ଏହି କାରଣରୁ ପୁଣି ଥରେ ହସ୍ପିଟାଲରେ ଭର୍ତି ହେଲେ ଅଭିନେତ୍ରୀ ଏବଂ ୟୁଟ୍ୟୁବର ଦୀପିକା କକ୍କର
"ସସୁରାଲ ସିମର କା" ଫେମ୍ ଅଭିନେତ୍ରୀ ଏବଂ ୟୁଟ୍ୟୁବର ଦୀପିକା କକ୍କର ପୁଣି ଯନ୍ତ୍ରଣା ଅନୁଭବ କରୁଛନ୍ତି। ଲିଭର କ୍ୟାନସର ଚିକିତ୍ସା ପରେ, ତାଙ୍କର ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଦୀପିକା ହଠାତ୍ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଯାହା ଫଳରେ ତାଙ୍କୁ ହସ୍ପିଟାଲ ଯିବାକୁ…