ଜିତିଲା ୩ ଜାତୀୟ ଚଳଚ୍ଚିତ୍ର ପୁରସ୍କାର

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଏଥିରେ ‘ବ୍ରହ୍ମାସ୍ତ୍ର: ପାର୍ଟ ୱାନ- ଶିବା’ ସିନେମାକୁ ମିଳିଛି ୩ ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ଫଳରେ ସିନେମାର ନିର୍ମାତା ନାମିତ ମାଲହୋତ୍ରା ନିଜର ଖୁସି ଜାହିର କରିଛନ୍ତି । ରଣବୀର କପୂର ଓ ଆଲିଆ ଭଟ୍ଟ ଷ୍ଟାରର ଏହି ସିନେମା ‘ବେଷ୍ଟ ଫିଲ୍ମ ଇନ…

ଆସନ୍ତାବର୍ଷ ପୁଣି କଲେଜ ଇକ୍ସେନ 

ପୁଣିଥରେ କଲେଜ୍ କ୍ୟାମ୍ପସରେ ଲାଗି ପୋଷ୍ଟର, ହେବ ଜୋରଦାର କ୍ୟାମ୍ପେନିଙ୍ଗ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଛା ହେବେ ଟାଣୁଆ ନେତା । ଆସନ୍ତାବର୍ଷରୁ ପୁଣିଥରେ କଲେଜ ପରିସରରେ ବଢିବ ଚଳଚଞ୍ଚଳ । କାରଣ ଆସନ୍ତାବାର୍ଷରୁ ପୁଣି ଆରମ୍ଭ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏ ନେଇ ଆଇନ୍…

ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ୨୩ ବର୍ଷୀୟ ଛାତ୍ରୀ ଗିରଫ

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ କରିବା ସହ କୋଲକାତା ଡାକ୍ତରଖାନାରେ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଟ୍ରେନି ଡାକ୍ତରଙ୍କ ପରିଚୟ ପ୍ରକାଶ କରିଥିବା ଅଭିଯୋଗରେ ଜଣେ ୨୩ ବର୍ଷୀୟ କୀର୍ତ୍ତି…

ଦୋକାନ ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ରାକ୍ଷୀ ପର୍ଣ୍ଣିମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |ଲଙ୍ଗଳେଶ୍ୱର ଗ୍ରାମରେ ଥିବା ଏକ ଦୋକାନ ଭିତରୁ ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଠାବ ହୋଇଛି। ଗଞ୍ଜାମ ୧୬ ନମ୍ବର ଜାତୀୟ ରାଜପଥ ଲଙ୍ଗଳେଶ୍ୱର କଳାଝରନଇ ନିକଟରେ ଏଭଳି ଅଘଟଣା ସାମ୍ନାକୁ ଆସିଛି । ଝୁଲନ୍ତା ଅବସ୍ଥାରେ…

ପୀଡ଼ିତାଙ୍କ ଘରେ ପହଞ୍ଚି ବିବୃତି ରେକର୍ଡ କଲା ସିବିଆଇ ଟିମ୍‌

କୋଲକାତା ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ଘଟଣାରେ ଏବେ ସୁଦ୍ଧା ସମୁଦାୟ ୩୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି କୋଲକାତା ପୁଲିସ | ଅଗଷ୍ଟ ୧୪ ତାରିଖ ରାତିରେ ଘଟିଥିବା ଭଙ୍ଗାରୁଜା ଘଟଣାର ଯାଞ୍ଚ ପାଇଁ କୋଲକାତା ପୁଲିସ ଏକ ୧୫ ଜଣିଆ ଟିମ (ଏସଆଇଟି) ଗଠନ କରିଛି।…

ରାକ୍ଷୀ ପୂର୍ଣ୍ଣିମାରେ ଦିଅନ୍ତୁ ନାହିଁ ଏହି ଜିନିଷ..

ଶ୍ରାବଣ ମାସର ପୂର୍ଣ୍ଣିମାରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯାଏ ।ଏହି ପର୍ବ ଭାଇ ଭଉଣୀଙ୍କ ପ୍ରେମର ପ୍ରତୀକ । ଏହି ଦିନ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ଥାଏ । ଭାଇ ଭଉଣୀର ରକ୍ଷା କରିବାକୁ ସଂକଳ୍ପ କରିବା ସହ କିଛି ଉପହାର ମଧ୍ୟ ଦେଇଥାଏ । ଚଳିତ ବର୍ଷ ୧୯ ଅଗଷ୍ଟରେ ରାକ୍ଷୀ ପୂର୍ଣ୍ଣିମା…

ବଲିଉଡ୍‌ ସେଲିବ୍ରିଟିମାନେ ହେଉଛନ୍ତି ସବୁଠୁ ବଡ଼ ମୂର୍ଖ ଓ ବୋକା

ଅଭିନେତ୍ରୀ ତଥା ଏମ୍‌ପି କଙ୍ଗନା ରାଣାଓ୍ବତ ରବିବାର ପୁଣିଥରେ ବଲିଉଡ୍‌ ତାରକାମାନଙ୍କୁ ଟାର୍ଗେଟ କରିଛନ୍ତି। ମୋଟିଭେଶ୍‌ନାଲ ସ୍ପିକର ରାଜ ଶାମନୀଙ୍କ ପୋଡ୍‌କାଷ୍ଟ ପ୍ରୋଗ୍ରାମରେ ଯୋଗଦେଇ କଙ୍ଗନା ବଲିଉଡ୍‌ ତାରକାମାନଙ୍କର ଜୀବନଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ବଲିଉଡ୍‌ରେ ଚଳିପାରିବା ଭଳି…

ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି

ରାଜ୍ୟରେ ଚାଲିଥିବା ଶିଳ୍ପାୟନରେ ଖୋର୍ଦ୍ଧା ଜିଲ୍ଲା ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି। ରାଜ୍ୟର ପାରମ୍ପରିକ ଶିଳ୍ପ ଜିଲ୍ଲାଗୁଡ଼ିକୁ ଏହା ପଛରେ ପକାଇ ଦେଇଛି। ଗତ ପାଞ୍ଚ ବର୍ଷରେ ଖୋର୍ଦ୍ଧା ସର୍ବାଧିକ ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଛି। ଜଗତସିଂହପୁର ଓ ଅନୁଗୁଳକୁ ଏହା ପଛରେ ପକାଇ…

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ

ଝାଡ଼ଖଣ୍ଡ: ଝାଡ଼ଖଣ୍ଡ ରାଜନୀତିରେ ବଡ଼ ହଲଚଲ। ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନଙ୍କ ଦିଲ୍ଲୀ ଗସ୍ତ ଏହି ରାଜନୈତିକ ହଲଚଲକୁ ଅଧିକ ତୀବ୍ର କରିଛି। ଚର୍ଚ୍ଚା ହେଉଛି, ଜେଏମଏମ୍ ଛାଡ଼ି ଆଜି ବିଜେପିରେ ଯୋଗ ଦେଇପାରନ୍ତି ଚମ୍ପାଇ ସୋରେନ୍। ନିଜ ସମସ୍ତ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଜେଏମଏମକୁ…

ପବିତ୍ର ଗହ୍ମା ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପବିତ୍ର ରାଖି ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ। ପବିତ୍ର ଗହ୍ମା ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଭାରତୀୟ ସଂସ୍କୃତିର ଏହି ଅନନ୍ୟ ପର୍ବ ଆମର ସାମାଜିକ ମୂଲ୍ୟବୋଧକୁ ଆହୁରି…