ଓଡିଶାରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ,ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ

ମେଟ୍ରୋ ଟିଭି ବ୍ୟୁରୋ,୨୯/୧୨: ଓଡିଶାରେ ବଢିଲାଣି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ଆଉ ଜଣେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି ।ସୂଚନା ଅନୁଯାୟୀ ରାଜ୍ୟରେ

ରେଳ ବିଭାଗ ବୋର୍ଡ ହଳଦୀ ରଙ୍ଗ କଣ ପାଇଁ ?

ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଭାରତ ଏକ ଜନବହୁଳ ରାଷ୍ଟ୍ର ହୋଇଥିଲେ ମଧ୍ୟ ଏହାର ଅଧିକାଂଶ ଲୋକ ଟ୍ରେନ୍ ଉପରେ ନିର୍ଭରଶୀଳ । ଟ୍ରେନର ଯାତ୍ରା କରିବା ବ୍ୟୟବହୁଳ ନଥିବାରୁ ଲୋକମାନଙ୍କର ପ୍ରଥମ ପସନ୍ଦ ଟ୍ରେନ ଯାତ୍ରା ହୋଇଥାଏ । ଏହି ଯାତ୍ରା ସମୟରେ ଅନେକ ଲୋକଙ୍କ ଦୃଷ୍ଟି ଆର୍କଷଣ କରୁଥିବ ଏହି

ନୂଆ ବର୍ଷର ଆରମ୍ଭରୁ ବନ୍ଦ ରହିବ ବ୍ୟାଙ୍କ ସେବା

ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆଉ କିଛିଟା ଦିନ ଭିତରେ ଆମଠୁ ବିଦାୟ ନେବ ୨୦୨୧ । ନୂଆ ବର୍ଷର ନୂଆ ଆରମ୍ଭରେ ବ୍ୟାଙ୍କର ସେବା ବନ୍ଦ ରହୁଛି ।ଏଥିନେଇ ସୂଚନା ମିଳିଛି । ଦେଶର ବିଭିନ୍ନ ରାଜ୍ୟରେ ୬ଦିନ ବ୍ୟାଙ୍କ ଛୁଟି ରହିଛ ।ବ୍ୟାଙ୍କ କର୍ମଚାରୀଙ୍କ ପାର୍ଟ ଏବେ ବଡ଼ଦିନ ଠାରୁ ଆରମ୍ଭ ହୋଇ

୫୬ ବର୍ଷରେ ପାଦ ଦେଲେ ଦବଙ୍ଗ ଖାନ୍

ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ବଲିଉଡର ମୋଷ୍ଟ ଆମେଜିଙ୍ଗ ବ୍ୟାଚଲର ସଲମାନ ଖାନ୍ ୫୬ବର୍ଷରେ ପର୍ଦାପଣ କରିଛନ୍ତି । ସେ ଡିସେମ୍ବର ୨୭, ୧୯୬୫ରେ ଇନ୍ଦୋରରେ ସଲିମ ଖାନ ଏବଂ ସୁଶୀଲା ଚରକଙ୍କ ଘରେ ଜନ୍ମ ହୋଇଥିଲେ । ନିଜର ଫିଟନେସ୍ ପାଇ ବଲିଉଡରେ ସବୁ ବେଳେ ଚର୍ଚ୍ଚାରେ ଥିବା ସଲମାନଙ୍କ ଲଭ

ତାଲିବାନର ନୂଆ ଆଇନ, ପୁରୁଷଙ୍କ ବିନା ବାହାରକୁ ବାହାରି ପାରିବେ ନାହି ମହିଳା

ମେଟ୍ରୋ ଟିଭି ବ୍ୟୁରୋ, ୨୭/୧୨ : ତାଲିବାନ କ୍ଷମତାକୁ ଆସିବା ପରେ ମହିଳାଙ୍କ ବିରୋଧରେ କଟକଣା ଲାଗୁ କରାଯାଇଛି। ଆଫଗାନିସ୍ତାନରେ ମହିଳାଙ୍କ ଶିକ୍ଷା ତଥା ଅଧିକାରର ଉଲ୍ଲଂଘନକୁ ନେଇ ବିଶ୍ୱ ଉଦ୍ବେଗ ପ୍ରକାଶ କରୁଛନ୍ତି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ମହିଳାଙ୍କ ଉପରେ

