ଚାପଖେଳବେଳେ ବାଣ ବିସ୍ଫୋରଣ ଘଟଣା, ୩୦ରୁ ଉର୍ଦ୍ଧ ଆହତ, ୨ ମୃତ

ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପଖେଳବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏପର୍ଯ୍ୟନ୍ତ ଏହି ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଘଟଣାରେ ୩୦ରୁ ଉର୍ଦ୍ଧ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…

ଆଜି ସରୁଛି ପ୍ରଚାର ,ପ୍ରାର୍ଥୀଙ୍କ ପାଇଁ ମାରାଥନ ପ୍ରଚାର କରିବେ ନବୀନ ପଟ୍ଟନାୟକ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାରର ଶେଷ ଦିନରେ ମାରାଥନ ପ୍ରଚାର କରିବେ । ଭଦ୍ରକ ଚାନ୍ଦବାଲିରେ ଆଜି ପ୍ରଚାର ସଭାକୁ ସମ୍ବୋଧନ କରି ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଅପରାହ୍ଣରେ ୩ଟା ୫୫ ମିନିଟରେ ଭୁବନେଶ୍ୱରର ବିମାନ ବନ୍ଦରରୁ ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ…

ଆଜିର ରାଶିଫଳ

ମେଷ: ଜୀବନସାଥୀ ସହଯୋଗରେ ଆପଣଙ୍କର କିଛି କାମ ସଂପୂର୍ଣ୍ଣ ହୋଇଯିବ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। କୌଣସି କାମରେ ସଫଳତା ମିଳିବା ଯୋଗୁଁ ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ହେବ। ବୃଷ: ପୂଜାପାଠରେ ସମୟ ବିତିବ। କୌଣସି ଜରୁରି କାମ ସମାପ୍ତ କରିବାରେ ସଫଳ ରହିବେ। ବନ୍ଧୁ ସହ ବାହାରକୁ…

ଭିଡିଓ ଜାରି କରି ବିରୋଧୀ ନେତାଙ୍କ ଅଶାଳୀନ ବ୍ୟବହାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ

ଭିଡିଓ ଜାରି କରି ବିରୋଧୀ ନେତାଙ୍କ ଅଶାଳୀନ ବ୍ୟବହାର କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ‘ ସାଢେ ୪ କୋଟି ଓଡିଶାବାସୀଙ୍କୁ ମୁଁ ଜିଜ ପରିବାର ଭାବି ସେବା କରିଆସୁଛି । ସୁଖଦୁଖରେ ମୁଁ ସବୁବେଳେ ସେମାନଙ୍କ ସହ ଅଛି । କୋଭିଡ ମୁକାବିଲା ହେଉ କି ବନ୍ୟା, ବାତ୍ୟା ହେଉ…

ନବୀନ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା ଏତେ ଖରାପ କେମିତି ହେଲା? ଯାଞ୍ଚ କରିବାକୁ କମିଟି ଗଠନ କରିବୁ – ମୋଦୀ

ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ପଛରେ ଷଡଯନ୍ତ୍ର ହେଉନି ତ? ଏହା ପଛରେ ସେହି କୋଟରୀ କାମ କରୁନି ତ, ଯେଉଁମାନେ ପରଦା ପଛରେ ରହି ଓଡ଼ିଶାର ଶାସନ କରୁଛନ୍ତି । ଏହା ଉପରୁ ପରଦା ହଟିବା ଆବଶ୍ୟକ । ଏହାର ଯାଞ୍ଚ ହେବା ଆବଶ୍ୟକ । ବିଜେପି ସରକାର ଆସିଲେ, ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା ଅଚାନକ କାହିଁକି ଖରାପ…

ଭୀଷଣ ଗ୍ରୀଷ୍ମ ପ୍ରବାହ ଚେତାବନୀ , ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ରାଜ୍ୟରେ ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ଖରା ଓ ଗୁଳୁଗୁଳିକୁ ନେଇ ସତର୍କ କଲେ ଏସଆରସି । ବିଶେଷ କରି  ପଶ୍ଚିମ ଓଡିଶା ପାଇଁ  ଭୀଷଣ ଗ୍ରୀଷ୍ମ ପ୍ରବାହ ଚେତାବନୀ ଦିଆଯାଇଛି । ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । ଏନେଇ ସତର୍କ କରାଇଛନ୍ତି ଏସଆରସି ।…

ସନ୍ଧ୍ୟାରେ ନିମାପଡାରେ ରୋଡ ସୋ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଜେପିର ଘନ ଘନ ଆକ୍ରମଣ ଏବଂ କ୍ଷମତା ବଜାୟ ରଖିବାର ଆହ୍ୱାନ ଭିତରେ ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ପ୍ରଚାର କରିବେ । ପୁରୀ ନିମାପଡାରେ ନବୀନ କରିବେ ରୋଡ ଶୋ । ଦଳୀୟ ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ପାଇଁ ନବୀନ କରିବେ ପ୍ରଚାର । ବଡ କଥା ହେଉଛି ଏହି ଆସନରୁ ଦୀର୍ଘ ଦିନ ଧରି ସମୀର ଦାସ…

କେଜ୍ରିୱାଲଙ୍କ ଜାମିନ ମିଆଦ ବୃଦ୍ଧି ଆବେଦନ: ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମ୍‌କୋର୍ଟ

ନିର୍ବାଚନ ପ୍ରଚାର ପାଇଁ ଜାମିନରେ ଜେଲ୍‌ରୁ ବାହାରକୁ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ଜାମିନ ମିଆଦକୁ ଆଉ ସପ୍ତାହେ ବୃଦ୍ଧି କରିବାପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନର ସେ ଜରୁରୀ ଶୁଣାଣି କରିବାପାଇଁ ନିବେଦନ…

ଡିଏସ କୁଟ୍ଟେଙ୍କ ନିଲମ୍ବନ ପ୍ରସଙ୍ଗକୁ ନେଇ ମୁହଁ ଖୋଲିଲେ ପାଣ୍ଡିଆନ

IPS ଅଫିସର ଡିଏସ କୁଟ୍ଟେଙ୍କ ନିଲମ୍ବନ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। ସକାଳୁ ସକାଳୁ ପ୍ରେସମିଟ୍‌ କରି ସେ କହିଛନ୍ତି, ଭାଜପା ଯାହା ଚାହୁଁଛି ତାହା କରୁଛି। କୁଟ୍ଟେଙ୍କୁ ନିଲମ୍ବନ ଏପରି କରି ନିଲମ୍ବନ କରିବା, ଏହାଠାରୁ ଦୁର୍ଭାଗ୍ୟଜନକ ଆଉ କିଛି ନାହିଁ।…

ଓଡ଼ିଶାରେ ପ୍ରଧାନମନ୍ତ୍ରୀ

ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।  ମୟୂରଭଞ୍ଜ ବାରିପଦା, ବାଲେଶ୍ବରର ରେମୁଣା ଓ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦି । ପ୍ରଧାନମନ୍ତ୍ରୀ ମୋଦି ଦିନିକିଆ ଗସ୍ତରେ ଆସି ବାରିପଦା ଛଉ ପଡିଆରେ ବିଶାଳ ଜନ ସଭାରେ ଉଦବୋଧନ ଦେବେ । ଏଥିସହ…