ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ ଆଉ ନାହାନ୍ତି

ବରଗଡ଼: ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ ଆଉ ନାହାନ୍ତି  । ପରଲୋକରେ ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ପୂର୍ବତନ କଂସ ମହାରାଜା ଗୋପାଳ ସାହୁ । ତାଙ୍କୁ ୭୦ ବର୍ଷ ହୋଇଥିଲା । ଆଜି ତାଙ୍କ ପରଲୋକ ଘଟିଛି। କିଛି ଦିନ ହେବ ସେ ମଧୁମେହ ରୋଗରେ ପୀଡ଼ିତ ହୋଇ…

ପୁରୁଣା ଫୋନ୍ ବି ନୂଆ ଭଳି ଚାଲିବ

 ଫୋନ ଉତ୍ପାଦନକାରୀ କମ୍ପାନୀଗୁଡିକ ନୂତନ ଡିଜାଇନ୍ ଏବଂ ଉନ୍ନତ ଜ୍ଞାନକୌଶଳ ସହିତ କ୍ରମାଗତ ଭାବରେ ସେମାନଙ୍କର ସ୍ମାର୍ଟଫୋନ୍ ଉପସ୍ଥାପନ କରୁଛନ୍ତି। କ୍ୟାମେରା, ବ୍ୟାଟେରୀ ଏବଂ ଫୋନରେ ଚାର୍ଜିଂ କ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ଦେଖାଯାଉଛି। ଏହି କାରଣରୁ ଅନେକ ଲୋକ ନିଜ ଫୋନକୁ ବାରମ୍ବାର  …

ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ

ଓଭରଅଲ ରାଙ୍କିଂର ଟପ୍ -୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛି। ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ଭିତରେ ଆଗରେ ରହିଛି ‘ସୋଆ’। ୬୦.୭୩% ସ୍କୋର୍ ସହ ‘ସୋଆ’ ଜାତୀୟ ରାଙ୍କିଂର ୨୪ତମ ସ୍ଥାନରେ ରହିଛି। ଏହା ପଛରେ କିଟ୍ ୫୯.୯୪% ସ୍କୋର୍ ସହ ୨୮ତମ ସ୍ଥାନରେ ଅଛି। ୩୪ତମ ସ୍ଥାନରେ…

ଶେୟାର ବଜାରରେ ପରିବର୍ତ୍ତନ

 ପୁଣି ଥରେ ଘରୋଇ ଶେୟାର ବଜାର କାରବାରରେ ପରିବର୍ତ୍ତନ ହୋଇଛି। ଏପରିକି ଚଳିତ ସପ୍ତାହର ପ୍ରଥମ କାର୍ଯ୍ୟ ଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୫୭ (୫୬.୯୯) ପଏଣ୍ଟ…

ପ୍ରବଳ ବର୍ଷା ଯୋଗୁଁ ଭାସିଲା ହିମାଚଳପ୍ରଦେଶ ଏବଂ ବେଙ୍ଗାଲୁରୁ ସହର

ପ୍ରବଳ ବର୍ଷା ପାଇଁ ହିମାଚଳପ୍ରଦେଶ ଏବଂ ବେଙ୍ଗାଲୁରୁରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ହିମାଚଳପ୍ରଦେଶରେ ରବିବାରଠାରୁ ପ୍ରବଳ ବର୍ଷାରେ ଭୂସ୍ଖଳନ ହେବା ସହ ଅଚାନକ ବନ୍ୟା ଆସିଛି। ଏଥିଯୋଗୁଁ ରାଜ୍ୟରେ ୪ ଜାତୀୟ ରାଜପଥ ସମେତ ୩୩୮ଟି ରାସ୍ତା ବନ୍ଦ ରହିଛି। ଉନାରେ ଅନେକ ଅଞ୍ଚଳ ଜଳମଗ୍ନ…

ଟ୍ରମ୍ପ୍‌ଙ୍କ ଅଭିଯୋଗ

ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’କୁ ଫେରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫମରେ ଏକ୍ସ ମାଲିକ ଏଲନ ମସ୍କ ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ସାକ୍ଷାତକାର ନେଉଛନ୍ତି। ସାକ୍ଷାତକାରରେ ଡୋନାଲ୍ଡ ଟ୍ରମ୍ପ କମଲା ହାରିସଙ୍କୁ ଟାର୍ଗେଟ କରିଥିଲେ।ଆମେରିକାର…

ଆଜି ଭିନେଶଙ୍କ ସିଲଭର ମେଡାଲକୁ ନେଇ ଆସିବ ରାୟ

କେବେ ଭାରତ ଫେରିବେ ଭିନେଶ ଫୋଗାଟ୍। ପ୍ୟାରସ୍ ଅଲିମ୍ପିକ୍ସ ଶେଷ ହେବା ପରେ ଆଜି ଭାରତୀୟ ଦଳ ସ୍ୱଦେଶ ଫେରୁଛି । ହେଲେ ଭିନେଶ ଫୋଗାଟ ଫେରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।ଗତକାଲି ଭିନେଶଙ୍କୁ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରୁ ବାହାରୁ ଥିବାର ଦେଖିବାକୁ ମିଳିଛି। ଆଜି ଭିନେଶଙ୍କ ସିଲଭର…

ଆଜିର ରାଶିଫଳ

ମେଷ: ଭାବିଥିବା କାମ ଜଲଦି ସଂପୂର୍ଣ୍ଣ କରିଦେବେ। ଅନ୍ୟମାନେ କଥା କହୁଥିବା ବେଳେ ବଢ଼ାଇ କରି କିଛି କହନ୍ତୁ ନାହିଁ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ବହୁତ ଭଲ। ‌ ବୃଷ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ଉଚ୍ଚ ପଦବି ମିଳିପାରେ। ଅଫିସରେ ଅଧସ୍ତନ କର୍ମଚାରୀଙ୍କର…

ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା

୭ଟି ପଞ୍ଚାୟତ ସମିତିରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏଥିମଧ୍ୟରୁ ୬ଟି ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ବୌଦ୍ଧ ହରଭଙ୍ଗାରେ ଉପାଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ ହେବ । ଅଧ୍ୟକ୍ଷ ପାଇଁ ଉପନିର୍ବାଚନ ହେବାକୁ ପଞ୍ଚାୟତ…

ଆଜି ବିଶ୍ବ ଅଙ୍ଗଦାନ ଦିବସ

ଶରୀର ଦାନ ପ୍ରତି ଧୀରେ ଧୀରେ ଜନସାଧାରଣ ସଚେତନ ହେଉଛନ୍ତି। ଶରୀରଦାନକୁ ସରକାରୀ ସ୍ବୀକୃତି ମିଳିବା ପରେ ବହୁ ସଚେତନ ନାଗରିକ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପାଇଁ ମୃତ୍ୟୁ ପରେ ଶରୀର ଦାନ କରିବାକୁ ଘୋଷଣାନାମା ଦାଖଲ କରୁଛନ୍ତି। ଏମ୍‌କେସିଜି ମେଡିକାଲ କଲେଜର ଆନାଟୋମି ବିଭାଗକୁ…