ଜାମିନ୍ରେ ବାହାରି ପୁଣି ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ ରଚିଲା ଅଭିଯୁକ୍ତ ସୌମ୍ୟ ରଥ
ଦୁଇ ମାସ ତଳେ ଦୁର୍ଘଟଣା ଘଟାଇବା ମାମଲାରେ ଜେଲ୍ ଯାଇଥିଲା । ହେଲେ ଜାମିନ୍ରେ ବାହାରି ପୁଣି ରାଜରାସ୍ତାରେ ମୃତ୍ୟୁର ତାଣ୍ଡବ ରଚିଲା ଅଭିଯୁକ୍ତ । ରାଜଧାନୀର ଚର୍ଚ୍ଚିତ ଶାସ୍ତ୍ରୀନଗର ଦୁର୍ଘଟଣାର ମୁଖ୍ୟ ଅଭିଯୁକ୍ତ ସୌମ୍ୟ ରଥ ପୁଣି ଏକ ବଡ଼ଧରଣର ଦୁର୍ଘଟଣା ଘଟାଇଛି। କେଶୁରା ଅଞ୍ଚଳରେ…