ହିନ୍ଦି କହି ଟ୍ରୋଲ ହେଲେ ରଶ୍ମିକା ମନ୍ଦାନା
ମେଟ୍ରୋ ଟିଭି ବ୍ୟୁରୋ,୩/୧: ଦକ୍ଷିଣ ଭାରତୀୟ ଜଗତର ବହୁ ଚର୍ଚ୍ଚିତ ନାୟିକା ରଶ୍ମିକା ମନ୍ଦାନା ଫିଲ୍ମ ଜଗତରେ ଏକ ଚଚ୍ଚିତ ଚେହରା । ତାଙ୍କ ଅଭିନୀତ ବହୁ ଫିଲ୍ମ ହିନ୍ଦି ଭାଷାରେ ଡବିଂ ହୋଇ ହିଟ୍ ମଧ୍ୟ ହୋଇଛି ।ତାଙ୍କୁ ନ୍ୟାଶନାଲ କ୍ରଶ୍ ମଧ୍ୟ କହନ୍ତି । ତାଙ୍କ ଆକ୍ଟିଙ୍ଗ ଓ ଡ୍ୟାନ୍ସ!-->!-->!-->…