ସୂର୍ଯ୍ୟଙ୍କ ସଦ୍ୟତମ ଫଟୋ ଜାରି କରିଛି ନାସା
ସୂର୍ଯ୍ୟଙ୍କ ସଦ୍ୟତମ ଫଟୋ ଜାରି କରିଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା। ଯେଉଁ ଫଟୋଟିରେ ସୂର୍ଯ୍ୟଙ୍କର ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। ସୂର୍ଯ୍ୟଙ୍କ ପୃଷ୍ଠରେ ଏକ ବିଶାଳ ମୁହଁ ସଦୃଶ ଗର୍ତ୍ତ ଦେଖିବାକୁ ମିଳିଛି, ଯାହାର ଆକାର ୫ଟି ବୃହସ୍ପତି ଗ୍ରହର ଆକାର ସହିତ ସମାନ। ଏହା ସହିତ…