Browsing Tag

#india

ଷ୍ଟକ୍ ବଜାରରେ ବଡ଼ ହ୍ରାସ,ସେନସେକ୍ସ ଏବଂ ନିଫ୍ଟି ସୂଚକାଙ୍କ ଖୋଲିବା ମାତ୍ରେ ଖସିଥିଲା

ସପ୍ତାହର ପ୍ରଥମ ବ୍ୟବସାୟ ଦିନରେ ସେୟାର ବଜାରରେ ବଡ଼ ଘାଟା। ସୋମବାର ଷ୍ଟକ୍ ବଜାରରେ ବଡ଼ ହ୍ରାସ ଦେଖାଯାଇଛି। ସେନସେକ୍ସ ଏବଂ ନିଫ୍ଟି ସୂଚକାଙ୍କ ଖୋଲିବା ମାତ୍ରେ ଖସିଥିଲା। ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ପ୍ରସ୍ତାବ ପ୍ରତ୍ୟାଖାନ ପରେ ବଜାର ଉପରେ…

45 ଦିନ ମଧ୍ୟରେ ସୀମାରେ ଥିବା ଜମି ସୀମା ସୁରକ୍ଷା ବାହିନୀକୁ ହସ୍ତାନ୍ତର କରାଯିବ

ମୁଖ୍ୟମନ୍ତ୍ରୀ ଗାଦିରେ ବସୁ ବସୁ ଆକ୍ସନ ମୁଡ୍‌ରେ ଶୁଭେନ୍ଦୁ ଅଧିକାରୀ। ସୋମବାର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଥମ କ୍ୟାବିନେଟ ବୈଠକ ଶେଷ ହୋଇଛି। ଅଧିକାରୀ କହିଛନ୍ତି ଯେ ତାଙ୍କ କ୍ୟାବିନେଟ୍ ଅନ୍ୟ ୨୦ଟି NDA ଶାସିତ ରାଜ୍ୟର ସମାନ ଡବଲ-ଇଞ୍ଜିନ୍ ସରକାରଙ୍କ ଢାଞ୍ଚା ଅନୁସାରେ…

ଜାହାଜରେ ହନ୍ତା ଭାଇରସ୍ ଚିହ୍ନଟ ହେବା ପରେ ହଇଚଇ,୧୬୫ ଲ୍ୟାବ ଆକ୍ଟିଭ କଲା ICMR

ଏମଭି ହୋଣ୍ଡିୟସ୍ (MV Hondius) ଜାହାଜରେ ହନ୍ତା ଭାଇରସ୍ ଚିହ୍ନଟ ହେବା ପରେ ହଇଚଇ । ଏହି ଭୂତାଣୁରେ ସଂକ୍ରମିତ କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହାକୁ ନେଇ ବିଭିନ୍ନ ଦେଶ ସତର୍କ ହୋଇଯାଇଛନ୍ତି । ଏହାରି ମଧ୍ୟରେ ଭାରତ ନିଜର ଉଚ୍ଚସ୍ତରୀୟ ବାୟୋ ସର୍ଭିଲାନ୍ସ ପ୍ରଣାଳୀ ସକ୍ରିୟ…

୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର

ଓଡିଶାକୁ ରହିଛି ବାତ୍ୟା ବିପତ୍ତି। ୧୧ରେ ଲଘୁଚାପ ସମ୍ଭାବନା, ଆଉ ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର। ଡରାଉଛି ଶ୍ରୀଲଙ୍କା ସ୍ଥିତ ଗଲ୍ଫ ଅଫ୍ ମନାରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ। ଘନୀଭୂତ ହୋଇ ଲଘୁଚାପର ରୂପ ନେଇ ପାରେ ଘୂର୍ଣ୍ଣିବଳୟ। ୧୧ରେ ଲଘୁଚାପ ସମ୍ଭାବନା। ଓଡିଶାକୁ ବାତ୍ୟାର…

ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଚିନ୍ତାର ଖବର ,ଲଘୁଚାପ କ୍ଷେତ୍ର ସୃଷ୍ଟି

