ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିବା ପୂର୍ବରୁ ଭାରତ ପ୍ରମାଣ ଦେଖାଉ – ପୂର୍ବତନ…
ଶାହିଦ ଆଫ୍ରିଦିଙ୍କ ଭାରତ ଉପରେ ପୁଣି ଥରେ ବିବାଦୀୟ ବୟାନ । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନକୁ ଦାୟୀ କରିବା ପୂର୍ବରୁ ଭାରତ ପ୍ରମାଣ ଦେଖାଉ ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି, “ଭାରତ ପହଲଗାମ ଘଟଣା ପାଇଁ ପାକିସ୍ତାନକୁ…