Browsing Tag

#india

କଳ୍ପନାଜଳ୍ପନାରେ ଘଟିଲା ଅନ୍ତ , ମାଆ ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ

କଳ୍ପନାଜଳ୍ପନାରେ ଘଟିଲା ଅନ୍ତ । ମାଆ ହେବାକୁ ଯାଉଛନ୍ତି ସାଉଥ ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁ । ଅଭିନେତ୍ରୀ ନିଜ ଗର୍ଭବତୀ ଖବର ନିଜେ ନିଶ୍ଚିତ କରିଛନ୍ତି । ହାଇଦ୍ରାବାଦରେ ତାଙ୍କର ପିଲ୍ମ 'ମା ଇଣ୍ଟି ବଙ୍ଗାରମ୍'ର ସଫଳତା ପାର୍ଟିରେ ତାଙ୍କ ପ୍ରେଗନ୍ସି ଖବର ଉପରୋ ମୋହର ଲଗାଇ…

ଲଗାତାର ଭାବେ ହ୍ରାସ ପାଉଛି ସୁନା ଓ ରୁପା ମୂଲ୍ୟ

ମଧ୍ୟପ୍ରାଚ୍ୟ ଯୁଦ୍ଧ ବନ୍ଦ ହେବା ପରଠାରୁ ସୁନା ଓ ରୁପା ମୂଲ୍ୟ ଲଗାତାର ଭାବେ ହ୍ରାସ ପାଉଛି। ଗୁରୁବାର ମଧ୍ୟ ସେହି ଧାରା ବଜାୟ ରହିଛି। ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମକୁ ୨୫୫୦ ଟଙ୍କା ହ୍ରାସ ପାଇ ୧,୨୮,୪୫୦ ଟଙ୍କାକୁ ଖସିଛି। ସେହିପରି ୨୪ କ୍ୟାରେଟ୍‌ ସୁନା ଦାମ ୨୭୮୦…

ବିଧିବଦ୍ଧ ଭାବେ ଶଙ୍ଖ ରେ  ସାମିଲ ହେଲେ ସୁଜାତା କାର୍ତ୍ତିକେୟନ,ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ହେଲେ…

ବିଜେଡିରେ ବିଧିବଦ୍ଧ ଭାବେ  ସାମିଲ ହେଲେ ସୁଜାତା କାର୍ତ୍ତିକେୟନ।  ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସୁଜାତା ।  ସମସ୍ତ ବିଧାୟକ, ସାଂସଦ ଓ ନେତାମନ୍ତ୍ରୀ ଥିଲେ ଉପସ୍ଥିତ ।  ଆନୁଷ୍ଠାନିକ ଭାବେ ସୁଜାତାଙ୍କ ନାଁ ଘୋଷଣା କରିଛନ୍ତି ନବୀନ । ନବୀନଙ୍କ ନିଷ୍ପତ୍ତି…

ବିଜେଡିରେ ନୂଆ ଅଧ୍ୟାୟ, ଶଙ୍ଖ ଧରିପାରନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ

ଶଙ୍ଖ ଭବନରେ ସୁଜାତା କାର୍ତ୍ତିକେୟନ  । ସ୍ବାଗତ କରୁଛନ୍ତି ବିଜେଡ଼ି ନେତ୍ରୀ । ଶଙ୍ଖ ଭବନରେ ଉପସ୍ଥିତ ଅଛନ୍ତି  ବିଧାୟକ, ସାଂସଦ ଓ ନେତା ।  ବିଜେଡିରେ ନୂଆ ଅଧ୍ୟାୟ । ଶଙ୍ଖ ଧରିପାରନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତ୍ତିକେୟନ ।ଶଙ୍ଖଭବନରେ ଆୟୋଜିତ ହେବାକୁ ଥିବା ସ୍ୱାଗତ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ସମ୍ପନ୍ନ ହେବ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଋକ୍ମିଣୀ ହରଣ ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦେବୀ ଋକ୍ମିଣୀଙ୍କ ସହ ବିବାହ ନୀତି ସମ୍ପନ୍ନ ହେବ । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ କରାଯିବାର ପରମ୍ପରା ରହିଆସିଛି । ନୀତିକାନ୍ତି…

ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି , ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ପାଣିପାଗ ବିଭାଗ ଜାରି କରିଛି । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ସୂଚନା ମିଳିଛି । ଆଜି ୬ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି…

ଆଜିର ରାଶିଫଳ

ମେଷ: ଆଜି ଏକ ଲାଭଦାୟକ ଦିନ ହେବ । ନିବେଶ ପାଇଁ ଏହା ଏକ ଭଲ ଦିନ ହେବ । ଆପଣ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବେ । ପରିବାର ସଦସ୍ୟ ଏବଂ ପଡ଼ୋଶୀମାନଙ୍କ ସହିତ ବାଦବିବାଦ କରିବାରୁ ଦୂରେଇ ରୁହନ୍ତୁ, କାରଣ ଏକ ଛୋଟ ଯୁକ୍ତି ମଧ୍ୟ ଏକ ବଡ଼ ଝଗଡ଼ାରେ ପରିଣତ ହୋଇପାରେ । ଖର୍ଚ୍ଚ ବୃଦ୍ଧି…

ସେନ୍‌ସେକ୍ସ ୭୯୧ ପଏଣ୍ଟ ବୃଦ୍ଧି ପାଇ ୭୬,୯୯୧.୨୨ ପଏଣ୍ଟରେ ବନ୍ଦ ହୋଇଛି

ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଓ ବ୍ୟାଙ୍କ ତଥା ଆଇଟି ସେୟାର ମୂଲ୍ୟରେ ବୃଦ୍ଧି ଘଟିବାରୁ ବୁଧବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନ୍‌ସେକ୍ସ ୭୯୧ ପଏଣ୍ଟ ବୃଦ୍ଧି ପାଇ ୭୬,୯୯୧.୨୨ ପଏଣ୍ଟରେ ବନ୍ଦ ହୋଇଛି। ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍‌ଟି ୧୯୭ ପଏଣ୍ଟ୍‌ ବୃଦ୍ଧି ପାଇ ୨୪,୦୨୧…

ମୌସୁମୀ ଆରମ୍ଭରୁ ରାଜ୍ୟରେ ଭଲ ବର୍ଷା ହେବ ,ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ମଧ୍ୟରେ ଓଡ଼ିଶାରେ ଭଲ ବର୍ଷିବ ବର୍ଷା

ମୌସୁମୀ ଆରମ୍ଭରୁ ରାଜ୍ୟରେ ଭଲ ବର୍ଷା ହେବ। ମୌସୁମୀର ମୁଖ୍ୟ ସମୟ (ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର) ମଧ୍ୟରେ ଓଡ଼ିଶାରେ ଭଲ ବର୍ଷିବ । ବିଶେଷ କରି ଉତ୍ତର ଓ ଉପକୂଳ ଜିଲ୍ଲାରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ବର୍ଷା ହେବାର ୪୫–୫୫% ସମ୍ଭାବନା ରହିଛି । କିନ୍ତୁ ପରେ ବା ମୌସୁମୀ ଶେଷ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ: ଆଜି ସନ୍ଧ୍ୟା ସୁଦ୍ଧା ନିଆଯିବ କାର୍ଯ୍ୟାନୁଷ୍ଠାନ

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ। ଆଜି ସନ୍ଧ୍ୟା ସୁଦ୍ଧା ନିଆଯିବ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା ରିପୋର୍ଟ ପ୍ରଦାନ କରିବ ତଦନ୍ତକାରୀ କମିଟି।SCERT କାର୍ଯ୍ୟାଳୟରୁ ବାହାରିଲେ ତଦନ୍ତକାରୀ ଟିମ୍ । SCERT କାର୍ଯ୍ୟାଳୟରେ ଘାଣ୍ଟିଛି ମୁଖ୍ୟମନ୍ତ୍ରୀଙ୍କ…