ରାଜ୍ୟବାସୀଙ୍କ ପାଇଁ ପୁଣି ଏକ ଚିନ୍ତାର ଖବର। ଦକ୍ଷିଣ ଆଣ୍ଡାମାନ ସାଗରରେ ଏକ ସକ୍ରିୟ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଓଡ଼ିଶାକୁ ବାତ୍ୟା ବିପତ୍ତି ଘେରି ରହିଥିବା ବେଳେ ଆସନ୍ତା ୧୧ ତାରିଖସୁଦ୍ଧା ଏକ ଲଘୁଚାପ…

ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳର ରତ୍ନ ଭଣ୍ଡାର,ଏସ୍ଓପି ଆଧାରରେ ଆରମ୍ଭ ହେବ ଗଣତି ପ୍ରକ୍ରିୟା

ଆଜିଠୁ ପୁଣି ଥରେ ଖୋଲିବ ବଡ଼ଦେଉଳ ରତ୍ନ ଭଣ୍ଡାର। ଭିତର ରତ୍ନଭଣ୍ଡାର ଖୋଲି ଅଧା ରହିଥିବା ଗଣତିମଣତି ପ୍ରକ୍ରିୟା ପୁଣି ଆଗେଇବ। ମେ୧୧ ତାରିଖ ଏବଂ ୧୨ ତାରିଖରେ ଗଣତି ଚାଲୁ ରହିବ । ବାହାର ଚନ୍ଦନ ଯାତ୍ରାର ନୀତି ବହୁଳତା ଓ ଅନ୍ୟ ବିଭିନ୍ନ କାରଣରୁ ଗଣତିମଣତି କିଛି ଦିନ ହେବ ବନ୍ଦ ରହିଥିଲା ।…

ଗାଡ଼ି ଅଟକାଇବାରୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଖଣି ମାଫିଆ

ପଥର ମାଫିଆଙ୍କ ଦୌରାତ୍ମ୍ୟ । ଗାଡ଼ି ଅଟକାଇବାରୁ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଖଣି ମାଫିଆ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କଦଳୀବନ୍ଧରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଛି ତଦନ୍ତ। ଖବର ଅନୁଯାୟୀ, ଚୋରା ମାଙ୍କଡ଼ା ପଥର…

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ

ଆସନ୍ତା ୪୮ ଘଣ୍ଟାରେ ରାଜ୍ୟରେ ଲଘୁଚାପ ସୃଷ୍ଟି ହୋଇପାରେ । ଗଲ୍ଫ ଅଫ ମନାର ଓ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର…

ଆଜିର ରାଶିଫଳ

ମେଷ: ବିଳମ୍ବିତ କାର୍ଯ୍ୟଗୁଡ଼ିକ ସମାପ୍ତ ହେବ । ଆପଣଙ୍କୁ ପ୍ରିୟଜନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ମିଳିବ । ଆଶା ଏବଂ ଉତ୍ସାହ ଆପଣଙ୍କ କାର୍ଯ୍ୟକଳାପକୁ ବୃଦ୍ଧି କରିବ । ସ୍ୱାସ୍ଥ୍ୟ ଭଲ ରହିବ । ପରିବାର ସଦସ୍ୟମାନେ ସାହାଯ୍ୟ କରିବେ, ଏବଂ ଆପଣ ଆର୍ଥିକ ଅସୁବିଧାରୁ ମଧ୍ୟ ମୁକ୍ତି ଅନୁଭବ…

ବିଶ୍ଵବ୍ୟାପୀ ଖାଦ୍ୟ ଦର ଗତ ୩ ବର୍ଷରେ ସବୁଠୁ ଉଚ୍ଚ ସ୍ତରରେ

ବିଶ୍ଵବ୍ୟାପୀ ଖାଦ୍ୟ ଦର ଗତ ୩ ବର୍ଷରେ ସବୁଠୁ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି। ଜାତିସଂଘ(ୟୁଏନ୍) ପକ୍ଷରୁ ଜାରି ଏକ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି । ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ(ଏଫ୍ଓ) ଅନୁସାରେ, ଏପ୍ରିଲରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ସୂଚକାଙ୍କରେ ୧.୬% ବୃଦ୍ଧି ଘଟିଛି । ଏହା ପୂର୍ବ…