ରାସ୍ତା ଉପରେ ବୁଲାଗୋରୁଙ୍କ ଚଳପ୍ରଚଳ ଯୋଗୁ ଅଟକିଲା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ଗାଡ଼ି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ବୁଧବାର ପୁରା ଆକ୍ସ ମୋଡରେ ଦେଖିବାକୁ ମିଳିଛି। ଦିଲ୍ଲୀର ସଡ଼କ ଉପରେ ମୁଖ୍ୟମନ୍ତ୍ରୀଙ୍କ କାରକେଡ ହଠାତ ଅଟକିବା ପରେ ତାଙ୍କୁ ଚାଲି ଚାଲି ଯିବାର ଦେଖିବାକୁ ମିଳିଥିଲା। ପୀତମପୁରାରେ ରେଖା ବିକାଶକାର୍ଯ୍ୟର ସମୀକ୍ଷା କରିଥିଲେ। ମେଟ୍ରୋ ପିଲାରରୁ…