ୟୁପିଆଇରେ ଗୋଟିଏ ଦିନରେ କେତେ ଟଙ୍କା ଟ୍ରାନ୍ସଫର କରିପାରିବେ ?

ସମୟ ଥିଲା ଯେତେବେଳେ ଲୋକମାନେ କାହାକୁ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପଡୁଥିଲେ ବ୍ୟାଙ୍କକୁ ଯିବାକୁ ପଡୁଥିଲା। ରସିଦକୁ ବ୍ୟାଙ୍କରେ ଜମା କରିବାକୁ ପଡୁଥିଲା। ଧାଡିରେ ଛିଡା ହେବାକୁ ପଡିଲା । ବହୁତ ଦୌଡିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ ଏବେ ଅତିତ ହୋଇଛି। ଡିଜିଟାଲ ଯୁଗରେ, ନେଟ…

ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି ବିଜେପି – ଭି କେ ପାଣ୍ଡିଆନ୍

ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଛନ୍ତି ବିଜେଡି ନେତା ଭି କେ ପାଣ୍ଡିଆନ୍ । କହିଛନ୍ତି , ‘ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରୁଛି ବିଜେପି । ବିଜେପିର ମାନିଫେଷ୍ଟୋକୁ ନେଇ ଲୋକମାନେ ବୁଝି ସାରିଛନ୍ତି । ତେଣୁ ଏହି ମାନିଫେଷ୍ଟରେ ବିଜେପିର ୯ ଟି ସେଲ୍ଫ ଗୋଲ ଖୋଦ୍ ବିଜେପି ପାଇଁ ସମସ୍ୟା…

ସତ ଏବଂ ମିଛ ବନ୍ଧୁଙ୍କୁ କିପରି ଚିହ୍ନିବେ ?

ଦୁନିଆରେ ପ୍ରକୃତ ବନ୍ଧୁଟିଏ ପାଇବା କଷ୍ଟକର। ଜଣେ ପ୍ରକୃତ ବନ୍ଧୁ ହେଉଛି ଯିଏ କେବଳ ସୁଖରେ ନୁହେଁ ବରଂ ଦୁଃଖରେ ପାଖରେ ଠିଆହୁଏ। ପ୍ରକୃତ ବନ୍ଧୁ କେବେ ଦେଖେଇ ହୁଏ ନାହିଁ କି ବାହାନା କରେ ନାହିଁ। ସେ ବାହାରୁ ଗୋଟିଏ ଆଉ ଭିତରେ ଅନ୍ୟ କିଛି ହୁଏ ନାହିଁ। ପ୍ରାୟ ଲୋକ ସତ ଏବଂ ମିଛ ବନ୍ଧୁମାନଙ୍କ…

ଜୁନ୍ ୯ରେ ହେବ ପ୍ରିଲିମିନାରୀ ପରୀକ୍ଷା

ଜୁନିୟର ଏମଭିଆଇ, ଜୁନିୟର ମାଇନିଂ ଅଫିସର ଓ ଟ୍ରେସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁନ୍ ମାସ ୬ ତାରିଖ (ରବିବାର) ଦିନ ଏହି ସମସ୍ତ ପଦର ପ୍ରିଲିମ୍ସ ପରୀକ୍ଷା ହେବ । ପ୍ରାର୍ଥୀମାନେ ସକାଳ ୮.୧୫ରେ ରିପୋର୍ଟ କରିବେ । ୮.୪୫ରେ ଗେଟ୍ ବନ୍ଦ କରାଯିବ ଓ ୯ଟାରୁ…

