ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର

ସୋମବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଆଜି ଶେଷ ହେଉଛି ପ୍ରଚାର । ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜ ଷ୍ଟାର ନେତାଙ୍କୁ ଆଣି ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରାଉଛନ୍ତି । ଯାହା ଆଜି ସଂଧ୍ୟାରେ ଶେଷ ହୋଇଯିବ ।ଆସ୍କା,…

ଆଜିର ରାଶିଫଳ

ମେଷ: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାରରେ ପରିବାରର ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ନିର୍ମିତ ହେବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଆପଣଙ୍କୁ ନୂଆ ଉତ୍ସରୁ ଧନପ୍ରାପ୍ତି…

ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ନିଯୁକ୍ତି

ଇନ୍ଦିରା ଗାନ୍ଧୀ ବିମାନବନ୍ଦରରେ ନିଯୁକ୍ତି ପାଇଁ ଆସିଛି ବଡ଼ ସୁଯୋଗ । ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ମୋଟ ୧୦୭୪ ଟି ପଦବୀରେ ନିଯୁକ୍ତି ଦିଆଯିବ ।ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିଶ୍ଚିତ ଭାବରେ କୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ୧୦ + ୨…

ବିଜେପି ଛାଡିଲେ ବିଜୟ

ନିର୍ବାଚନ ପାଇଁ ସାରା ଓଡ଼ିଶା କମ୍ପୁଥିବା ବେଳେ ବିଜେପି ନେଇଛି ଏକ ବଡ଼ ନିଷ୍ପତ୍ତି । ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପାର୍ଟିରୁ ବହିଷ୍କୃତ କରିଛି ବିଜେପି । ବିଜୟଙ୍କ ବିରୋଧରେ ଦଳବିରୋଧୀ କାର୍ଯ୍ୟ କରୁଥିବାର ଅଭିଯୋଗ ପରେ ତାଙ୍କୁ ଦଳରୁ ବହିଷ୍କୃତ କରିଛି ଭାରତୀୟ ଜନତା ପାର୍ଟି ।…

ବ୍ରିଟେନଙ୍କୁ ଝଟକା ଦେଲେ ରୁଷି ସୁନକ

ବହୁ ସଂଖ୍ୟାରେ ଭିଜା ସ୍ପନ୍ସର କରିଥିବା ଅନେକ କମ୍ପାନୀମାନ ନକଲି ବୋଲି ଜଣାପଡିଛି । ଯେଉଁ କାରଣରୁ ବ୍ରିଟେନରେ ହଜାର ହଜାର ଭାରତୀୟ ନର୍ସଙ୍କ ଉପରେ ବିପଦ ଦେଖାଦେଇଛି । କାରଣ ରୁଷି ସୁନକ ସରକାର ସେହି ଭାରତୀୟ ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ଯେଉଁମାନେ ଏହି…

ଆଜି ବିଶ୍ବ ସଂଗ୍ରହାଳୟ ଦିବସ

ଇତିହାସ ଓ ପରମ୍ପରାର ଗାଥା ବଖାଣୁଥିବା ସଂଗ୍ରହାଳୟ ଗବେଷଣା ପାଇଁ ଏକ ଜ୍ଞାନର ଭଣ୍ଡାର। ସେଥିପାଇଁ ପ୍ରତ୍ୟେକ ଜାତି, ପ୍ରତ୍ୟେକ ଦେଶ ଓ ରାଜ୍ୟ ସଂଗ୍ରହାଳୟକୁ ଗୁରୁତ୍ବ ଦେଇ ଆସିଛନ୍ତି। ସରକାରଙ୍କ ପ୍ରଚେଷ୍ଟାରେ ରାଜଧାନୀ ସମେତ ଅଧିକାଂଶ ଜିଲ୍ଲାରେ ତିଆରି ହୋଇଛି ସଂଗ୍ରହାଳୟ। ବର୍ତ୍ତମାନର…

ସପ୍ତାହ ଯାଏଁ କଲବଲ କରିବ ତାତି

ଆଗାମୀ ଦୁଇ ସପ୍ତାହ ଯାଏଁ ଓଡ଼ିଶାବାସୀଙ୍କୁ ତାତିରୁ ନିସ୍ତାର ମିଳିବାର ନାହିଁ। ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ଶୁଷ୍କ ପଶ୍ଚିମା ବାୟୁର ପ୍ରବାହ ବୃଦ୍ଧି ତଥା ସାମୁଦ୍ରିକ ବାୟୁ ପ୍ରବାହ ଦୁର୍ବଳ ହେବାର ସମ୍ଭାବନା ଥିବାରୁ ମେ’ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗିରହିବ।…

ଆରକେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ

ଆଇପିଏସ୍ ଆର୍କେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ । ଛତ୍ରପୁରରେ ରହି ଆଇନଶୃଂଖଳା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଖଲିକୋଟର ହତ୍ୟାକାଣ୍ଡର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ୧୭ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ୨୧ ତାରିଖ ଯାଏଁ କ୍ୟାମ୍ପ କରିବେ ଆର.କେ…

ସମ୍ବଲପୁର ପରେ ନାକଟିଦେଉଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ

ସମ୍ବଲପୁର ପରେ ନାକଟିଦେଉଳ ଜନସଭାକୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ । ଏହାସହ ମଂଚ ଉପରୁ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ । ବିରୋଧୀ ଦଳ ମିଛ କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି । ଜୁଲାଇ ମାସରୁ ମାଗଣା ବିଜୁଳି ଦିଆଯିବ ବୋଲି ପୁଣି କହିଛନ୍ତି…

ଆମ ଲୋକମାନେ ତାମିଲନାଡୁ ଯିବେ ଦାଦନ ଖଟିବାକୁ ଆଉ ତାମିଲନାଡୁରୁ ଲୋକ ଆସି ଆମର ମାଲିକ ହେବେ – ଧର୍ମେନ୍ଦ୍ର…

ବରଗଡ ଭଟଲିରେ ପ୍ରଚାର କଲେ ଧର୍ମେନ୍ଦ୍ର ପ୍ରଧାନ । ବରଗଡ ଲୋକସଭା ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । କହିଲେ, ଆଜି ଦେଶରେ ମହିଳା, ଯୁବକ, କୃଷକ ଆଗରେ ରହିଛନ୍ତି । ନରେନ୍ଦ୍ର ମୋଦୀ ନିଜେ ଦାରିଦ୍ର୍ୟତାରୁ ଉପରକୁ ଉଠିକି ଆସଲିଥିଲେ । ତାଙ୍କ ମା’ ପର ଘରେ ବାସନ ମାଜୁଥିଲେ, ଆଉ ତାଙ୍କ ବାପା ଚା…