ଖାଲି ଆଲମିରା ଓ ସିନ୍ଦୁକ ହଟିଲେ ହେବ ମରାମତି – ଜଷ୍ଟିସ ବିଶ୍ୱନାଥ ରଥ

ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ଶେଷ ପରେ ପ୍ରତିକ୍ରିୟା ରଖିଛନ୍ତି କମିଟି ଅଧ୍ୟକ୍ଷ ବିଶ୍ୱନାଥ ରଥ। ଗଣମାଧ୍ୟମକୁ ସୂଚନା ଦେଇ ବିଶ୍ୱନାଥ ରଥ କହିଛନ୍ତି, ମନ୍ଦିରର ସ୍ଥାୟିତ୍ୱକୁ ଅଧିକ ଧ୍ୟାନ ଦିଆଯାଇଛି । ରତ୍ନ ଖାଲି କରାଯିବା ପରେ ଯେଉଁ ଖାଲି ସିନ୍ଦୁକ ଅଛି ତାହାକୁ ସ୍ଥାନାନ୍ତର କରାଯିବ ।…

ହିମାଚଳ ପ୍ରଦେଶରେ ଭୟଙ୍କର ବର୍ଷା

ଜୁନ ୨୭ରେ ହିମାଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲା। ଉଚ୍ଚସ୍ଥାନରୁ ଖସି ୨୧ ଜଣ ପ୍ରାଣ ହରାଇଥିବାବେଳେ ପାଣିରେ ବୁଡି ୧୮, ସାପ କାମୁଡାରେ ଏବଂ ବିଦ୍ୟୁତ୍‌ ସଂସ୍ପର୍ଶରେ ପ୍ରତ୍ୟେକ ୮ ଏବଂ ଆକସ୍ମିକ ବନ୍ୟାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ବୋଲି ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ…

ମିଟ୍‌ ରିଜ୍‌ଟା ପ୍ରୋଗ୍ରାମ

ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ମିଟ୍‌ ରିଜ୍‌ଟା’ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଥର୍‌ର କମ୍ୟୁନିଟି ସଦସ୍ୟ ଇଲେକ୍‌ଟ୍ରିକ ଯାନ ଉତ୍ସାହୀ ଓ ନୂଆ ରିଜ୍‌ଟା ମାଲିକମାନଙ୍କ ପାଇଁ କମ୍ପାନୀର ନୂଆ ଫାମିଲି ସ୍କୁଟର ରିଜ୍‌ଟା ଓ ଅଭିନବ ହାଲୋ ହେଲ୍‌ମେଟର ଉନ୍ମୋଚନ…

ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଛି କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସ୍‌କୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ ହଟ୍ଟଗୋଳ…

ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ଦିଏ କାଜୁ

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ ଜାଣନ୍ତୁ ସେ ସମ୍ପର୍କରେ… – କାଜୁ ହାଡ଼ ଶକ୍ତ କରିବା ସହ ହାର୍ଟ ରୋଗରୁ ମୁକ୍ତି ଦେଇଥାଏ।…

ଭାରତକୁ ମିଳିପାରେ ୩ ସ୍ବର୍ଣ୍ଣ

ପ୍ୟାରିସ ଅଲମ୍ପିକ୍ସରେ ଗତକାଲି ଭାରତକୁ ତାହାର ପ୍ରଥମ ପଦକ ମିଳିସାରିଛି । ମହିଳା ସୁଟର ଏହି ପଦକ ଭାରତ ପାଇଁ ଜିତିଛନ୍ତି । ଯାହା କାଂସ୍ୟ ଭାବରେ ଆସିଛି । ଏହିକ୍ରମରେ ଭାରତକୁ ଆଜି ଗୋଟିଏ କିମ୍ବା ୨ ଟି ନୁହେଁ ବରଂ ୩ ଟି ସ୍ୱର୍ଣ୍ଣ ଜିତିବାର ସମ୍ଭାବନା ରହିଛି । ଏଥିରେ ଦୁଇଟି ପଦକ…

ହଲିଉଡ ମୁହାଁ ଭାରତୀୟ ଦର୍ଶକ

ଭାରତୀୟ ସିନେମା ଘରରେ ହଲିଉଡ ସିନେମା ‘ଡେଡପୁଲ ଓ ୱୁଲ୍ୱରିନ’ ବଲିଉଡ ଓ ସାଉଥ ସିନେମାକୁ ବେଶ୍ ପଛରେ ପକାଇ ଦେଇଛି । ମାତ୍ର ୨ ଦିନରେ ସିନେମାଟି ପ୍ରାୟ ୪୩ କୋଟି ରୋଜଗାର କରି ସାରିଲାଣି । ତାମିଲ, ତେଲୁଗୁ ତଥା ହିନ୍ଦୀ ଭାଷାର ବକ୍ସ ଅଫିସରେ ଏହି ହଲିଉଡ ସିନେମା ଟଙ୍କାର ବର୍ଷା କରୁଛି ।…

ସେଲରେ ଚାକିରୀ ସୁଯୋଗ

ଷ୍ଟିଲ ଅଥରିଟି ଅଫ୍ ଇଣ୍ଡିଆ (ସେଲ), ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ୪୦୦ ପଦ ପୂରଣ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୧୦ ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ରହିଛି । ପ୍ରାର୍ଥୀଙ୍କୁ ଟ୍ରେଡ ଆପ୍ରେଣ୍ଟିସ, ଟେକ୍ନିସିଆନ ଆପ୍ରେଣ୍ଟିସ ଓ ଗ୍ରାଜୁଏଟ ଆପ୍ରେଣ୍ଟିସ ପଦରେ ନିଯୁକ୍ତି…

ସାବଧାନ ! ଫୁଲୁଛି ମହାନଦୀ

ଗତକାଲି ହୀରାକୁଦର ୨୦ଟି ଗେଟ୍ ଖୋଲିବା ପରେ ମହାନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ହୀରାକୁଦରୁ ବନ୍ୟାଜଳ ପ୍ରଥମେ ଖଇରାମାଳ ଓ ପରେ ବରମୂଳ ଦେଇ ଆସି ମୁଣ୍ଡଳୀରେ ପହଞ୍ଚିଛି। ଫଳରେ ଜଳସ୍ତର ବଢ଼ିଛି । ବିଶେଷ କରି ବନ୍ୟାଜଳ ପହଞ୍ଚିବା ଫଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ଦେଖାଦେଇଛି। ସାରା…

ବିମାନରେ ମାଗଣା ୱାଇ-ଫାଇ ସେବା ଆରମ୍ଭ

ଏୟାରଲାଇନ୍‌ ଭିସ୍ତାରା ପକ୍ଷରୁ ବିମାନରେ ୱାଇ-ଫାଇ ସେବା ଆରମ୍ଭ କରାଯାଇଛି। ଏଭଳି ସେବା ପ୍ରଦାନ କରିବାରେ ଭିସ୍ତାରା ହେଉଛି ଦେଶରେ ପ୍ରଥମ। କମ୍ପାନି ଏହାର ବୋଇଂ ୭୮୭-୯ ଡ୍ରିମ୍‌ଲାଇନର୍‌ ଓ ଏୟାରବସ୍‌ ଏ୩୨୧ ନିଓ ଭଳି ଅନ୍ତର୍ଜାତୀୟ ବିମାନରେ ଯାତ୍ରୀମାନଙ୍କୁ ୨୦ ମିନିଟ୍‌ ପାଇଁ ମାଗଣାରେ…