Browsing Tag

#india

ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ହେବ ଟେକ୍ସଟାଇଲ ହବ୍। ଲୋକେ ଓଡ଼ିଶାରେ ରହି କାମ କରିବେ। ତାମିଲନାଡୁ, ମୁମ୍ବାଇ, ଗୁଜୁରାଟ ଯିବେନି ଓଡ଼ିଶା ଲୋକେ। ଆଜି ୭ ହଜାର ୮୦୮  କୋଟି ଟଙ୍କାର  ୩୩ ଟି ଏମଓୟୁ ସ୍ବାକ୍ଷରିତ ହୋଇଥିବା ବେଳେ ୫୩ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଆଗକୁ ଟେକ୍ସଟାଇଲ କ୍ଷେତ୍ରରେ ଆହୁରି ୫ ଲକ୍ଷ…

‘ୱାର ୨ ର ଟ୍ରେଲର ରିଲିଜ୍

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଆଗାମୀ ଆକ୍ସନ ଫିଲ୍ମ 'ୱାର ୨' ଘୋଷଣା ହେବା ପରଠାରୁ, ଦର୍ଶକ ଏହାର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି। ଫିଲ୍ମଟି ରିଲିଜ୍ ହେବାକୁ ଆଉ ମାତ୍ର ତିନି ସପ୍ତାହ ବାକି ଥିବା ବେଳେ ଏବେ ଏହାର ବହୁ ପ୍ରତୀକ୍ଷିତ ଚମତ୍କାର ଟ୍ରେଲର ରିଲିଜ୍ ହୋଇଛି। ଆଜିି ଏହାର…

ନୀଲ ଅମ୍ବାନୀଙ୍କ ୫୦ କମ୍ପାନିରେ ଚଢ଼ଉ କରିଛି ଇଡ଼ି

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ୫୦ କମ୍ପାନିରେ ଚଢ଼ଉ କରାଯାଇଛି। ଏହି କମ୍ପାନିଗୁଡ଼ିକର ଦିଲ୍ଲୀ ଓ ମୁମ୍ବାଇରେ ଥିବା ୩୫ଟି ଠିକଣାରେ ଚଢ଼ଉ ହୋଇଥିଲା। ୨୫ରୁ ଅଧିକ ଲୋକଙ୍କୁ ପଚରାଉଚୁରା କରାଯାଇଥିଲା। ସିବିଆଇ ପକ୍ଷରୁ ରୁଜୁ କରାଯାଇଥିବା ଏତଲା ଏବଂ…

ଚୀନ ପାକ ମୁକାବିଲା ପାଇଁ ଭାରତ ପାଖରେ ନାହିଁ ପର୍ଯ୍ୟାପ୍ତ ଲଢୁଆ ବିମାନ

ଅକ୍ଟୋବରରୁ ଭାରତର ଲଢୁଆ ବିମାନ ସଂଖ୍ୟା ୨୯ ସ୍କ୍ୱାଡ୍ରନ୍‌କୁ ଖସି ଆସିବ, ଯାହା କି ପାକିସ୍ତାନର ୨୫ ସ୍କ୍ୱାଡ୍ରନ୍‌ର ପାଖାପାଖି ହେବ। ବିଶେଷ କରି ଚୀନ୍‌ର ଏୟାର୍ ଫ୍ଲିଟ୍‌ରେ ଯଥେଷ୍ଟ ଅଧିକ ୬୬ ସ୍କ୍ୱାଡ୍ରନ୍ ଥିବାରୁ ଏହା ଚିନ୍ତାର କାରଣ ପାଲଟିଛି। ସାଧାରଣତଃ ଏକ ସ୍କ୍ୱାଡ୍ରନ୍‌ରେ ୧୮ରୁ…

ଚିତଉ ଅମାବାସ୍ୟାରେ ମହାପ୍ରଭୁଙ୍କ ମଥାରେ ଲାଗି ହେଲା ମୂଲ୍ୟବାନ ଚିତା

ଚିତଉ ଅମାବାସ୍ୟାରେ ମହାପ୍ରଭୁଙ୍କ ମଥାରେ ଲାଗି ହୋଇଛି ମୂଲ୍ୟବାନ ଚିତା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ମାଣିକ୍ୟ (ପନ୍ନା)ର ସୁବର୍ଣ୍ଣଯୁକ୍ତ ଚିତା ଲାଗି କରାଯାଇଛି। ଏଥିସହ ମହାପ୍ରଭୁଙ୍କୁ ପ୍ରସାଦରେ ଲାଗି ହୋଇଛି ଚିତଉ…

