷ୍ଟି ହୋଇଥିବା କକରୋଚ ଜନତା ପାର୍ଟିରେ ମାତ୍ର କିଛି ସମୟରେ ଲକ୍ଷାଧିକ ଫଲୋଅର୍ସ ଯୋଡ଼ି ହୋଇଛନ୍ତି। ହେଲେ ଏବେ ଏହି ପାର୍ଟିର ଏକ୍ସ ଆକାଉଣ୍ଟକୁ…

ଦିଲ୍ଲୀରେ ପ୍ରକୋପ ଦେଖାଉଛି ଗ୍ରୀଷ୍ମ ପ୍ରବାହ: ୪୫ ଡିଗ୍ରୀ ଟପିଲା ତାପମାତ୍ରା

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସ୍ଥିତି ଅତି ସଂଗୀନ ହୋଇପଡ଼ିଛି। ମଇ ମାସର ଏହି ପ୍ରଚଣ୍ଡ ରୌଦ୍ରତାପ ସାଧାରଣ ଜନଜୀବନକୁ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ କରିଦେଇଛି। ଦିଲ୍ଲୀର ଅନେକ ପାଣିପାଗ କେନ୍ଦ୍ରରେ ସର୍ବାଧିକ ତାପମାତ୍ରା ୪୫…

ଭାରତ ଓ ଇଟାଲୀ ଉଭୟ ଦେଶ ନିଜର ସମ୍ପର୍କକୁ ‘ବିଶେଷ ରଣନୀତିକ ସହଭାଗିତା’ ସ୍ତରକୁ ଉନ୍ନୀତ କରିଛନ୍ତି

ଭାରତ ଓ ଇଟାଲୀ ମଧ୍ୟରେ ରହିଥିବା କୂଟନୈତିକ ସମ୍ପର୍କ ଆଜି ଏକ ନୂଆ ଶିଖରରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ମଧ୍ୟରେ ଅନୁଷ୍ଠିତ ଦ୍ବିପାକ୍ଷିକ ବୈଠକରେ ଉଭୟ ଦେଶ ନିଜର ସମ୍ପର୍କକୁ ‘ବିଶେଷ ରଣନୀତିକ ସହଭାଗିତା’ ସ୍ତରକୁ ଉନ୍ନୀତ…

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ୪୬ ଡିଗ୍ରୀ ଟପିଛି ତାପମାତ୍ରା

ଆକାଶରୁ ବର୍ଷୁଛି ନିଆଁ । ରାତି ନପାହୁଣୁ ଅସହ୍ୟ ଗରମ ଓ ଗୁଳୁଗୁଳି। ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ୪୬ ଡିଗ୍ରୀ ଟପିଛି ତାପମାତ୍ରା । ରାଜ୍ୟରେ ଦୁଇ ଦୁଇଟି ସ୍ଥାନରେ ପାରଦ ୪୬ ଡିଗ୍ରୀ ଛୁଇଁଛି । ଗତକାଲି ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ସେଲସିଅସ ତାପମାତ୍ରା…

ଆଜିର ରାଶିଫଳ

ମେଷ: ଆପଣ କାର୍ଯ୍ୟରେ ବାଧାବିଘ୍ନକୁ ଦୂର କରିବେ । ସୁବିଧା ଏବଂ ସମନ୍ୱୟ ପ୍ରଗତି ଆଣିବ । ଏହା ଆପଣଙ୍କୁ ଆର୍ଥିକ ଲାଭଦାୟକ କାର୍ଯ୍ୟଗୁଡ଼ିକ ସମାପ୍ତ କରିବାରେ ସାହାଯ୍ୟ କରିବ । ଯାତ୍ରା ଶୁଭ ହେବ । ଆପଣଙ୍କ ମାଆଙ୍କ ପକ୍ଷରୁ ଆପଣଙ୍କୁ ବିଶେଷ ଲାଭ ମିଳିବ । ଆପଣ କାର୍ଯ୍ୟରେ ସନ୍ତୋଷଜନକ ସଫଳତା…

କୁକୁରପ୍ରେମୀମାନେ ଏଣେତେଣେ ଖାଇବାକୁ ନଦେବାକୁ ନିବେଦନ କଲେ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଓଡ଼ିଶାରେ କାର୍ଯ୍ୟକାରୀ ହେବ ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ। ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ହିଂସ୍ର କୁକୁରଙ୍କୁ ରୋକିବା ପାଇଁ ପଦକ୍ଷେପ ନିଆଯିବ। କୁକୁରଙ୍କୁ ଟିକାକରଣ ସହ ବନ୍ଧ୍ୟାକରଣ…

ଜୁନ୍‌ ମାସରେ ଫ୍ରାନ୍ସରେ ହେବାକୁ ଥିବା ଜି୭ ସମ୍ମିଳନୀରେ ମୋଦୀ ଓ ଟ୍ରମ୍ପ ପରସ୍ପରକୁ ଭେଟି ପାରନ୍ତି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ସର୍ବଦା ଚର୍ଚ୍ଚାରେ ରହିଥାଏ। ଗତବର୍ଷ ଫେବ୍ରୁଆରିରେ ହ୍ବାଇଟ୍‌ ହାଉସରେ ଦୁଇ ନେତାଙ୍କ ଗୁରୁତ୍ବପୂର୍ଣ୍ଣ ସାକ୍ଷାତ ଆଲୋଚନା ପରଠାରୁ ଦୁଇ ରାଷ୍ଟ୍ରମୁଖ୍ୟ କୌଣସି ବିଶ୍ୱସ୍ତରୀୟ ସମ୍ମିଳନୀରେ…

ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କୋଲକାତାରେ ଅବସ୍ଥାପିତ ଜାପାନର କନସୁଲ୍ ଜେନେରାଲ ମିଷ୍ଟର ଇସିକାୱା ୟୋସିହିସା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଜାପାନ ଓ ଓଡ଼ିଶା ମଧ୍ୟରେ ସହଭାଗୀତା ବୃଦ୍ଧି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…

ସୋସିଆଲ ମିଡିଆରେ ମେଲୋଡି ଟଫି ଟ୍ରେଣ୍ଡ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ମେଲୋଡି କ୍ୟାଣ୍ଡି (ଚକୋଲେଟ୍) ଉପହାର ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଏହାସହ ସୋସିଆଲ ମିଡିଆରେ ମେଲୋଡି ଟଫି ଟ୍ରେଣ୍ଡ୍ ଦେଖାଯାଇଛି। ପିଏମ ମେଲୋନି ଇନଷ୍ଟାଗ୍ରାମରେ ଭିଡିଓ…