ଗଣେଶ ପୂଜା ଭସାଣି ରେ ଡ଼ିଜେ ଉପରେ ଲାଗିଲାକଟକଣା

ଭୁବନେଶ୍ବର: ଆଦ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା ଆସନ୍ତା ୭ ତାରିଖ ଦିନ ଠାରୁ ଆରମ୍ଭ ହେବ। ଦେଶବ୍ୟାପୀ ଗଣେଶ ପୂଜା ଉତ୍ସାହର ସହିତ ପାଳନ କରାଯିବ। ଓଡ଼ିଶାରେ ପ୍ରସିଦ୍ଧ ଜଟଣୀ, ତାଳଚେର, ଦେବଗଡ଼ ସମେତ କଟକ ଓ ଭୁବନେଶ୍ବରରେ ମଧ୍ୟ ଧୁମଧାମ୍‌ରେ ଗଣେଶ ପୂଜାର ଆୟୋଜନ ହେବ। ରାଜଧାନୀ ଭୁବନେଶ୍ବରରେ…

ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ

ଭୁବନେଶ୍ୱର: ରାଜ୍ୟରେ ଥମିବାର ନାଁ ନେଉନି ଆଳୁ ସଂକଟ। ବଜାରରୁ ଗାଏବ ହେଲାଣି ଆଳୁ, ଚଢା ଦର ଦେଖି ଖାଉଟି ନିରାଶ । ଏହାରି ଭିତରେ ଓଡ଼ିଶାରେ ଆଳୁ ସଂକଟ ଦୂର କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଉଥିବା ସୂଚନା ରୁ ଜଣାପଡିଛି। ଉତ୍ତରପ୍ରଦେଶରୁ ଟ୍ରେନ୍‌ରେ ଆଳୁ ଆସିବ ବୋଲି ଖାଦ୍ୟ ଯୋଗାଣ…

ସ୍ତ୍ରୀ ବାପଘରେ ଥିବା ବେଳେ ଜୀବନ ହାରିଦେଲେ ଏମ୍ସ ଡାକ୍ତର

ନୂଆଦିଲ୍ଲୀ: ଶଶୁର ଘରେ ଜୀବନ ହାରିଲେ ଦିଲ୍ଲୀର ଏମ୍ସ ଡାକ୍ତର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡାକ୍ତରଙ୍କ ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ ଡାକ୍ତର ଜଣକ ନ୍ୟୁରୋ ସର୍ଜନ ଥିଲେ। ବୟସ ୩୪ବର୍ଷ ପାଖାପାଖି ଥିବା ଜଣାପଡ଼ିଛି। ସ୍ତ୍ରୀଙ୍କ ସହିତ ଡାକ୍ତରଙ୍କ ଅନେକ…

ଦୁଇ ଘଣ୍ଟାରେ ରିପୋର୍ଟ ଦିଅ: ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ: ରାଜ୍ୟମାନଙ୍କରେ କାହିଁକି ବଢ଼ୁଛି ହିଂସାକାଣ୍ଡ । ଅପରାଧର ମାତ୍ରା କାହିଁକି କମୁନାହିଁ । ଏନେଇ ଏବେ ସତର୍କ ହୋଇଛି ଗୃହମନ୍ତ୍ରାଳୟ । ସବୁ ରାଜ୍ୟକୁ ଆଇନ କାନୁନ ସ୍ଥିତି ନେଇ ପ୍ରତି ଦୁଇ ଘଣ୍ଟାରେ ରିପୋର୍ଟ ଦେବାକୁ କହିଛି ଗୃହମନ୍ତ୍ରାଳୟ ।  କୋଲକାତାର ଆର.ଜି. କର ମେଡିକାଲ…

ମାଗଣାରେ ମିଳିବ ମହାପ୍ରସାଦ

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କୁ ମାଗଣାରେ ବଣ୍ଟନ କରାଯିବ ମହାପ୍ରସାଦ। ଏନେଇ ଯୋଜନା ରଖିଛନ୍ତି ରାଜ୍ୟ ସରକାର। ପୁରୀରେ ରଥ ସେବା ସମ୍ମାନ-୨୦୨୪ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ତେବେ କେବଠୁ ଓ କେମିତି ଦିଆଯିବ…

ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ଶୃଙ୍ଖଳିତ କରିବାକୁ ଲଗାଯିବ ଏ.ଆଇ. କ୍ୟାମେରା

ପୁରୀ: ରତ୍ନଭଣ୍ଡାରରୁ ବାକ୍ସ ଓ  ଆଲମିରା ସ୍ଥାନାନ୍ତର ପାଇଁ ସରକାରୀ ଅନୁମତି ମିଳିସାରିଛି। ଖୁବ୍ ଶୀଘ୍ର ରତ୍ନଭଣ୍ଡାର ମରାମତି ସାଙ୍ଗକୁ ଅଳଙ୍କାର ଗଣତି, ମଣତି ପ୍ରକ୍ରିୟା ଆରମ୍ଭ ହେବ। ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ପାଇଁ  ଜିପିଆରଏସ୍ ସର୍ଭେ ସହ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ…

ଷ୍ଟକ ବଜାରରେ ଉତ୍ସାହ

ଭାରତୀୟ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ଉଭୟ ସେନସେକ୍ସ ଓ ନିଫଟି ବୃଦ୍ଧି ସହ ବନ୍ଦ ହୋଇଛନ୍ତି । ସେନସେକ୍ସ ୧୩୩୧ ପଏଣ୍ଟ ବୃଦ୍ଧି ସହ ୮୦୪୩୬.୮୪ ପଏଣ୍ଟରେ ବନ୍ଦ ହୋଇଛି ।  ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟିରେ ୩୯୭ ପଏଣ୍ଟ ବୃଦ୍ଧି ସହ ୨୪୫୪୧.୧୫ ପଏଣ୍ଟରେ ବନ୍ଦ ହୋଇଛି ।ବଜାରରେ ଏହି…

ବିଜେପିରେ ମିଶିପାରନ୍ତି ଚମ୍ପେଇ ସୋରେନ୍

ଝାଡ଼ଖଣ୍ଡରେ କିଛି ଦିନ ପରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦିଲ୍ଲୀରେ ସୋରେନଙ୍କ ଉପସ୍ଥିତି ହଟଚମଟ ବଢାଇଛି।ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି । ଏୟାର ଇଣ୍ଡିଆ ବିମାନଯୋଗେ କୋଲକାତା ଦେଇ ଦିଲ୍ଲୀ…

ଭାରତରେ ରହିବେନି କୋହଲି

ଆଜି ପୁଣି ବିରାଟ କୋହଲି  ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ନିକଟରେ ସେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ ସେ ଲଣ୍ଡନ ଯାଇଛନ୍ତି। ବିରାଟ ଲଣ୍ଡନର ରାଜରାସ୍ତାରେ ଥିବା ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ କିଙ୍ଗ…

ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ ଏହି ଜିନିଷ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ କରାଯାଇଥାଏ। ଏହି ଦିନ ଭଗବାନ ଭାସ୍କର ବା ସୂର୍ଯ୍ୟଦେବଙ୍କୁ ପୂଜା କରିବା ଦ୍ୱାରା ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ। ହିନ୍ଦୁ ଧର୍ମରେ ପ୍ରତିଦିନ ସୂର୍ଯ୍ୟଦେବକୁ ଜଳ ପ୍ରଦାନ କରିବା ଲାଭଦାୟକ ହୋଇଥାଏ। ହେଲେ ଯଦି ଆପଣ ପ୍ରତିଦିନ ସୂର୍ଯ୍ୟ ଦେବଙ୍କ ପୂଜା…