୫୩ ବର୍ଷରେ ପାଦ ଦେଲେ ବଲିଉଡର ଲୋକପ୍ରିୟ ସିଙ୍ଗର କୈଳାଶ ଖେର
ବଲିଉଡର ଲୋକପ୍ରିୟ ସିଙ୍ଗର କୈଳାଶ ଖେର ଆଜି ତାଙ୍କର ୫୩ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କର ସୁମଧୁର କଣ୍ଠସ୍ବର ପାଇଁ ସେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କର ଜନ୍ମଦିନ ଅବସରରେ ଆଜି ତାଙ୍କ ବିଷୟରେ କିଛି ଜାଣିବା ।
କୈଳାଶ ଖେର ଉତ୍ତରପ୍ରଦେଶର ବାସିନ୍ଦା । ସେ ୭…