B.Ed, B.H.Ed, M.Ed ପାଠ୍ୟକ୍ରମ ପାଇଁ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ ଆବେଦନ ପ୍ରକିୟା
B.Ed, B.H.Ed, M.Ed ପାଇଁ ପ୍ରବେଶିକା ପରୀକ୍ଷା ଆବେଦନ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ସୋମବାର ଠାରୁ ଆବେଦନ ପ୍ରକିୟା ଆରମ୍ଭ ହେବ। ମେ' ୩୧ ରେ B.Ed ଏବଂ ଜୁନ ୩ରେ M.Ed ଏବଂ B.H.Ed ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା…