Browsing Tag

#india

ଆଜି ଠାରୁ ଶିଶୁ ବାଟିକାରେ ପାଠପଢ଼ା ଆରମ୍ଭ, କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ

ଏପ୍ରିଲ୍ ୨ ତାରିଖ ବୁଧବାରଠାରୁ ଶିଶୁ ବାଟିକାରେ ପାଠପଢ଼ା ଆରମ୍ଭ ହୋଇଛି। ଏହି ଅବସରରେ ଭୁବନେଶ୍ବର ବଡ଼ଗଡ଼ ହାଇସ୍କୁଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁନିକୁନି ପିଲାଙ୍କୁ ଖଡ଼ି ଛୁଆଁଇଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ…

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ

ଆଜି ଶ୍ରୀମନ୍ଦିରରେ ୫ ଘଣ୍ଟା ଦର୍ଶନ ବନ୍ଦ ରହିବ।  ମହାପ୍ରଭୁଙ୍କ ବନକଲାଗି ନୀତି ଯୋଗୁଁ   ଦର୍ଶନ ବନ୍ଦ ହେବ ।  ଚୈତ୍ର ଶୁକ୍ଳ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହ ମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଲାଗିବ ।  ଏହାପରେ ଆପାତତଃ ଅପରାହ୍ନ  ୫ଟାରୁ ରାତି…

ଆଜିଠୁ ବଦଳିବ ପାଗ ,କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗର ୱାର୍ଣ୍ଣି

ଆଜିଠୁ ବଦଳିବ ପାଗ । କାଳବୈଶାଖୀ ସମ୍ଭାବନା ନେଇ ପାଣିପାଗ ବିଭାଗର ୱାର୍ଣ୍ଣି । ୧୫ ଜିଲ୍ଲାକୁ ଘଡ଼ଘଡି ସହ ବର୍ଷା ନେଇ ଆକଳନ । କୁଆପଥର ବର୍ଷା ସହ ୪୦ କିଲୋମିଟର ପର୍ଯ୍ୟନ୍ତ ବହିପାରେ ପବନ । ଟ୍ରପ ଲାଇନ ପ୍ରଭାବରେ ଖରା ପରେ ବର୍ଷା ହେବାକୁ ଥିବା ବେଳେ ୫ ତାରିଖ ଯାଏ ରାଜ୍ୟରେ ବର୍ଷା…

ଆଜି ଠାରୁ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବା‌ରଠାରୁ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ମୂଲ୍ୟାୟନରେ ୧୬ ହଜାର ଅଧ୍ୟାପକ ଅଧ୍ୟାପିକା ସାମିଲ ହେବେ। ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ ମୂଲ୍ୟାୟନ ପାଇଁ ୧୪୮ଟି…

ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୮ ଓ୍ବିକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ

ଆଇପିଏଲ୍ କ୍ରିକେଟର ଗତକାଲି  ଅନୁଷ୍ଠିତ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୮ ଓ୍ବିକେଟରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ । ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଆୟୋଜିତ ମ୍ୟାଚରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା…

ଆଜିର ରାଶିଫଳ

ମେଷ: ଆପଣଙ୍କ ମନରେ ବିଶେଷ ବିଚାର ଆସିବ। ବ୍ୟବସାୟରେ କୌଣସି ବଡ଼ ସଫଳତା ପାଇବେ। କୋର୍ଟ କଚେରି ମାମଲାରେ କିଛି ବାଧା ଆସିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ହେବ। ବୃଷ: ଆପଣଙ୍କର ଭାଗ୍ୟ ଦ୍ବାର ଖୋଲିବ। ପ୍ରତିଟି କାମରେ ଭଲ ପରିଣାମ ପାଇବେ। କୌଣସି ବଡ଼ ପ୍ରୋଜେକ୍ଟରେ ପୁଞି…

କ୍ଷୀର ସହ ବାସି ରୁଟି ଖାଇବା ଦ୍ୱାରା ଏହା ରକ୍ତଚାପକୁ କମ୍‌ ହୋଇଥାଏ

ସାଧାରଣତଃ ଦିନ ହେଉ କିମ୍ବା ରାତିରେ ରୁଟି ପ୍ରସ୍ତୁତ କରିବା ପରେ ଅଳ୍ପ ପରିମାଣରେ ରୁଟି ନିଶ୍ଚୟ ବଳକା ରହିଥାଏ । କିଛି ଲୋକେ ବାସି ରୁଟି ଖାଇଥାନ୍ତି ଓ କିଛି ଫିଙ୍ଗି ଦେଇ ଥାନ୍ତି। ବାସି ରୁଟି ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଉପକାରୀ ବୋଲି ନିଶ୍ଚୟ ଜାଣିଥିବେ। ମାତ୍ର କ୍ଷୀର ସହ ବାସି ରୁଟି…

ଆଶାଠାରୁ କମ୍ ଆୟ କରିଥିବା ସିକନ୍ଦରକୁ ବହୁତ କମ ଦାମ୍‌ରେ କିଣିଛି ନେଟଫ୍ଲିକ୍ସ

ବଲିଉଡର ସିକନ୍ଦର ସଲମାନ ଖାନ ପୁଣିଥରେ ଚର୍ଚ୍ଚାରେ। ତାଙ୍କ ଫିଲ୍ମ ସିକନ୍ଦର ଇଦ୍ ଅବସରରେ ମାର୍ଚ୍ଚ ୩୦ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ଏ.ଆର. ମୁର୍ଗଡୋସ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ବେଳେ ଏବେ ଫିଲ୍ମର ଆୟ ସାମ୍ନାକୁ ଆସିଛି। ଥିଏଟର ପରେ, ଏହି ଫିଲ୍ମଟି…

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇଛନ୍ତି

ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହୋଇଛନ୍ତି। ଜନସଂଖ୍ୟା ଏବଂ ବଜାର ଦୃଷ୍ଟିରୁ ବିଶ୍ୱର ଦୁଇଟି ବୃହତ୍ତମ ଦେଶର ରାଷ୍ଟ୍ରପତି ଦ୍ୱିପାକ୍ଷିକ ସମ୍ପର୍କର ୭୫ ବର୍ଷ ପୂରଣ ପାଇଁ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି।…

ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ଚଡ଼କ ପର୍ବ ଆରମ୍ଭ

ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ବରଙ୍କ ଚଡ଼କ ପର୍ବ ଆରମ୍ଭ ହୋଇଛି । କୌଳିକ ରିତିନୀତି ଅନୁଯାୟୀ ଧ୍ବଜ ବାଉଁଶ ବା ପଡ଼ା ବାଉଁଶ ଛେଦନ କରାଯାଇ ଏହି ପର୍ବର ଶୁଭାରମ୍ଭ ହୋଇଛି। ଏଥିପାଇଁ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିରରୁ ଏକ ଆଜ୍ଞାମାଳ ନେଇ ବାଦ୍ୟଯନ୍ତ୍ର ବଜାଇ ବିରାଟ…