ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ
ମେଟ୍ରୋ ଟିଭି ଓଡିଶା,୨୩/୧ : ଆଗକୁ ଅଛି ଆଇପିଏଲ । କରୋନାର କଟକଣା ଲାଗି ଏ ବର୍ଷ ବିନା ଦର୍ଶକରେ ହେବ ଆଇପିଏଲ ମ୍ୟାଚ । ଏନେଇ ସୂଚନା ପ୍ରଦାନ କରିଛି ବିସିସିଆଇ । ଚଳିତବର୍ଷର ଆଇପିଏଲ ମ୍ୟାଚ ୨୦୨୨ରେ ଖେଳାଯିବ । ବିନା ଦର୍ଶକରେ ହେବ ଏହି ମ୍ୟାଚ ।
image credit-jagran josh
!-->!-->!-->!-->!-->!-->!-->…