Browsing Tag

#india

ଓଡ଼ିଶାର ସୁଦ୍ଧୃତି ପଡ଼ିହାରୀ ହେଲେ ‘ମିସ୍‌ ଡିଭା ଫ୍ୟାଶନ ଡିଜାଇନର’

ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍‌ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍‌ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍‌ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍‌ ହାତେଇଥିବା ବେଳେ ବିପ୍ରା ମେହେଟ୍ଟା ‘ଲିଭା ମିସ୍‌ ଡିଭା…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଅସୁସ୍ଥ

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍‌ ଖରାପ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ରାତିରେ ଶୋଇବା ସମୟରେ ସେ ଅସ୍ଥିରତା ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କୁହାଯାଉଛି। ସୂଚନାନୁଯାଇ, ୭୩ ବର୍ଷୀୟ…

ଯଦି ଆପଣ କୁଲରରୁ ଥଣ୍ଡା ପବନ ଚାହୁଁଛନ୍ତି, ତେବେ ଏଥିରେ ସଠିକ୍ ପରିମାଣର ପାଣି ଭର୍ତ୍ତି ହେବା ଗୁରୁତ୍ୱପୂର୍ଣ୍ଣ

କୁଲର ବ୍ୟବହାର କରିବା ସମୟରେ, ଆପଣଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କଥା ମନେ ରଖିବାକୁ ପଡିବ। ଅନେକ ସମୟରେ ଲୋକମାନେ ଏପରି ଭୁଲ କରନ୍ତି ଯାହା ଯୋଗୁଁ କୁଲର ଥଣ୍ଡା ପବନ ବଦଳରେ ଗରମ ପବନ ବହିବାକୁ ଆରମ୍ଭ କରେ। ଯଦି ଆପଣ ମଧ୍ୟ ଆପଣଙ୍କ କୁଲରରୁ ସମ୍ପୂର୍ଣ୍ଣ ଥଣ୍ଡା ପାଉନାହାଁନ୍ତି ଏବଂ ଆପଣଙ୍କୁ…

ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ ପରଲୋକ

ଆଉ ନାହାଁନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ  । ଭୁବନେଶ୍ବର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି ।  ଅନନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଲୋକ ପ୍ରିୟ ଜନ ନେତା ଓ…

ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ

ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ। ଏହି ପ୍ରତୀକ୍ଷିତ ଫାଇନାଲ୍ ଫାଇଟ୍ ପାଇଁ ଉଭୟ ଦଳ ସବୁପ୍ରକାର ପ୍ରସ୍ତୁତି କରିସାରିଛନ୍ତି। ରୋହିତ ଶର୍ମା, ବିରାଟ କୋହଲି, ଗିଲଙ୍କ…

ମୁମ୍ବାଇ ଛାଡିଲେ ଅନୁରାଗ କଶ୍ୟପ

ଅନୁରାଗ କଶ୍ୟପଙ୍କୁ ନେଇ ଏବେ ବଲିଉଡରେ ଖୁବ୍ ଚର୍ଟ୍ଟା । ତେବେ ଅନୁରାଗ ବଲିଉଡ୍କୁ କହିଛନ୍ତି ବାଏ ବାଏ ।  ସେ ବଲିଉଡ୍ ଛାଡିଦେଇଛନ୍ତି  ।  ଯାହାକୁ ନେଇ ସବୁଠି ଚର୍ଚ୍ଚା ହେବା ସହ ଏହି ଖବର ଶୁଣି କିଛି  ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।  ସେ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ଦ୍ଦେଶକ, କାହାଣୀକାର,…

ଶରୀରର ଓଜନ କମାଏ ପଦ୍ମନାଡ଼

ପଦ୍ମ ଫୁଲ ମାଆ ଲକ୍ଷ୍ମୀଙ୍କ ପାଖରେ ଲାଗେ ଏବଂ ପୂଜା ପର୍ବାଣୀରେ ଲାଗେ । ପୂଜା ପାଇଁ ଫୁଲକୁ ରଖି ଆମେ ପଦ୍ମର ନାଡ ଫିଙ୍ଗି ଦେଉ । ହେଲେ ଆପଣ ଜାଣନ୍ତି କି ଶରୀର ପାଇଁ ଏହି ନାଡ କେତେ ଜରୁରୀ । ପଦ୍ମର ନାଡ ଔଷଧ ପରି କାମ କରେ.. ଖାଆନ୍ତୁ ପଦ୍ମନାଡ଼ ଶରୀରରେ ବୃଦ୍ଧି ପାଉଥିବା ଓଜନକୁ…

ଦୋଳ ପୂର୍ଣ୍ଣିମା ଓ ହୋଲି ସମୟର ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୭ ଦିନ ଲାଗି ସ୍ଥଗିତ ରହିବ

ଦୋଳ ପୂର୍ଣ୍ଣିମା ଓ ହୋଲି ସମୟର ନୀତିକାନ୍ତି ଯୋଗୁ ରତ୍ନଭଣ୍ଡାର ମରାମତି କାମ ୭ ଦିନ ଲାଗି ସ୍ଥଗିତ ରହିବ। ଛତିଶା ନିଯୋଗର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୯ ତାରିଖରୁ ୧୫ ତାରିଖ ଯାଏ ବନ୍ଦ ରହିବ ମରାମତି କାମ। ଆଗାମୀ ଦୋଳଯାତ୍ରା ଅବସରରେ ଶ୍ରୀମନ୍ଦିରରେ ବିଶେଷ ନୀତିକାନ୍ତି ସମ୍ପାଦନ…

ବଦଳିବନି ରେଭେନ୍ସା କଲେଜର ନାଁ

ବଦଳିବନି ରେଭେନ୍ସା କଲେଜର ନାଁ । ନାମ ପରିବର୍ତ୍ତନ ନେଇ ସରକାରଙ୍କ ନିକଟରେ ନାହିଁ କୌଣସି ପ୍ରସ୍ତାବ । ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜଙ୍କ ଉତ୍ତର ଏହି ପ୍ରସଙ୍ଗକୁ ପୁଣି ଚର୍ଚ୍ଚାକୁ ଆଣିଛି । ରେଭେନ୍ସା କଲେଜର ନାଁ ବଦଳାଇବା ନେଇ କେନ୍ଦ୍ର ମନ୍ତ୍ରୀ…

ଇରାନ ସହ ପରମାଣୁ ଚୁକ୍ତି କରିବାକୁ ଚାହୁଁଛନ୍ତି ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ସେ ଇରାନ ସହ ପରମାଣୁ ଚୁକ୍ତି କରିବାକୁ ଚାହୁଁଛନ୍ତି ଏବଂ ଏ ନେଇ ଇରାନର ସର୍ବୋଚ୍ଚ ନେତାଙ୍କୁ ଏକ ଚିଠି ପଠାଇଛନ୍ତି। ଶୁକ୍ରବାର ଫକ୍ସ ବିଜନେସ ନେଟୱାର୍କକୁ ଦେଇଥିବା ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି, "ମୁଁ ଆଶା କରୁଛି ଆପଣମାନେ…