ପଦ୍ମ ଧରିବେ ଛଗନ ଭୁଜବଳ

ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ବିଭାଜନ ପରେ ମଧ୍ୟ ରାଜନନୈତିକ ଅସ୍ଥିରତା ଚରମ ସୀମାରେ ରହିଛି। କୌଣସି ବିଭାଗ ନ ପାଇ କ୍ରୋଧିତ ଏନସିପି ନେତା ଛଗନ ଭୁଜବଲ ସୋମବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଭେଟିଛନ୍ତି। ବୈଠକ ପରେ ତାଙ୍କର ପରବର୍ତ୍ତୀ ପଦକ୍ଷେପ ବିଷୟରେ ଖୁବ୍‌ ଆଲୋଚନା ହେଉଛି।…

ତିନି ଦିନରେ ଆସିବ ଫସଲ କ୍ଷୟକ୍ଷତି ରିପୋର୍ଟ

ଅଦିନିଆ ବର୍ଷା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି  ।  ତିନି ଦିନ ଭିତରେ କ୍ଷୟକ୍ଷତି ଆକଳନ ସରିଯିବ। ରିପୋର୍ଟ ଆସିବା ପରେ ରାଜସ୍ୱ ବିଭାଗ ତରଫରୁ କ୍ଷତି ଭରଣା କରାଯିବ ବୋଲି କହିଛନ୍ତି ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ  । କ୍ଷୟକ୍ଷତିର ସଠିକ ଆକଳନ ପାଇଁ…

ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା

ଫେବୃଆରୀ ୨୩ରେ ହେବ ଭାରତ-ପାକିସ୍ତାନ ମହାମୁକାବିଲା । ସମ୍ଭାବ୍ୟ ତାଲିକା ପ୍ରକାଶ ପାଇବା ପରେ କ୍ରିକେଟ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଛି । ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଖେଳାଯିବାକୁ ନେଇ ଟଣା ଓଟରା ଭିତ ଆଇସିସି ପକ୍ଷରୁ ଭେନ୍ୟୁ ତାଲିକା ପ୍ରକାଶ ପାଇଛି । ପାକିସ୍ତାନରେ ଆଇସିସି…

ଗାଜାରେ ଏୟାରଷ୍ଟ୍ରାଇକ୍‌ରେ ୨୦ ମୃତ

ଇସ୍ରାଏଲୀ ସେନା ଗାଜା ଷ୍ଟ୍ରିପ୍‌ ଉପରେ ଏୟାରଷ୍ଟ୍ରାଇକ୍‌ ଜାରି ରଖିଥିବାବେଳେ ଏଥିରେ ୫ ପିଲାଙ୍କ ସମେତ ଅନୂ୍ୟନ ୨୦ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ କର୍ତ୍ତୃପକ୍ଷ ଇତିମଧ୍ୟରେ କ୍ୟାଥୋଲିକ୍‌ ଚର୍ଚ୍ଚର ନେତା କାର୍ଡିନାଲ ପିଏରବାତ୍ତିସ୍ତା ପିଜ୍ଜାବାଲ୍ଲାଙ୍କୁ ଗାଜାରେ ପ୍ରବେଶ…

୩ ଅଭିଯୁକ୍ତ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର୍‌

ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ପୁଲିସ୍‌ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୩ ଅଭିଯୁକ୍ତ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଡିସେମ୍ବର ୨୩ ତାରିଖ (ସୋମବାର) ଏନ୍‌କାଉଣ୍ଟ୍‌ର କରାଯାଇଛି। ଉତ୍ତରପ୍ରଦେଶର ପିଲିବିଟ୍ ଜିଲ୍ଲାରେ ପୁଲିସ୍ ଗୁଳିରେ ସୋମବାର ସକାଳୁ ସକାଳୁ ଖାଲିସ୍ତାନୀ ଆତଙ୍କବାଦୀମାନେ…

ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ିଦର୍ଶନ

ଶ୍ରୀମନ୍ଦିର ନାଟମଣ୍ଡପରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ିଦର୍ଶନ। ଏଥିପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍‌ (ଓବିସିସି) ପକ୍ଷରୁ ନାଟମଣ୍ଡପରେ ୬ଥାକିଆ କାଠରୢାମ୍ପ୍‌ ନିର୍ମାଣ ଆରମ୍ଭ ହୋଇଛି। ଶନିବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.…

ଆଜି ୭୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୧ ହଜାରରୁ ଅଧିକ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିବେ। ଦେଶର ୪୫ଟି ସ୍ଥାନରେ ଅନୁଷ୍ଠିତ ନିଯୁକ୍ତି ମେଳାରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗଦେଇ ନିଯୁକ୍ତି ପତ୍ର ବଣ୍ଟନ କରିବେ। ନିଯୁକ୍ତି ପତ୍ର ପାଇବାକୁ ମନୋନୀତ…

ସାଧାରଣତନ୍ତ୍ର ଦିବସ: ବାଦ ପଡ଼ିଲା ଓଡ଼ିଶା ପ୍ରଜ୍ଞାପନ ମେଢ

ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ୨୦୨୫ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ପରେଡ ପାଇଁ ମନୋନୀତ ହୋଇଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଜ୍ଞାପନ ମେଢଗୁଡିକ ହେଲା ବିହାର, ଚଣ୍ଡିଗଡ,…

୨୪ତାରିଖରୁ ପୁଣି ବର୍ଷା

ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଗତ ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଉ ଏକ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ତାରିଖରୁ ପୁଣି ବର୍ଷା ହୋଇପାରେ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଶ୍ରୀ ଦାସ ଉଲ୍ଲେଖ କରିଛନ୍ତି,…

ରାଶିଫଳ

ମେଷ: ଅଫିସରେ ଧୈର୍ଯ୍ୟଧରି କାମ କରନ୍ତୁ ଲାଭପ୍ରଦ ହେବ। ରାଜନୀତିରେ ଆପଣଙ୍କୁ ପଦ ପ୍ରତିଷ୍ଠା ମିଳିବ। ବ୍ୟବସାୟରେ ବକେୟା ଅର୍ଥ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ବୃଷ: ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ବ୍ୟବସାୟ ବଢ଼ାଇବା ପାଇଁ ନୂଆ କୌଶଳ ଭାବିବେ। ପ୍ରତିଟି…