ତିନିଟି ହୃତପିଣ୍ଡ ଥିବା ପ୍ରାଣୀ

ମେଟ୍ରୋ ଟିଭି ବ୍ୟୁରୋ,୨୭/୧୨: ଆମ ଏଇ ବିଚିତ୍ର ବ୍ରହ୍ମାଣ୍ଡରେ ଭିନ୍ନଭିନ୍ନ ପ୍ରକାରର ଜୀବ ସବୁ ଦେଖିବାକୁ ମିଳେ । କିଏ କେତେବେଳେ ବିଲୁପ୍ତ ହୁଏ ତ ଆଉ କିଏ ବଂଶ ବିସ୍ତାର କରି ଆଗକୁ ବଢେ । ବିଭିନ୍ନ ପ୍ରାଣୀ,ଜୀବ , ଉଭିଦକୁ ନେଇ ଏ ପୃଥିବୀ ତିଷ୍ଠି ରହିଛି । ଏହି ପରି କିଛି ଅଜବ ପ୍ରାଣୀ

ବଡମାଲ ଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ, ଟିଟିଲାଗଡର ଭାଟିପଡା ବିଜୟ

ମେଟ୍ରୋ ଟିଭି ବ୍ୟୁରୋ, ୨୬/୧୨: ସଇଁତଲା ବ୍ଲକ ଅନ୍ତର୍ଗତ ବଡ଼ମାଲ ଖେଳ ପଡିଆ ଠାରେ ୧୮ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି। ଏହୀ ତିନିଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ସର୍ବମୋଟ ୧୨ ଟି ଫୁଟବଲ ଟିମ ଅଂଶଗ୍ରହଣ କରିଥିଲେ। ଆଜି ଫାଇନାଲ

ଅନ୍ତରୀକ୍ଷରେ ଶକ୍ତିଶାଳୀ ଟେଲିସ୍କୋପ୍‌

ମେଟ୍ରୋ ଟିଭି ବ୍ୟୁରୋ,୨୦/୧୨: ଆମେରିକାର ମହାକାଶ ଗବେଷଣା ଏଜେନ୍ସି ନାସା ବହୁଚର୍ଚ୍ଚିତ ଜେମସ୍ ୱେବ୍ ସ୍ପେସ୍ ଟେଲିସ୍କୋପ୍‌କୁ ଶନିବାର ଏରିୟନ-୫ ଇସିଏ ରକେଟ ମାଧ୍ୟମରେ ଫ୍ରେଞ୍ଚ ଗୁୟାନାସ୍ଥିତ ଲଞ୍ଚିଂ ବେସରୁ ସଫଳତାର ସହ ମହାକାଶକୁ ପଠାଇିଛି । ଏହା ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା

ନୂଆ ବର୍ଷରେ ପିଲାଙ୍କୁ କୋଭିଡ୍ ଟୀକା

ମେଟ୍ରୋ ଟିଭି ବ୍ୟୁରୋ,୨୬/୧୨: ନୂଆ ବର୍ଷ ଜାନୁଆରୀ ୩ ତାରିଖରୁ ଦେଶରେ ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କୋଭିଡ ପ୍ରତିଷେଧକ ଟୀକା ପ୍ରଦାନ କରାଯିବ । ଏହାସହ ଜାନୁଆରୀ ୧୦ ତାରିଖରୁ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ବୁଷ୍ଟର ଡୋଜ୍ ଟୀକା ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ

ମହାକାଶରେ ଯୁବରାଜ ସିଂହଙ୍କ ବ୍ୟାଟ

ମେଟ୍ରୋ ଟିଭି ବ୍ୟୁରୋ,୨୬/୧୨: ଭାରତର ପ୍ରଥମ କ୍ରିକେଟର ଯୁବରାଜ ସିଂ ଯାହାର ବ୍ୟାଟକୁ ମହାକାଶକୁ ପଠାଯାଇଛି ।୨୦୦୩ ମସିହାରେ ସେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଶତକ ଅର୍ଜନ କରିଥିଲେ ।ସେଥିପାଇ ଏହି ବ୍ୟାଟଟି ତାଙ୍କ ପାଇ ବହୁତ ଖାସ ଥିଲା । ସେହି ମ୍ୟାଚରେ ୧୦୨ରନ କରିବା ସହ