ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ
ପ୍ରଫେସର ସଞ୍ଜୟ ଶତପଥୀଙ୍କ ପରଲୋକ ହୋଇଛି। କଳାହାଣ୍ଡି ଭବାନୀପାଟଣା ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର ସଞ୍ଜୟ ଶତପଥୀଙ୍କର ଭୁବନେଶ୍ବରରେ ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଛି। ପ୍ରଫେସର ସଞ୍ଜୟ ଶତପଥୀ କ୍ୟାନ୍ସର ଓ ବ୍ରେନ ଷ୍ଟୋକ ରୋଗରେ ବହୁ…