ଏତେ ମହଙ୍ଗା ହୋଇଯିବ ସିଗାରେଟ୍, ଶୁଣିଲେ ଟାଣିବା ବନ୍ଦ କରିଦେବେ
ଭାରତରେ ଆକାଶଛୁଆଁ ହେବାକୁ ଯାଉଛି ସିଗାରେଟ୍ର ଦର। ଏକାବେଳକେ ଚାରିଗୁଣା ବଢ଼ିଯିବ। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ସଂଶୋଧନ ବିଲ୍-2025 ଉପରେ ବାଜିଛି ସଂସଦର ମୋହର। ଏହି ବିଲ୍ ସିଗାରେଟ୍, ସିଗାର, ହୁକା ଭଳି ତମାଖୁ ଉତ୍ପାଦ ଉପରେ ଉତ୍ପାଦ ଶୁଳ୍କକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିଛି।
ଏହି…