ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ବନ୍ଦ ରହିବ

ଆଜି ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନ ଶୁଣାଣି ତଥା ଅଭିଯୋଗ ଶୁଣାଣି ବନ୍ଦ ରହିବ। ଭୁବନେଶ୍ୱର, ୟୁନିଟ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବା ନେଇ…

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଘୁଆ ପାଗ

ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି । କିନ୍ତୁ ସକ୍ରିୟ ମୌସୁମୀ ପ୍ରଭାବରେ ଆସନ୍ତାକାଲିଠୁ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ଆଜି କିଛି ସ୍ଥାନରେ ବର୍ଷା ହୋଇପାରେ । ୩ ଘଂଟା ପାଇଁ ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର,…

ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ !

ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଲୋକମାନେ ମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ଗତବର୍ଷ ତୁଳନାରେ ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗଳବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି। ଫଳସ୍ୱରୂପ, ଦେଶର ୭୪% ସହରାଞ୍ଚଳର ଲୋକ ବର୍ତ୍ତମାନର…

କାହିଁକି ତିନି ରଥକୁ ଭାଙ୍ଗିଯାଏ?

ଶେଷ ହୋଇଛି ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥରୁ ଓହ୍ଲାଇ ପୁଣିଥରେ ରତ୍ନବେଦୀରେ ଶୋଭା ପାଉଛନ୍ତି ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା । ଏହାପରେ ଜଗନ୍ନାଥଙ୍କ ନନ୍ଦିଘୋଷ, ବଳରାମଙ୍କ ତାଳଧ୍ୱଜ ଏବଂ ମାତା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ବର୍ତ୍ତମାନ ଭାଙ୍ଗି ଦିଆଯାଉଛି । କିନ୍ତୁ…

ବାସି ରୁଟିର ରହିଛି ଅନେକ ଗୁଣ

ଘରେ ରାତିର ରୁଟି ରହିଯାଇଥିଲେ ଅନେକ ଲୋକ ଗାଈଗୋରୁ, କୁକୁର ଅବା କାଉଙ୍କୁ ଖାଇବାକୁ ଦେଇ ଦିଅନ୍ତି। ଆଉ କେହି କେହି ଫୋପାଡ଼ି ଦିଅନ୍ତି। ତେବେ ବାସି ରୁଟିର ରହିଛି ଅନେକ ଗୁଣ।     ରାତିର ରୁଟି ଯଦି ଆପଣ ସକାଳେ ବ୍ରେକଫାଷ୍ଟରେ ଖାଇବେ, ତା’ହେଲେ ଅନେକ ଲାଭ ମିଳିବ। ବାସି ରୁଟିରେ ଆଇରନ୍,…

ଆସନ୍ତୁ ଜାଣିବା ଘର ହେଉବା ମନ୍ଦିର କେଉଁ ଦିଗରେ ଦୀପ ଲଗାଇଲେ ଶୁଭ ହୋଇଥାଏ

ପ୍ରତ୍ୟେକ ଘରେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଭଗବାନଙ୍କ ସମ୍ମୁଖରେ ଦୀପ ଜାଳିଥାଉ। କୁହାଯାଏ ଦୀପ ଜାଳିବା ଦ୍ୱାରା ଇଶ୍ୱରଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହିତ ଘରେ ସକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। ଏଥିପାଇଁ ଯେକୌଣସି ପୂଜାବ୍ରତରେ ଆରମ୍ଭରୁ ଦୀପ ଲଗାଯାଇଥାଏ। ତା’ପରେ ପୂଜାପାଠର ଅନ୍ୟ…

ଆଜି ରାତିରେ ହେବ ଉଲକା ବର୍ଷା

ଯଦି ଆପଣ ମହାକାଶ ବିଜ୍ଞାନ ପ୍ରତି ରୁଚି ରଖୁଛନ୍ତି, ତେବେ ସୋମବାର ରାତିର ଦୃଶ୍ୟ ଆପଣଙ୍କ ପାଇଁ ଆଶ୍ଚର୍ଯ୍ୟଜନକ ହୋଇପାରେ । ଏଥର ଅଗଷ୍ଟ ୧୧ ଓ ୧୨ ତାରିଖ ରାତିରେ ଆକାଶରେ ଉଲକା ବର୍ଷା ଦେଖିବାକୁ ମିଳିବ । ବୀର ବାହାଦୁର ସିଂହ ପ୍ଲାନେଟୋରିୟମର ଜ୍ୟୋତିର୍ବିଜ୍ଞାନୀ ଅମର ପାଲ ସିଂହ…

ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଆମେରିକା ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ଭାରତରେ ରହୁଥିବା ହାସିନା କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପକୁ ହସ୍ତାନ୍ତର କରି ନ ଥିବାରୁ ଆମେରିକା ତାଙ୍କୁ କ୍ଷମତାରୁ ହଟାଇ ଦେଇଛି। ସେ କହିଛନ୍ତି, ସେଣ୍ଟ ମାର୍ଟିନ ଦ୍ୱୀପ…

ଝିଅ ମୃତ୍ୟୁର ୬ଦିନ ପରେ ଦିବ୍ୟା ସେଠ ଏକ ଭାବବିହ୍ବୋଳ ପୋଷ୍ଟ ସେୟାର କରିଛନ୍ତି

ବଲିଉଡ ଅଭିନେତ୍ରୀ ଦିବ୍ୟା ସେଠ ଶାହ ତାଙ୍କର ଝିଅ ମିହିକା ଶାହଙ୍କୁ ଗତ ସପ୍ତାହରେ ହରାଇ ଦେଇଛନ୍ତି। ଏହି ଦୁଃଖଦ ଖବରର ସୂଚନା ନିଜେ ଦିବ୍ୟା ସେଠ ସମସ୍ତଙ୍କୁ ଦେଇଥିଲେ। ଯାହାକୁ ଶୁଣିବା ପରେ ଦିବ୍ୟାଙ୍କ ପ୍ରଶଂସକ ଓ ସମ୍ପର୍କୀୟମାନେ ଚିକିତ ହେବା ସହିତ ସ୍ତବ୍ଧ ହୋଇଯାଇଛନ୍ତି।ଝିଅ ମୃତ୍ୟୁର…

ହିଣ୍ଡେନବର୍ଗ ରିପୋର୍ଟକୁ ସେବି ମୁଖ୍ୟଙ୍କ ଖଣ୍ଡନ

ପୁଞ୍ଜି ବଜାର ନିୟାମକ ଭାରତୀୟ ନିରାପତ୍ତା ଓ ବିନିମୟ ବୋର୍ଡ (ସେବି)ର ମୁଖ୍ୟ ମାଧବୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧୱଲ ବୁଚ୍ ଶନିବାର କ୍ଷୁଦ୍ର ବିକ୍ରେତା ହିଣ୍ଡେନବର୍ଗଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି ଖଣ୍ଡନ କରି କହିଛନ୍ତି ଯେ ସେମାନଙ୍କର ଆର୍ଥିକ କାରବାର ଏକ ଖୋଲା ପୁସ୍ତକ ପରି। ବୁଚ…