୧୭ରୁ ୨୦ ତାରିଖ ପର୍ଯ୍ୟନ୍ତ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହେବ ଆହେ ନୀଳଶଇଳ’

ଭାବର ଠାକୁର ସେ । ଥରେ ଭାବରେ ଡାକି ଦେଲେ ରତ୍ନସିଂହାସନ ଛାଡ଼ି ଧାଇଁ ଆସନ୍ତି । ଶରଧାରେ କିଛି ଯାଚିଲେ ହାତ ବଢ଼ାଇ ନେଇଯାଆନ୍ତି । ଭକ୍ତର ଭାବରେ ବନ୍ଧା ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥ । ଆମ ଇତିହାସ, କଥାକାହଣୀ, ଜନଜୀବନ, ପରମ୍ପରା ସବୁ କିଛି ତାଙ୍କ ବିନା ଅସମ୍ପୂର୍ଣ୍ଣ । ସେଇ…

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି

ଉତ୍ତରବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଏହା ଆଜି ଆହୁରି ଘନୀଭୂତ ହୋଇ ଗୋଟିଏ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପ ନେବ ଲଘୁଚାପ । ଏହାପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି  ଉତ୍ତର ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବା ସମ୍ଭାବନା ରହିଛି । ଲଘୁଚାପ…

ନବପଞ୍ଚମ ରାଜଯୋଗ , ଚମକିବ ଏହି ରାଶିର ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବଙ୍କୁ କର୍ମଫଳଦାତା କୁହାଯାଏ । ମାନ୍ୟତା ଅନୁସାରେ ଯେକୌଣସି ବ୍ୟକ୍ତି ବିଶେଷଙ୍କୁ ଶନି ସେମାନଙ୍କ କର୍ମ ଅନୁସାରେ ଫଳ ପ୍ରଦାନ କରି ଥାନ୍ତି । ଶନି ଗ୍ରହ ଅନ୍ୟ ଗ୍ରହ ସହ ଏକାଠି ହେବା ପରେ ବିଶେଷ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷ ଗଣନାନୁସାରେ ଏହି…

ହୃଦରୋଗ ସହ ଲଢ଼େଇ କରୁଛି ଭାରତ

ହୃଦରୋଗ ସହ ଲଢ଼େଇ କରୁଛି ଭାରତ । ଦିନକୁ ଦିନ ହୃଦରୋଗୀଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି । କେବଳ ବୟସ୍କ ନୁହଁନ୍ତି, କମ୍ ବୟସରେ ହୃଦରୋଗର ଶିକାର ହୋଇ ଜୀବନ ହାରୁଛନ୍ତି ଯୁବପିଢ଼ି । ଆମରି ଆଖି ଆଗରେ ଅନେକ ଯୁବ ସେଲିବ୍ରିଟି ହୃଦଘାତରେ ଜୀବନ ହାରିସାରିଲେଣି । ଆଉ ଯୁବପିଢ଼ି ହୃଦରୋଗର…

ଭାରତୀୟଙ୍କୁ ଦିଅନି ନିଯୁକ୍ତି – ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ଗୁଗଲ, ମାଇକ୍ରୋସଫ୍ଟ ଭଳି ବଡ ଟେକ୍ କମ୍ପାନୀମାନଙ୍କୁ ଭାରତୀୟଙ୍କ ନିଯୁକ୍ତି ରୋକିବାକୁ କହିଛନ୍ତି । ଟ୍ରମ୍ପ ଓ୍ବାଶିଂଟନ ଡିସିରେ ଆୟୋଜିତ ଏଆଇ ସମିଟରେ କହିଛନ୍ତି କି ‘ଆମେରିକାର ସବୁଠାରୁ ବଡ ଟେକ୍ କମ୍ପାନୀମାନେ ଆମ ସ୍ବାଧୀନତାର ଲାଭ…