୧ ଜୁନରୁ ଲାଗୁ ହେବ ଏହିସବୁ ପରିବର୍ତ୍ତନ

ପରିବର୍ତ୍ତନ ସିଧାସଳଖ ଭାବରେ ସାଧାରଣ ଜନତାଙ୍କ ପକେଟ ଉପରେ ପ୍ରଭାବ ପକାଇବ । ଏହି ମାସରେ ଏଲପିଜି ସିଲିଣ୍ଡର ଦାମ୍ ସହିତ କ୍ରେଡିଟ କାର୍ଡ ଏବଂ ଅନ୍ୟ କିଛି ପରିବର୍ତ୍ତନ ହେବା ନେଇ ଅନୁମାନ କରାଯାଉଛି । LPG ସିଲିଣ୍ଡର ଦାମ୍: ଅଏଲ ମାର୍କେଟିଙ୍ଗ କମ୍ପାନୀ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି…

ଶେୟାର ବଜାର କାରବାରରେ ହ୍ରାସ

୨ୟ ଦିନ ଲାଗି ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟିଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୨୦ (୧୮.୮୯) ପଏଣ୍ଟ…

କାନ୍ସରେ ‘ହାବାସପୁରୀ ୱେଭିଙ୍ଗ୍‌’ର ପୋଷ୍ଟର ଉନ୍ମୋଚିତ

ନିର୍ଦ୍ଦେଶକ ତଥା ଲେଖକ ଓଡ଼ିଶାର ବିଶ୍ୱନାଥ ରଥ କାନ୍ସ ଫିଲ୍ମ ଫେଷ୍ଟିଭାଲର ୭୭ତମ ସଂସ୍କରଣରେ କୋଟପାଡ଼ ହସ୍ତତନ୍ତର ପ୍ରଦର୍ଶନ କରିବା ସହ ହାବାସପୁରୀ ହସ୍ତତନ୍ତ ଉପରେ ପ୍ରସ୍ତୁତ ଫିଚର ଡକ୍ୟୁମେଣ୍ଟାରିର ପୋଷ୍ଟର ଉନ୍ମୋଚନ କରିଛନ୍ତି। ସେ ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବକୁ ପ୍ରଥମଥର…

ଭାରତୀୟ ଟିମ୍‌ର କୋଚ ପାଇଁ ଆବେଦନ ସମୟ ସୀମା ଶେଷ

ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି। ବର୍ତ୍ତମାନର ଦଳର ମୁଖ୍ୟ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପରେ ଶେଷ ହେଉଛି ଏବଂ ବୋର୍ଡ ଅଫ କଣ୍ଟ୍ରୋଲ ଫର କ୍ରିକେଟ ଇନ ଇଣ୍ଡିଆ (ବିସିସିଆଇ) ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ପଦବୀ…

ଆଜିଠୁ ଭୁବନେଶ୍ୱର-କୁଆଲାଲମ୍ପୁର ସିଧାସଳଖ ଉଡ଼ିବ ବିମାନ

ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବ। ବିମାନଟି କୁଆଲାଲମ୍ପୁରରୁ ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚତ୍ବ। ସେହିପରି ଭୁବନେଶ୍ୱରରୁ ବିମାନ ପୁଣି ରାତି ୧୧ଟା ୫୦ରୁ ଉଡ଼ାଣ…

ଆଜିର ରାଶିଫଳ

ମେଷ: ବ୍ୟବହାରରେ ବିନମ୍ରତା ଆପଣଙ୍କୁ ସଫଳତା ଆଣିଦେବ। ରୋଜଗାରର ନୂଆ ଉପଲବ୍ଧି ମିଳିବାର ଯୋଗ ଅଛି। ଆପଣଙ୍କର ପାରିବାରିକ ଦାୟତ୍ବ ବୃଦ୍ଧି ହେବ। ବ୍ୟବସାୟରେ ଆପଣଙ୍କୁ ଲାଭ ହୋଇପାରେ। ବୃଷ: ବ୍ୟବସାୟରେ ବର୍ତ୍ତମାନ ଗତିବିଧି ସୁଚାରୁ ରୂପେ ଚାଲିବ। ଆପଣଙ୍କର ସାକ୍ଷାତ୍‌ କୌଣସି ଅଜଣା…