Browsing Tag

#india

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ , ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍ ଭେରିଫିକେସନ୍ । ୨୧ ତାରିଖରେ ହେବାକୁ ଥିବା NEET-UG ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଜରୁରୀ ଗାଇଡ୍ ଲାଇନ୍ ଜାରି କରିଛି । ପରୀକ୍ଷା…

ଆରମ୍ଭ ହେଲା ‘ଫିଟ୍ କଲେଜ ପ୍ରୋଗ୍ରାମ’

ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତା, ମାନସିକ ଦୃଢ଼ତା ଓ ସ୍ୱାସ୍ଥ୍ୟକର ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା ପାଇଁ ଉଚ୍ଚଶିକ୍ଷା ବିଭାଗ ‘ଫିଟ୍ ଓଡ଼ିଶା ମିଶନ୍’ ଅଧୀନରେ ‘ଫିଟ୍ କଲେଜ ପ୍ରୋଗ୍ରାମ’ ଆରମ୍ଭ କରିଛି। ଏହି ଯୋଜନା ଅନୁଯାୟୀ ରାଜ୍ୟର ସମସ୍ତ…

କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଘରେ ୮ ଜଣ ଜିଆରପି କର୍ମଚାରୀଙ୍କୁ ରଖି କାମ କରାଉଥିଲେ ବରିଷ୍ଠ ଆଇପିଏସ ଅଧିକାରୀ…

ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଜାରି ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ବରିଷ୍ଠ ଆଇପିଏସ ଅଧିକାରୀ ଦୟାଲ ଗାଙ୍ଗୱାରଙ୍କୁ ତୁରନ୍ତ ନିଲମ୍ବିତ ବା ସସପେଣ୍ଡ କରାଯାଇଛି । ପୂର୍ବତନ ଏଡିଜିପି ରେଳବାଇ ଓ ମୁଖ୍ୟାଳୟ ତଥା ବର୍ତ୍ତମାନର ଗୃହ ବିଭାଗ ଓଏସଡି ଭାବେ କାର୍ଯ୍ୟରତ ଗାଙ୍ଗୱାର…

କୋଟପାଡ଼ ଏଡିଇଙ୍କ ଘରେ ଭିଜିଲାନ୍ସ ରେଡ୍ , ଜବତ ହେଲା ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ୍

କୋଟପାଡ଼ ଏଡିଇଙ୍କ ଘରେ ଭିଜିଲାନ୍ସ ରେଡ୍ । ଜବତ ହେଲା ୩୨ଟି ଦାମୀ ପ୍ଲଟ୍ ଓ ୨ଟି ଫାର୍ମହାଉସ୍! । ରାଜ୍ୟରେ ଦୁର୍ନୀତି ବିରୋଧରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି । କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ୍ ର ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର (AEE)…

ଆଜିର ରାଶିଫଳ

ମେଷ- କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିପାରେ। ପରିବାରରେ ସହଯୋଗ ଲାଭ କରିବେ। ଆର୍ଥିକ ସ୍ଥିତି ସାଧାରଣ ରହିବ। ଯାତ୍ରାରେ ସତର୍କ ରୁହନ୍ତୁ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ। ଅଟକିଥିବା କାମରେ ଅଗ୍ରଗତି ହେବ। ମନରେ ନୂତନ ଆଶା ସଞ୍ଚାର ହେବ। ବୃଷ- ଦୀର୍ଘଦିନର ଯୋଜନା କାର୍ଯ୍ୟକାରୀ…

ପିଏମ୍‌-ଭିବିଆର୍‌ୱାଇ: ଦେଶର ୧୫ ଲକ୍ଷ ହିତାଧିକାରୀଙ୍କୁ ୨୪୦୦ କୋଟି ଟଙ୍କା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରୁ ‘ପ୍ରଧାନମନ୍ତ୍ରୀ ବିକଶିତ ଭାରତ ‌ରୋଜଗାର ଯୋଜନା’(ପିଏମ୍‌-ଭିବିଆର୍‌ୱାଇ) ଆରମ୍ଭ କରିବେ। ସେ ଦେଶର ୧୫ ଲକ୍ଷ ହିତାଧିକାରୀଙ୍କୁ ୨୪୦୦ କୋଟି ଟଙ୍କା ବାଣ୍ଟିବେ। ସେହି ଯୋଜନା ଅଧୀନରେ ଓଡ଼ିଶାର ୧୪,୪୩୦ ଜଣ ପ୍ରଥମ ଥର ନିଯୁକ୍ତି…

ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲା: ବରିଷ୍ଠ ଆଇପିଏଲ୍ ଅଫିସର ଦୟାଲ ଗଙ୍ଗଓ୍ଵାର ସସପେଣ୍ଡ

ବହୁ ଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟାକାଣ୍ଡ ମାମଲାରେ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ। ବରିଷ୍ଠ ଆଇପିଏଲ୍ ଅଫିସର ଦୟାଲ ଗଙ୍ଗଓ୍ଵାରଙ୍କୁ ସସପେଣ୍ଡ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସୌମ୍ୟ ମୃତ୍ୟୁ ମାମଲାରେ ଆଇପିଏସ୍ ଗଙ୍ଗଓ୍ଵାର ବିବାଦ ଘେରକୁ ଆସିଥିଲେ। ଗଙ୍ଗଓ୍ଵାର ତାଙ୍କ…

ଓଡ଼ିଶାରେ 4G ନେଟୱର୍କର ମହାଅଭିଯାନ , ଜମି ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ଜରୁରୀ ନିର୍ଦ୍ଦେଶ

ଓଡ଼ିଶାରେ 4G ନେଟୱର୍କର ମହାଅଭିଯାନ ।  ଜମି ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ସରକାରଙ୍କ ଜରୁରୀ ନିର୍ଦ୍ଦେଶ ।  କୋଣ ଅନୁକୋଣରେ ଡିଜିଟାଲ୍ ସେବା ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି ।  ରାଜ୍ୟର ୭୦୭ଟି ନୂଆ ସ୍ଥାନରେ 4G ମୋବାଇଲ୍ ଟାୱାର ପ୍ରତିଷ୍ଠା ପାଇଁ ସରକାରୀ ଜମିର…

୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ…

ଦୀର୍ଘଦିନ ଧରି ଡାକ୍ତରଖାନା ନଆସି, ରୋଗୀ ସେବାରୁ ବିରତ ରହୁଥିବା ଡାକ୍ତର ମାନଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଓଡିଶାର ବିଭିନ୍ନ ଡାକ୍ତରଖାନାରେ ୧୨୮ ଜଣ ମେଡିକାଲ ଅଫିସର ଓ ଡେଣ୍ଟାଲ ସର୍ଜନ ଦୀର୍ଘ ୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟରେ…

ଭାରତ ଓ ୟୁକ୍ରେନ ମଧ୍ୟରେ ସହଯୋଗ ବୃଦ୍ଧି ପାଇଛି ଏବଂ ଆଗକୁ ଏହି ସମ୍ପର୍କକୁ ଅଧିକ ମଜବୁତ କରାଯିବ –…

ଫ୍ରାନ୍ସର ଏଭିଆନ୍ ସହରରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଅବସରରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ଭାରତ ସର୍ବଦା ଶାନ୍ତି ପକ୍ଷରେ ରହିବ ଏବଂ ଅନ୍ୟ ସବୁ ଜିନିଷ…