ତିନି ଦିନ ହେବ ବୋରୱେଲରେ ଶିଶୁ , ଉଦ୍ଧାର କାର୍ଯ୍ୟ ଜାରି
୧୫୦ ଫୁଟ ତଳେ ୩ ଦିନ ହେବ ଜୀବନ ସଂଘର୍ଷ କରୁଛି ୩ ବର୍ଷର ଶିଶୁ କନ୍ୟା । ରାଜସ୍ଥାନର କୋଟପୁତଲୀର ଢାଣି ଗାଁରେ ବୋରୱେଲ ଭିତରେ ଖସିପଡିଥିବା ଶିଶୁକନ୍ୟା ଚେତନାକୁ ଉଦ୍ଧାର ପାଇଁ ଜିଲ୍ଲା ପ୍ରଶାସନ ଜୋର ଲଗାଇ ଦେଇଛି । ଏନଡିଆରଏଫ ଟିମ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । କିନ୍ତୁ ଏବେ ବି…