ତିନି ମିନିଟରେ ୫କୋଟି ନେଲେ ସମନ୍ଥା
ମେଟ୍ରୋ ଟିଭି ଓଡିଶା,୧୭/୧: ଚର୍ଚ୍ଚାରେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ । ନିଜର ଆଇଟମ ଗୀତରେ ନାଚି ବକ୍ସ ଅଫିସରେ ଧମାଲ କରିଦେଇଛନ୍ତି ସେ । ନିଜର ଜଲୱା ଓ ହଟ୍ ଡାନ୍ସରେ ଦର୍ଶକଙ୍କ ମନକୁ ମୋହିତ କରିଦେଇଛନ୍ତି । ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ପରେ ବଢ଼ିଛି ତାଙ୍କ ଦାମ୍। ପୁଷ୍ପା!-->!-->!-->…